Base Word
מַגֵּפָה
Short Definitiona pestilence; by analogy, defeat
Long Definitionblow, slaughter, plague, pestilence, strike, smite
Derivationfrom H5062
International Phonetic Alphabetmɑɡːeˈpɔː
IPA modmɑ.ɡeˈfɑː
Syllablemaggēpâ
Dictionmahg-gay-PAW
Diction Modma-ɡay-FA
Usage(× be) plague(-d), slaughter, stroke
Part of speechn-f

ଯାତ୍ରା ପୁସ୍ତକ 9:14
ଏହି ସମୟରେ ମାରେ ସମସ୍ତ ଶକ୍ତି ତୁମ୍ଭ ବିରୁଦ୍ଧ ରେ, ତୁମ୍ଭର କର୍ମଚାରୀ ଏବଂ ତୁମ୍ଭର ସମସ୍ତ ଲୋକମାନଙ୍କ ବିରୁଦ୍ଧ ରେ କାର୍ୟ୍ଯ କରିବ। ଏହାପରେ ତୁମ୍ଭେ ଜାଣିବ ଯେ, ମାେ ପରି ଆଉ କୌଣସି ପରମେଶ୍ବର ପୃଥିବୀ ରେ ନାହାଁନ୍ତିା

ଗଣନା ପୁସ୍ତକ 14:37
ଯେଉଁମାନେ ଇଶ୍ରାୟେଲ ଲୋକମାନଙ୍କ ମଧିଅରେ ସେ ଦେଶର ଅପଖ୍ଯାତି ପ୍ରଚାର କରିଥିଲେ, ସମାନେେ ସଦାପ୍ରଭୁଙ୍କ ଉପସ୍ଥିତ ରେ ମହାମାରୀ ଦ୍ବାରା ମଲେ।

ଗଣନା ପୁସ୍ତକ 16:48
ହାରୋଣ ମୃତ ଓ ଜୀବିତ ଲୋକମାନଙ୍କ ମଧିଅରେ ଠିଆ ହେଲେ। ତା'ପରେ ମହାମାରୀ ନିବୃତ୍ତ ହେଲା।

ଗଣନା ପୁସ୍ତକ 16:49
କୋରହର କଥା ହତେୁ ମରିଥିବା ଲୋକଙ୍କୁ ଛାଡ 14,700 ଲୋକ ଏହି ମହାମାରୀ ରେ ମଲେ।

ଗଣନା ପୁସ୍ତକ 16:50
ତହୁଁ ମହାମାରୀ ନିବୃତ୍ତ ହବୋରୁ ହାରୋଣ ସମାଗମ ତମ୍ବୁ ଦ୍ବାର ରେ ମାଶାଙ୍କେ ନିକଟକୁ ଫରେି ଆସିଲେ।

ଗଣନା ପୁସ୍ତକ 25:8
ତା'ପରେ ସେ ତମ୍ବୁ ଭିତ ରେ ପ୍ରବେଶ କଲା ଏବଂ ସେ ଉଭୟ ପୁରୁଷ ଓ ସ୍ତ୍ରୀର ପଟେକୁ ବର୍ଚ୍ଛା ରେ ବିଦିର୍ଣ୍ଣ କଲା, ଫଳ ରେ ଇଶ୍ରାୟେଲ ମଧିଅରେ ମହାମାରୀ ବନ୍ଦ ହାଇେ ଗଲା।

ଗଣନା ପୁସ୍ତକ 25:9
ତଥାପି ଏହି ମହାମାରୀ ରେ 24 ,000 ଲୋକ ମରିଥିଲେ।

ଗଣନା ପୁସ୍ତକ 25:18
ସମାନେେ ପିୟୋର ରେ ତୁମ୍ଭକୁ ଠକି ଦେଲେ। ସମାନେେ ମିଦିଯନୀଯ ନେତାର କନ୍ଯା କସବୀ ସହିତ ତୁମ୍ଭକୁ ଠକି ଦଇେଛନ୍ତି। ସହେି ସ୍ତ୍ରୀ ଲୋକଟି ମହାମାରୀ ରେ ନହିତ ହେଲା। ଯାହା ଶିଯୋର ରେ ଘଟିଥିଲା, ତାହା ମହାମାରୀର କାରଣ ଥିଲା।

ଗଣନା ପୁସ୍ତକ 25:18
ସମାନେେ ପିୟୋର ରେ ତୁମ୍ଭକୁ ଠକି ଦେଲେ। ସମାନେେ ମିଦିଯନୀଯ ନେତାର କନ୍ଯା କସବୀ ସହିତ ତୁମ୍ଭକୁ ଠକି ଦଇେଛନ୍ତି। ସହେି ସ୍ତ୍ରୀ ଲୋକଟି ମହାମାରୀ ରେ ନହିତ ହେଲା। ଯାହା ଶିଯୋର ରେ ଘଟିଥିଲା, ତାହା ମହାମାରୀର କାରଣ ଥିଲା।

ଗଣନା ପୁସ୍ତକ 31:16
ଏହାକୁ ଦେଖ, ଏହି ସ୍ତ୍ରୀ ଲୋକମାନେ ବିଲିଯମର ପରାମର୍ଶ ରେ ପିୟୋରଠା ରେ ଇଶ୍ରାୟେଲ ସନ୍ତାନଗଣକୁ ସଦାପ୍ରଭୁଙ୍କ ବିରୁଦ୍ଧ ରେ ଆଗଇେ ନଇେଥିଲେ। ସେଥି ସକାେଶ ସଦାପ୍ରଭୁଙ୍କ ଲୋକମାନଙ୍କ ମଧିଅରେ ମହାମାରୀ ହେଲା।

Occurences : 26

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்