Base Word
לוּבִי
Short Definitiona Libyan or inhabitant of interior Africa (only in plural)
Long Definitiona people of northern Africa west of Egypt
Derivationor לֻבִּי; (Daniel 11:43), partrial from a name probably derived from an unused root meaning to thirst, i.e., a dry region; apparently
International Phonetic Alphabetluːˈbɪi̯
IPA modluˈviː
Syllablelûbî
Dictionloo-BEE
Diction Modloo-VEE
UsageLubim(-s), Libyans
Part of speechn

ଦିତୀୟ ବଂଶାବଳୀ 12:3
ଶୀଶକ୍ର 12,000 ରଥ, 60 ,000 ଅଶ୍ବାରୋହୀ ଓ ଏତେ ସଂଖ୍ଯକ ସୈନ୍ଯଦଳ ଥିଲେ ଯେ, ଯାହାକୁ କୌଣସି ବ୍ଯକ୍ତି ଗଣନା କରିପାରିବ ନାହିଁ। ଶୀଶକ୍ର ବିଶାଳ ସୈନ୍ଯବାହିନୀ ରେ ଲୂବୀଯର ସୈନ୍ଯ ସୁକ୍କୀଯ ସୈନ୍ଯ ଓ କୁଶୀଯ ସୈନ୍ଯମାନେ ଥିଲେ।

ଦିତୀୟ ବଂଶାବଳୀ 16:8
କୂଶୀଯ ଓ ଲବେୀୟମାନଙ୍କର ଏକ ଅତି ବୃହତ୍ ଓ ପରାକ୍ରମୀ ସୈନ୍ଯଦଳ ଥିଲା। ସମାନଙ୍କେର ଅନକେ ରଥ ଓ ରଥଚାଳକମାନେ ଥିଲେ। କିନ୍ତୁ ଆସା, ତୁମ୍ଭେ ସାହାୟ୍ଯ ନିମନ୍ତେ ଓ ସହେି ବୃହତ୍ ପରାକ୍ରମୀ ସୈନ୍ଯଦଳକୁ ପରାସ୍ତ କରିବା ନିମନ୍ତେ ସଦାପ୍ରଭୁଙ୍କ ଉପରେ ନିର୍ଭର କଲ, ଆଉ ସଦାପ୍ରଭୁ ସମାନଙ୍କେୁ ପରାସ୍ତ କରିବା ନିମନ୍ତେ ତୁମ୍ଭକୁ ସାହାୟ୍ଯ କଲେ।

ଦାନିଏଲ 11:43
ସେ ମିଶର ଦେଶ ରେ ସୁନା ଓ ରୂପାର ଭଣ୍ତାର ସକଳ ଓ ବହୁମୂଲ୍ଯ ଦ୍ରବ୍ଯ ସବୁ ତାହାର ହସ୍ତଗତ ହବେ। ଆଉ ଲୁଦିଯ କୂଶୀଯମାନେ ତା'ର ଅନୁଚର ହବେେ।

ନାହୂମ 3:9
ଇଥିଓପିଆ ଓ ମିଶର ନୋ-ଆମାନେକୁ ବହୁ ଶକ୍ତି ଦେଉଥିଲେ। ପୂଟୀଯ ଓ ଲୂବୀଯ ତାକୁ ସମର୍ଥନ କରୁଥିଲେ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்