Base Word
מָהַהּ
Short Definitionproperly, to question or hesitate, i.e., (by implication) to be reluctant
Long Definition(Hithpalpel) to linger, tarry, wait, delay
Derivationapparently a denominative from H4100
International Phonetic Alphabetmɔːˈhɑh
IPA modmɑːˈhɑh
Syllablemāhah
Dictionmaw-HA
Diction Modma-HA
Usagedelay, linger, stay selves, tarry
Part of speechv

ଆଦି ପୁସ୍ତକ 19:16
କିନ୍ତୁ ଲୋଟ ତାଙ୍କର ସମୟ ନେଲେ ଏବଂ ଛାଡ଼ିବାକୁ ତତ୍ପର ହେଲେ ନାହିଁ ଧିର ଥିଲେ, ତେଣୁ ସହେି ସ୍ବର୍ଗଦୂତଗଣ ଲୋଟ, ତାଙ୍କ ସ୍ତ୍ରୀ ଏବଂ ତାଙ୍କର ଦୁଇ କନ୍ଯାଙ୍କର ହାତ ଧରି ନିରାପଦସ୍ଥାନକୁ ଆଗଇେ ନେଲେ। ସଦାପ୍ରଭୁ ସମାନଙ୍କେ ପ୍ରତି ସଦଯ ଥିଲେ। ତେଣୁ ସହେି ଦୁଇଜଣ ସ୍ବର୍ଗଦୂତ ଲୋଟର ପରିବାରଙ୍କୁ ନଗର ବାହାରକୁ ନଇଗେଲେ।

ଆଦି ପୁସ୍ତକ 43:10
ଯଦି ତୁମ୍ଭେ ଆମ୍ଭମାନଙ୍କୁ ଆଗରୁ ୟିବାକୁ ଦଇେଥାନ୍ତ, ଆମ୍ଭେ ସଠାେରେ ପହଞ୍ଚି ସାରି ଦୁଇଥର ଫରେି ଆସିଥାଆନ୍ତୁ।

ଯାତ୍ରା ପୁସ୍ତକ 12:39
ଲୋକମାନେ ସମାନଙ୍କେର ଚକଟା ମଇଦା ରେ ତାଡୀ ମିଶାଇ ପାରିନଥିଲେ। ଏବଂ ସମାନଙ୍କେର ୟାତ୍ରା ପାଇଁ ମଧ୍ଯ ସ୍ବତନ୍ତ୍ର ରୂପେ ଖାଦ୍ୟ ପ୍ରସ୍ତୁତ କରିବାକୁ ସମୟ ପାଇ ନଥିଲେ। ତେଣୁ ସମାନେେ ତାଡୀ ବୀହିନ ରୋଟୀମାନ ପ୍ରସ୍ତୁତ କଲେ।

ବିଚାରକର୍ତାମାନଙ୍କ ବିବରଣ 3:26
ଦାସମାନେ ରାଜାଙ୍କ ପାଇଁ ସଠାେରେ କିଛି ସମୟ ଅପେକ୍ଷା କଲେ। ଏହି ସମୟରେ ଏହୂଦ୍ ସେ ସ୍ଥାନ ଛାଡି ପଳାଇଗଲେ। ଏହୂଦ୍ ମୂର୍ତ୍ତି ବାଟଦଇେ ସିଯୀରାକକ୍ସ୍ଟ ପଳାଇଗଲେ।

ବିଚାରକର୍ତାମାନଙ୍କ ବିବରଣ 19:8
ଏହାପରେ ପଞ୍ଚମ ଦିନ ଲବେୀୟ ଲୋକଜଣଙ୍କ ଅତି ପ୍ରତକ୍ସ୍ଟ୍ଯଷରକ୍ସ୍ଟ ଉଠି ୟିବାକକ୍ସ୍ଟ ବାହାରିଲେ। ସହେି ସମୟରେ ତାଙ୍କ ଶ୍ବଶକ୍ସ୍ଟର ତାଙ୍କୁ ଅନକ୍ସ୍ଟ ରୋଧ କଲେ, ପ୍ରଥମେ କିଛି ଖିଆ ପିଆ କର। ତେଣୁ ସମାନେେ ଏକତ୍ର ଉପରଓଳି ପର୍ୟ୍ଯନ୍ତ ଖାଇ ପିଇ ମଉଜ କଲେ।

ଦିତୀୟ ଶାମୁୟେଲ 15:28
ତୁମ୍ଭମାନଙ୍କ ଠାରକ୍ସ୍ଟ ମାେ ପାଖକକ୍ସ୍ଟ ତଥ୍ଯ ବାର୍ତ୍ତା ଆସିବା ପର୍ୟ୍ଯନ୍ତ ଯେଉଁଠା ରେ ମରକ୍ସ୍ଟଭୂମିକକ୍ସ୍ଟ ୟିବା ପାଇଁ ନଦୀ ପାରି ହକ୍ସ୍ଟଅନ୍ତି ସଠାେରେ ମୁ ଅପେକ୍ଷା କରି ରହିବି।

ଗୀତସଂହିତା 119:60
ମୁଁ ତୁମ୍ଭର ଆଜ୍ଞାସବୁ ପାଳନ କରିବାରେ, ବିଳମ୍ବ କରି ନାହିଁ।

ଯିଶାଇୟ 29:9
ତୁମ୍ଭମାନେେ ଅଜ୍ଞାତ ଓ ଚମତ୍କୃତ ହୁଅ। ତୁମ୍ଭକୁ ଦୃଷ୍ଟିହୀନ କର ଏବଂ ଅନ୍ଧ ହୁଅ। ଟଳଟଳ ହୁଅ, କିନ୍ତୁ ସୁରାପାନ ରେ ନୁହେଁ।

ହବକକୂକ 2:3
ଏହି ଦର୍ଶନ ନିର୍ଦ୍ଦିଷ୍ଟ ସାକ୍ଷୀ ଅଟେ। ଏହା ଶଷେ ବାର୍ତ୍ତା ସମ୍ବନ୍ଧ ରେ ସାକ୍ଷୀ ଦିଏ ଏବଂ ଏହା ମିଥ୍ଯା ହୁଏ ନାହିଁ। ଯେପରି ଜଣାୟିବ ଏହି ସମୟ କବେେ ଆସିବ ନାହିଁ। କିନ୍ତୁ ର୍ଧୈୟ୍ଯ ଧରି ଅପେକ୍ଷା କର, ସେ ସମୟ ନିଶ୍ଚଯ ଆସିବ। ଏହା ଅଧିକ ବିଳମ୍ବ ହବେନାହିଁ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்