Base Word
מִבְחָר
Short Definitionselect, i.e., best
Long Definitionchoicest, best
Derivationfrom H0977
International Phonetic Alphabetmɪbˈħɔːr
IPA modmivˈχɑːʁ
Syllablemibḥār
Dictionmib-HAWR
Diction Modmeev-HAHR
Usagechoice(-st), chosen
Part of speechn-m

ଆଦି ପୁସ୍ତକ 23:6
ହେ ପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କ ମଧିଅରେ ପରମେଶ୍ବରଙ୍କର ଏକମାତ୍ର ପରାକ୍ରାନ୍ତ। ତୁମ୍ଭେ ଆମ୍ଭମାନଙ୍କ କବର ସ୍ଥାନ ରେ ଯେ କୌଣସି ସ୍ଥାନ ରେ କବର ଦଇପୋରିବ। ତୁମ୍ଭର ସ୍ତ୍ରୀଙ୍କ କବର ପାଇଁ ଆମ୍ଭେ କହେି ଅଟକାଇବୁ ନାହିଁ।

ଯାତ୍ରା ପୁସ୍ତକ 15:4
ସେ ଫାରୋଙ୍କର ରଥ ଏବଂ ସନ୍େଯମାନଙ୍କୁ ସମୁଦ୍ର ରେ ନିକ୍ଷପେ କରିଛନ୍ତି। ଫାରୋଙ୍କର ବଛା ବୀରମାନେ ସୂଫ ସାଗର ରେ ନିମଗ୍ନ ହାଇେ ଅଛନ୍ତି।

ଦିତୀୟ ବିବରଣ 12:11
ସେତବେେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ଆପଣା ନାମ ବାସ କରିବା ପାଇଁ ଯେଉଁ ସ୍ଥାନ ନିରୂପିତ କରିବେ ସହେ ସ୍ଥାନକକ୍ସ୍ଟ ତୁମ୍ଭମାନେେ ମାରେ ଆଜ୍ଞା ଅନକ୍ସ୍ଟସା ରେ ନିଜ ନିଜ ହୋମ ନବୈେଦ୍ଯ ଓ ନିଜ ନିଜ ବଳିଦାନ, ନିଜ ଆଯର ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତଳନୀଯ ଉପହାର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମନାସିଲାର ତୁମ୍ଭମାନଙ୍କର ସକଳ ମନୋନୀତ ମାନତ ଆଣିବ।

ଯିଶାଇୟ 22:7
ପୁଣି ତୁମ୍ଭମାନଙ୍କର ସହେି ବିଶଷେ ଉପତ୍ୟକା ରେ ସୈନ୍ଯମାନେ ଭଟେିବେ। ସହେି ଉପତ୍ୟକା ରଥରେ ପରିପୂର୍ଣ୍ଣ ହବେ। ଅଶ୍ବାରୋହୀମାନେ ନଗର ଦ୍ବାର ରେ ସଜ୍ଜିତ ହାଇେ ରହିବେ।

ଯିଶାଇୟ 37:24
ତୁମ୍ଭେ ତୁମ୍ଭର ଦାସମାନଙ୍କ ଦ୍ବାରା ମାରେ ପ୍ରଭୁ ସଦାପ୍ରଭୁଙ୍କୁ ଲାଞ୍ଚିତ କରିଅଛ। ତୁମ୍ଭେ କହିଛ, ମୁଁ ଅତି ଶକ୍ତିଶାଳୀ ଓ ମାରେ ଅପାର ରଥ ସାହାୟ୍ଯ ରେ ମୁଁ ଲିବାନୋନକୁ ପରାସ୍ତ କରିଛି, ତାହାର ଉଚ୍ଚତମ ପର୍ବତ ଶିଖରକୁ ଉଠିଅଛି, ତା'ର ଏରସ ଓ ଦବଦୋରୁ ବୃକ୍ଷସବୁ କାଟି ପକାଇଛି। ପୁଣି ତା'ର ଦୂରବର୍ତ୍ତୀ ଉଚ୍ଚସ୍ଥାନ ରେ ଓ ଫଳପୂର୍ଣ୍ଣ ନିବିଡ଼ ଅରଣ୍ଯ ରେ ପ୍ରବେଶ କରିଛୁ।

ଯିରିମିୟ 22:7
ତୁମ୍ଭର ପ୍ରାସାଦକୁ ଧ୍ବଂସ କରିବାକୁ ପ୍ରେତ୍ୟକକ ବିନାଶକାରୀଙ୍କୁ ଅସ୍ତ୍ର ସହିତ ପଠାଇବା। ସମାନେେ ତୁମ୍ଭର ସୁଦୃଢ଼ ସୁନ୍ଦର ଏରସକାଠ ନିର୍ମିତ କଡ଼ିଗୁଡ଼ିକୁ କାଟି ଅଗ୍ନି ରେ ପକାଇବେ।

ଯିରିମିୟ 48:15
ଶତ୍ରୁସୈନ୍ଯ ମାୟୋବକୁ ଆକ୍ରମଣ କରି ତାହାକୁ ଧ୍ବଂସ କରିବେ। ତାହା ବଳବାନ୍ ସୈନ୍ଯମାନଙ୍କୁ ବାଧ୍ଯ ସ୍ଥାନ ରେ ବଧ କରିବ। ଏହା ସୈନ୍ଯାଧିପତି ସଦାପ୍ରଭୁ ଏବଂ ରାଜା, ଏହି କଥା କହନ୍ତି।

ଯିହିଜିକଲ 23:7
ଏବଂ ସେ ଅଶୂରର ସମ୍ଭ୍ରାନ୍ତ ଲୋକଙ୍କ ସଙ୍ଗ ରେ ବ୍ଯଭିଚାର କଲେ। ସେ ଯେକୌଣସି ଲୋକ ପ୍ରତି ପ୍ ରମେ ରେ ଆସକ୍ତା ଥିଲା। ସେ ତା'ର ପ୍ରତିମାଗଣ ଦ୍ବାରା ଆପଣାକୁ ଅପବିତ୍ର କଲା।

ଯିହିଜିକଲ 24:4
ଉତ୍ତମ ମାଂସ ଖଣ୍ଡ ସବୁ ଯଥା : ଉରୁ ଓ ସ୍କନ୍ଧ ତହିଁ ମଧିଅରେ ରଖ ଓ ଭଲ ଅସ୍ଥି ରେ ତାହା ପୂର୍ଣ୍ଣ କର।

ଯିହିଜିକଲ 24:5
ପଲ ମଧ୍ଯରୁ ଏକ ମଷେ ବାଛ। ହଣ୍ଡାତଳ ଜାଳଣେି ଦିଅ। ମାଂସକୁ ଉତ୍ତମରୂପେ ସିଦ୍ଧ କର ଓ ଅସ୍ଥିସବୁ ତହିଁ ମଧିଅରେ ପାକ ହେଉ।'

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்