Base Word
מַאֲרָב
Short Definitionan ambuscade
Long Definitionambush, (hunter's) blind
Derivationfrom H0693
International Phonetic Alphabetmɑ.ʔə̆ˈrɔːb
IPA modmɑ.ʔə̆ˈʁɑːv
Syllablemaʾărāb
Dictionma-uh-RAWB
Diction Modma-uh-RAHV
Usagelie in ambush, ambushment, lurking place, lying in wait
Part of speechn-m

ଯିହୋଶୂୟ 8:9
ଏହାପରେ ୟିହୋଶୂଯ ୈସନ୍ଯମାନଙ୍କୁ ସମାନଙ୍କେର ଲକ୍ସ୍ଟଚି ରହିବା ସ୍ଥାନକକ୍ସ୍ଟ ପଠାଇ ଦେଲେ। ସମାନେେ ବୈଥଲେ ଏବଂ ଅଯର ମଧ୍ଯ ସ୍ଥାନ ରେ ଲକ୍ସ୍ଟଚି ରହିଲେ। ଏହି ସ୍ଥାନଟି ଥିଲା ଅଯର ପଶ୍ଚିମ ପଟ ରେ। ଏବଂ ୟିହୋଶୂଯମାନଙ୍କ ସୈନ୍ଯମାନଙ୍କ ସହିତ ସଠାେରେ ରାତ୍ରୟାପନ କଲେ।

ବିଚାରକର୍ତାମାନଙ୍କ ବିବରଣ 9:35
ଏବଦର ପକ୍ସ୍ଟତ୍ର ଗାଲ୍ ବାହା ରେ ୟାଇ ନଗର ପ୍ରବେଶ ଦ୍ବାର ରେ ଛିଡା ହେଲା ଓ ଅବୀମଲକେ ଓ ତା'ର ଲୋକମାନେ ଲକ୍ସ୍ଟଚିଥିବା ସ୍ଥାନରକ୍ସ୍ଟ ଉଠିଲେ।

ଦିତୀୟ ବଂଶାବଳୀ 13:13
କିନ୍ତୁ ୟାରବିଯାମ୍ ଅବିଯଙ୍କ ସୈନ୍ଯଦଳର ପେଛ ପେଛ ଗୋପନ ରେ ୟିବା ନିମନ୍ତେ ଏକ ଦଳ ସୈନ୍ଯଙ୍କୁ ପଠାଇଲେ। ୟାରବିଯାମ୍ଙ୍କ ସୈନ୍ଯଦଳ ୟିହୁଦୀଯଙ୍କ ସୈନ୍ଯଦଳର ସମ୍ମୁଖ ରେ ଥିଲେ। ୟାରବିଯାମ୍ଙ୍କ ସୈନ୍ଯଦଳର ଲୁଚି ରହିଥିବା ସୈନ୍ଯମାନେ ଯିହୁଦାର ପଶ୍ଚାତ୍ ରେ ଥିଲେ।

ଦିତୀୟ ବଂଶାବଳୀ 13:13
କିନ୍ତୁ ୟାରବିଯାମ୍ ଅବିଯଙ୍କ ସୈନ୍ଯଦଳର ପେଛ ପେଛ ଗୋପନ ରେ ୟିବା ନିମନ୍ତେ ଏକ ଦଳ ସୈନ୍ଯଙ୍କୁ ପଠାଇଲେ। ୟାରବିଯାମ୍ଙ୍କ ସୈନ୍ଯଦଳ ୟିହୁଦୀଯଙ୍କ ସୈନ୍ଯଦଳର ସମ୍ମୁଖ ରେ ଥିଲେ। ୟାରବିଯାମ୍ଙ୍କ ସୈନ୍ଯଦଳର ଲୁଚି ରହିଥିବା ସୈନ୍ଯମାନେ ଯିହୁଦାର ପଶ୍ଚାତ୍ ରେ ଥିଲେ।

ଗୀତସଂହିତା 10:8
ସହେି ଲୋକମାନେ ଗୁପ୍ତସ୍ଥାନରେ ଲୁଚି ରହି ଲୋକମାନଙ୍କୁ ଧରିବା ପାଇଁ ଅପେକ୍ଷା କରନ୍ତି। ସମାନେେ ଗୋପନରେ ରହି ଲୋକଙ୍କୁ ଆଘାତ କରିବାକୁ ଚେଷ୍ଟା କରନ୍ତି। ସମାନେେ ନିର୍ଦ୍ ଦୋଷ ଲୋକଙ୍କୁ ହତ୍ଯା କରନ୍ତି।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்