Base Word
מַאֲכָל
Short Definitionan eatable (including provender, flesh and fruit)
Long Definitionfood, fruit, meat
Derivationfrom H0398
International Phonetic Alphabetmɑ.ʔə̆ˈkɔːl
IPA modmɑ.ʔə̆ˈχɑːl
Syllablemaʾăkāl
Dictionma-uh-KAWL
Diction Modma-uh-HAHL
Usagefood, fruit, (bake-)meat(-s), victual
Part of speechn-m

ଆଦି ପୁସ୍ତକ 2:9
ସଦାପ୍ରଭୁ ପରମେଶ୍ବର ପ୍ରେତ୍ୟକକ ପ୍ରକାର ବୃକ୍ଷ ଯାହା ଦେଖିବାକୁ ସୁନ୍ଦର ଏବଂ ଖାଦ୍ୟ ପାଇଁ ଭଲ, ପୃଥିବୀ ରେ ସୃଷ୍ଟି କଲେ। ସହେି ଭାବରେ ଉଦ୍ୟାନ ରେ ମଧ୍ଯଭାଗ ରେ ଜୀବନ ଦାୟକ ବୃକ୍ଷ ଓ ଭଲ ଓ ମନ୍ଦ ବିଷଯ ରେ ଜ୍ଞାନ ଦବୋ ବୃକ୍ଷ ମଧ୍ଯ ଉତ୍ପନ୍ନ କଲେ।

ଆଦି ପୁସ୍ତକ 3:6
ସହେି ସ୍ତ୍ରୀ ଲୋକଟି ଦେଖିଲା ଯେ, ସହେି ବୃକ୍ଷଟି ଦେଖିବାକୁ ସୁନ୍ଦର ଏବଂ ଖାଦ୍ୟ ପାଇଁ ଭଲ। ସେ ଜ୍ଞାନ ଲାଭ କରିବାକୁ ଇଚ୍ଛା କଲା। ତେଣୁ ସେ ସହେି ବୃକ୍ଷରୁ ଫଳ ତୋଳିଲା ଏବଂ ଖାଇଲା। ପୁଣି ଆପଣାର ସ୍ବାମୀକୁ ଖାଇବାକୁ ଦଲୋ ଏବଂ ସେ ମଧ୍ଯ ତାହାକୁ ଖାଇଲା।

ଆଦି ପୁସ୍ତକ 6:21
ଆଉ ତୁମ୍ଭେ ଆପଣାର ଓ ସମାନଙ୍କେର ଆହାର ନିମନ୍ତେ ସବୁପ୍ରକାର ଖାଦ୍ୟ ସାମଗ୍ରୀ ଆଣି ଆପଣା ନିକଟରେ ସଂଚ଼ଯ କରିବ।

ଆଦି ପୁସ୍ତକ 40:17
ସ୍ବର୍ଗ ଉପରେ ଡ଼ାଲା ରେ ଫାରୋଙ୍କର ଭୋଜନ ନିମନ୍ତେ ନାନା ପ୍ରକାର ସକୋ ହବୋ ଜିନିଷ ଥିଲା। ଆଉ ପକ୍ଷୀଗଣ ଆସି ମାେ ମସ୍ତକର ଡ଼ାଲାରୁ ତାହା ଖାଇଲେ।

ଲେବୀୟ ପୁସ୍ତକ 19:23
ଭବିଷ୍ଯତ ରେ ତୁମ୍ଭମାନେେ ତୁମ୍ଭମାନଙ୍କର ଦେଶ ରେ ପ୍ରବେଶ କରିବ। ତୁମ୍ଭମାନେେ ଭୋଜନର୍ଥେ ସେତବେେଳେ ବହୁପ୍ରକାର ଫଳବୃକ୍ଷ ରୋପଣ କରିବ। ମାତ୍ର ବୃକ୍ଷ ରୋପଣ ପରେ ତୁମ୍ଭମାନେେ ତିନି ବର୍ଷ ପର୍ୟ୍ଯନ୍ତ ଅପେକ୍ଷା କରିବ। ସେଥିରୁ କୌଣସି ଫଳ ବ୍ଯବହାର କରିବ ନାହିଁ। କାରଣ ତାହା ଅଶୁଚି।

