Base Word
אֲבִימֶלֶךְ
Short DefinitionAbimelek, the name of two Philistine kings and of two Israelites
Long Definitionking of Gerar in Abraham's time
Derivationfrom H0001 and H4428; father of (the) king
International Phonetic Alphabetʔə̆.bɪi̯.mɛˈlɛk
IPA modʔə̆.viː.mɛˈlɛχ
Syllableʾăbîmelek
Dictionuh-bee-meh-LEK
Diction Moduh-vee-meh-LEK
UsageAbimelech
Part of speechn-pr-m

ଆଦି ପୁସ୍ତକ 20:2
ଯେତବେେଳେ ଗରାର ରେ ଥିଲେ, ଅବ୍ରହାମ ଲୋକମାନଙ୍କୁ କହିଲେ, ସାରା ହେଉଛି ତାଙ୍କର ଭଉଣୀ, ଗରାର ରାଜା ଅବିମଲେକ୍ ଏକଥା ଶୁଣିଲେ। ଅବିମଲକେ ସାହାଙ୍କୁ ଚାହୁଁଥିଲେ। ତେଣୁ ସେ ତାଙ୍କୁ ଆଣିବା ପାଇଁ କେତକେ ଦାସକୁ ପଠାଇଲେ।

ଆଦି ପୁସ୍ତକ 20:3
କିନ୍ତୁ ଏକ ରାତି ରେ, ପରମେଶ୍ବର ଅବିମଲକେକୁ ସ୍ବପ୍ନ ରେ କହିଲେ, ତୁମ୍ଭେ ମରିବ, ତୁମ୍ଭେ ଯେଉଁ ସ୍ତ୍ରୀ ଲୋକକୁ ଆଣିଛ ସେ ବିବାହିତା।

ଆଦି ପୁସ୍ତକ 20:4
କିନ୍ତୁ ସେ ପର୍ୟ୍ଯନ୍ତ ଅବିମଲକେ ସାରା ସହିତ ସହବାସ କରି ନଥିଲେ। ତେଣୁ ଅବିମଲକେ କହିଲେ, ତୁମ୍ଭେ କ'ଣ ଏକ ନିର୍ ଦୋଷ ବ୍ଯକ୍ତିକୁ ହତ୍ଯା କରିବ?

ଆଦି ପୁସ୍ତକ 20:8
ତେଣୁ ତା'ପରଦିନ ପ୍ରଭାତରୁ ଅବିମଲକେ ତାଙ୍କ ଦାସମାନଙ୍କୁ ଡାକିଲେ ଏବଂ ତାଙ୍କର ସ୍ବପ୍ନ ବିଷଯ ରେ କହିଲେ। ଦାସମାନେ ଭୟ ରେ ଥରିଲେ।

ଆଦି ପୁସ୍ତକ 20:9
ଏହାପରେ ଅବିମଲକେ ଅବ୍ରହାମଙ୍କୁ ଡ଼ାକି କହିଲେ, ତୁମ୍ଭେ କାହିଁକି ଆମ୍ଭ ପ୍ରତିି ଏପରି କଲ? ମୁଁ ତୁମ୍ଭର ତ କିଛି ଦୋଷ କରି ନାହିଁ? ମୁଁ ତୁମ୍ଭ ପ୍ରତି କ'ଣ କରିଛି ଯେ, ମାେ ଦେଶ ପ୍ରତି ବିପଦ ଆଣିବାକୁ ତୁମ୍ଭେ ଇଚ୍ଛା କଲ? ତୁମ୍ଭର ମାେ ପ୍ରତି ଏପରି କରିବାର ନ ଥିଲା।

ଆଦି ପୁସ୍ତକ 20:10
କାହିଁକି ତୁମ୍ଭେ ମାେ ପ୍ରତି ଏପରି ବ୍ଯବହାର କଲ?

ଆଦି ପୁସ୍ତକ 20:14
ତେଣୁ ଅବିମଲକେ ସାରାକ ଅବ୍ରହାମକୁ ଫରୋଇ ଦେଲେ। ଅବିମଲକେ ମଧ୍ଯ ତାଙ୍କୁ କିଛି ମଷେ, ଗାଇ, ଗୋରୁ ଏବଂ କିଛି ସବେକ ଓ ସବେିକାଗଣଙ୍କୁ ଦେଲେ।

ଆଦି ପୁସ୍ତକ 20:15
ଏବଂ ଅବିମଲକେ କହିଲେ, ତୁମ୍ଭ ଚତୁପାଶର୍ବକୁ ଚାହଁ ଏହା ମାରେଭୂମି, ତୁମ୍ଭେ ଯେଉଁଠା ରେ ଚାହଁ ସଠାେରେ ରହିପାର।

ଆଦି ପୁସ୍ତକ 20:17
ସଦାପ୍ରଭୁ ଅବିମଲକଙ୍କେର ସମସ୍ତ ସ୍ତ୍ରୀଙ୍କୁ ବନ୍ଧ୍ଯା କଲେ। ପରମେଶ୍ବର ଏପରି କଲେ କାରଣ ଅବିମଲକେ ଅବ୍ରହାମଙ୍କ ସ୍ତ୍ରୀ ସାରାଙ୍କୁ ନଇେଥିଲେ।

ଆଦି ପୁସ୍ତକ 20:18
କିନ୍ତୁ ଅବ୍ରହାମ ପରମେଶ୍ବରଙ୍କୁ ପ୍ରାର୍ଥନା କଲେ ଏବଂ ପରମେଶ୍ବର ଅବିମଲକେ ତାଙ୍କର ସମସ୍ତ ସ୍ତ୍ରୀ ଗଣଙ୍କୁ ଓ ଦାସୀଗଣଙ୍କୁ ଆରୋଗ୍ୟ କଲେ। ଏବଂ ସମାନଙ୍କେର ସନ୍ତାନ ସନ୍ତତି ଜାତ ହେଲ।

Occurences : 67

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்