Base Word
לִבְנָה
Short DefinitionLibnah, a place in the Desert and one in Palestine
Long Definitiona royal city of the Canaanites in the southwest captured by Joshua; allocated to Judah and made a Levitical city; site unknown
Derivationthe same as H3839
International Phonetic Alphabetlɪbˈn̪ɔː
IPA modlivˈnɑː
Syllablelibnâ
Dictionlib-NAW
Diction Modleev-NA
UsageLibnah
Part of speechn-pr-loc

ଗଣନା ପୁସ୍ତକ 33:20
ପୁଣି ସମାନେେ ରିମ୍ମାନେ ପରେସରୁ ୟାତ୍ରା କରି ଲିବ୍ନା ରେ ଛାଉଣୀ ସ୍ଥାପନ କଲେ।

ଗଣନା ପୁସ୍ତକ 33:21
ପୁଣି ସମାନେେ ଲିବ୍ନାରୁ ୟାତ୍ରା କରି ରିସ୍ସା ରେ ଛାଉଣୀ ସ୍ଥାପନ କଲେ।

ଯିହୋଶୂୟ 10:29
ତା'ପରେ ଯିହାଶୂେୟ ଏବଂ ତାଙ୍କର ସମସ୍ତ ଇଶ୍ରାୟେଲୀୟବାସୀମାନେ ମକ୍କଦୋରକ୍ସ୍ଟ ଲିବ୍ନାକକ୍ସ୍ଟ ଗଲେ। ଏବଂ ସେ ସହରକକ୍ସ୍ଟ ଆକ୍ରମଣ କଲେ।

ଯିହୋଶୂୟ 10:29
ତା'ପରେ ଯିହାଶୂେୟ ଏବଂ ତାଙ୍କର ସମସ୍ତ ଇଶ୍ରାୟେଲୀୟବାସୀମାନେ ମକ୍କଦୋରକ୍ସ୍ଟ ଲିବ୍ନାକକ୍ସ୍ଟ ଗଲେ। ଏବଂ ସେ ସହରକକ୍ସ୍ଟ ଆକ୍ରମଣ କଲେ।

ଯିହୋଶୂୟ 10:31
ଏହାପରେ ଯିହାଶୂେୟ ଏବଂ ତାଙ୍କର ସମସ୍ତ ଇଶ୍ରାୟେଲୀୟ ଲୋକ ଲିବନା ପରିତ୍ଯାଗ କରି ଲାଖୀଶକକ୍ସ୍ଟ ଗଲେ। ୟିହୋଶୂଯ ଏବଂ ତାଙ୍କର ସୈନ୍ଯମାନେ ସେ ସହରକକ୍ସ୍ଟ ସନୋ ଛାଉଣୀ କରି ରଖଲେ। ଏବଂ ତାହାକକ୍ସ୍ଟ ଆକ୍ରମଣ କଲେ।

ଯିହୋଶୂୟ 10:32
ସଦାପ୍ରଭୁ ଲାଖୀଶକକ୍ସ୍ଟ ପରାସ୍ତ କରିବାକୁ ସହାୟ ହେଲେ। ସମାନେେ ଦ୍ବିତୀୟ ଦିନ ରେ ସେ ସହରକକ୍ସ୍ଟ ପରାସ୍ତ କଲେ। ଇଶ୍ରାୟେଲ ଲୋକମାନେ ସେ ସହରର ସମସ୍ତ ଲୋକମାନଙ୍କୁ ହତ୍ଯା କଲେ। ଯେପରି ଭାବରେ ଲିବ୍ନା ରେ କରିଥିଲେ।

ଯିହୋଶୂୟ 10:39
ସମାନେେ ଦବୀର ସହରକକ୍ସ୍ଟ ନିଜର କରଗତ କଲେ, ତାହାର ରାଜାଙ୍କକ୍ସ୍ଟ ମଧ୍ଯ କରଗତ କଲେ। ଏବଂ ତା'ର ନିକଟରେ ଥିବା େଛାଟ ସହରଗୁଡିକୁ ମଧ୍ଯ ନିଜ ଅଧିନକକ୍ସ୍ଟ ଆଣିଲେ। ଏବଂ ସେ ସହରକକ୍ସ୍ଟ ଧ୍ବଂସ କରି ସମସ୍ତ ଲୋକମାନଙ୍କୁ ହତ୍ଯା କଲେ। କାହାରିକକ୍ସ୍ଟ ଜୀବିତ ଛାଡିଲେ ନାହିଁ। ସମାନେେ ହିବ୍ରୋଣ ସହରକକ୍ସ୍ଟ ଓ ଲିବ୍ନା ଓ ଏହାର ରାଜାଙ୍କକ୍ସ୍ଟ କଲାପରି, ଦବୀର ସହରକକ୍ସ୍ଟ ସହେିପରି ଧ୍ବଂସ କଲେ।

ଯିହୋଶୂୟ 12:15
ଲି‌‌ବ୍‌‌ନାର ରାଜା 1, ଅଦୁଲ୍ଲମର ରାଜା 1

ଯିହୋଶୂୟ 15:42
ୟିହକ୍ସ୍ଟଦାର ଲୋକମାନେ ମଧ୍ଯ ଏହି ସହରଗକ୍ସ୍ଟଡିକ ନେଲେ, ସଗେକ୍ସ୍ଟଡିକ ହେଲା, ଲିବନା, ଏଥର୍, ଅଶନ୍,

ଯିହୋଶୂୟ 21:13
ତେଣୁ ସମାନେେ ହାରୋଣଙ୍କର ଭବିଷ୍ଯଦ୍ ବଂଶଧରମାନଙ୍କୁ ହିବ୍ରୋଣ ନଗର ଦେଲେ। ହିବ୍ରୋଣ ଥିଲା ନିରାପଦର ସହର। ସମାନେେ ମଧ୍ଯ ହାରୋଣର ଉତ୍ତରାଧିକାରୀମାନଙ୍କୁ ଲିବ୍ନା ସହର ଦେଲେ।

Occurences : 18

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்