ଦିତୀୟ ବିବରଣ 20:20
କିନ୍ତୁ ତୁମ୍ଭମାନେେ ଫଳ ନଫଳକ୍ସ୍ଟଥିବା ବୃକ୍ଷମାନଙ୍କୁ କାଟି ପାରିବ। ସେଥି ରେ ତୁମ୍ଭମାନେେ ୟକ୍ସ୍ଟଦ୍ଧାସ୍ତ୍ର ନିର୍ମାଣ କରି ସହେି ନଗର ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବ। ସହେି ନଗର ପତନ ପର୍ୟ୍ଯନ୍ତ ତୁମ୍ଭେ ଏହିପରି କରିବ।

ଦିତୀୟ ବିବରଣ 28:26
ତୁମ୍ଭମାନଙ୍କର ମୃତ ଶରୀର ସବୁ ହିଂସ୍ର ଜନ୍ତକ୍ସ୍ଟ, ପକ୍ଷୀମାନଙ୍କର ଖାଦ୍ୟ ହବେ। ସମାନଙ୍କେୁ ଘଉଡାଇବା ପାଇଁ କହେି ନଥିବେ।

ବିଚାରକର୍ତାମାନଙ୍କ ବିବରଣ 14:14
ଶାମ୍ଶାେନ୍ ସମାନଙ୍କେୁ ସହେି ପ୍ର ହଳେିକା ଶକ୍ସ୍ଟଣାଇଲେ। ଖାଦକଠାରକ୍ସ୍ଟ ଖାଦ୍ୟ ଓ ବଳବାନ୍ଠାରକ୍ସ୍ଟ ମିଷ୍ଟତା ନିର୍ଗତ ହେଲା।

ପ୍ରଥମ ରାଜାବଳୀ 10:5
ରାଣୀ ରାଜାଙ୍କର ଟବୁଲ ରେ ଭିନ୍ନ ଖାଦ୍ୟଦ୍ରବ୍ଯ, ରାଜାଙ୍କର ଅଧିକାରୀଗଣ, ସମାନଙ୍କେର ସବୋ, ସମାନଙ୍କେ ବସ୍ତୁ, ରାଜାଙ୍କର କପ୍ ବାହକଗଣ ଓ ସଦାପ୍ରଭୁଙ୍କ ମନ୍ଦିର ରେ ରାଜା ଉତ୍ସର୍ଗ କରିଥିବା ନବୈେଦ୍ଯ ଦେଖି 'ସ୍ତମ୍ଭିଭୁତ ହାଇଗେଲେ।'

ପ୍ରଥମ ବଂଶାବଳୀ 12:40
ଆହୁରି ମଧ୍ଯ ସମାନଙ୍କେର ପଡ଼ୋଶୀ ଇଷାଖର, ସବଲୂନ୍ ଓ ନପ୍ତାଲି ଗୋଷ୍ଠୀର ଲୋକମାନେ ଗଧ, ଓଟ, ଖଚର ଓ ବଳଦ ଉପରେ ଖାଦ୍ୟଦ୍ରବ୍ଯ ଲଦି ସମାନଙ୍କେ ନିକଟକୁ ଆଣୁଥିଲେ। ସମାନେେ ବହୁତ ପରିମାଣ ରେ ମଇଦା, ଡ଼ିମ୍ବିରି ଫଳରୁ ପ୍ରସ୍ତୁତ ପିଠା, କିସମିସ୍, ଦ୍ରାକ୍ଷାରସ, ତୈଳ, ଗୋପଲ ଓ ମଷେପଲ ନଇେ ଆସୁଥିଲେ। ଇଶ୍ରାୟେଲ ଲୋକମାନେ ଅତ୍ଯନ୍ତ ଆନନ୍ଦିତ ଥିଲେ।

Occurences : 30

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்