Base Word
לָבָן
Short Definitionwhite
Long Definitionwhite
Derivationor (Genesis 49:12) לָבֵן; from H3835
International Phonetic Alphabetlɔːˈbɔːn̪
IPA modlɑːˈvɑːn
Syllablelābān
Dictionlaw-BAWN
Diction Modla-VAHN
Usagewhite
Part of speecha

ଆଦି ପୁସ୍ତକ 30:35
ସହେିଦିନ ଲାବନ ବିନ୍ଦୁ ଚିହ୍ନିତ ଛାଗଳନମାନଙ୍କୁ ଲୁଚାଇ ଦଲୋ। ଏବଂ ଚିତ୍ର ବିଚିତ୍ର ଛାଗ ସବୁକୁ ଲୁଚାଇ ଦଲୋ। ଲାବନ ସମସ୍ତ ମାଟିଆ ବର୍ଣ୍ଣ ମଷଗେଣକୁ ସେ ତା'ର ପୁତ୍ରମାନଙ୍କୁ ଯତ୍ନ ନବୋକୁ ଦଲୋ।

ଆଦି ପୁସ୍ତକ 30:37
ଯାକୁବ ଲିବ୍ନୀ, ଲୂସ୍ ଓ ଅର୍ମୋନ୍ ବୃକ୍ଷର ନୂତନ ଶାଖା କାଟି ତହିଁରୁ ବକ୍କଳ କାଢ଼ି କାଠର ଶୁକ୍ଲ ରଖାେ ବାହାର କଲା।

ଆଦି ପୁସ୍ତକ 30:37
ଯାକୁବ ଲିବ୍ନୀ, ଲୂସ୍ ଓ ଅର୍ମୋନ୍ ବୃକ୍ଷର ନୂତନ ଶାଖା କାଟି ତହିଁରୁ ବକ୍କଳ କାଢ଼ି କାଠର ଶୁକ୍ଲ ରଖାେ ବାହାର କଲା।

ଆଦି ପୁସ୍ତକ 49:12
ତା'ର ଚକ୍ଷୁ ଅଙ୍ଗୁର ରସଠାରୁ ଅଧିକ ଲାଲ ଏବଂ ତା'ର ଦାନ୍ତ ଦୁଧଠାରୁ ଅଧିକ ଧବଳ ହବେ।

ଯାତ୍ରା ପୁସ୍ତକ 16:31
ତେଣୁ ଇଶ୍ରାୟେଲର ଲୋକମାନେ ସହେି ଖାଦ୍ୟର ନାମ ମାନ୍ନା ଦେଲେ। ତାହା ଧନିଆ ପରି ଶୁକ୍ଲବର୍ଣ୍ଣ ଓ ତାହାର ସ୍ବାଦ ମଧୁ ମିଶ୍ରିତ ପିଷ୍ଟକ ତୁଲ୍ଯ ଥିଲା।

ଲେବୀୟ ପୁସ୍ତକ 13:3
ତହୁଁ ଯାଜକ ତା'ର ଶରୀରର ଚର୍ମ ଉପରିସ୍ଥ ଘା' ଦେଖିବ, ଆଉ ଯବେେ ଘା'ର ଲୋମ ଶ୍ବତବେର୍ଣ୍ଣ ହାଇେଥାଏ, ପୁଣି ଘା' ଯବେେ ତା' ଶରୀରର ଚର୍ମଠାରୁ ନୀଚ୍ଚ ଦିଶେ ତବେେ ତାହା କୁଷ୍ଠ ରୋଗର ଘା' ଏଟେ। ଆଉ ଯାଜକ ତାହାକୁ ଦେଖିବ ଓ ତାକୁ ଅସୁଚି ବୋଲି ପ୍ରକାଶ କରିବ।

ଲେବୀୟ ପୁସ୍ତକ 13:4
ସମଯେ ସମଯେ ଜଣଙ୍କ ଶରୀରର ଚର୍ମ ଉପରେ ଧଳା ଛଉ ଦଖାୟୋଏ, ଯଦି ସେ ଚିହ୍ନ ଚର୍ମଠାରୁ ନୀଚ୍ଚ ନଥାଏ, ତବେେ ଯାଜକ ତାକୁ ଅନ୍ୟ ଲୋକମାନଙ୍କଠାରୁ ସାତଦିନ ପର୍ୟ୍ଯନ୍ତ ପୃଥକ୍ କରି ରଖିବ।

ଲେବୀୟ ପୁସ୍ତକ 13:4
ସମଯେ ସମଯେ ଜଣଙ୍କ ଶରୀରର ଚର୍ମ ଉପରେ ଧଳା ଛଉ ଦଖାୟୋଏ, ଯଦି ସେ ଚିହ୍ନ ଚର୍ମଠାରୁ ନୀଚ୍ଚ ନଥାଏ, ତବେେ ଯାଜକ ତାକୁ ଅନ୍ୟ ଲୋକମାନଙ୍କଠାରୁ ସାତଦିନ ପର୍ୟ୍ଯନ୍ତ ପୃଥକ୍ କରି ରଖିବ।

ଲେବୀୟ ପୁସ୍ତକ 13:10
ତହୁଁ ଯାଜକ ତାକୁ ଦେଖିବ, ଯଦି ତାହାର ଚର୍ମ ରେ ଶ୍ବତବେର୍ଣ୍ଣ ଫୁଲା ଥାଏ, ତହିଁରେ ଲୋମ ଶ୍ବତବେର୍ଣ୍ଣ ହାଇେଥାଏ ଓ ସହେି ଫୁଲା ରେ କଞ୍ଚାମାଂସ ବୃଦ୍ଧି ପାଉଥାଏ।

ଲେବୀୟ ପୁସ୍ତକ 13:10
ତହୁଁ ଯାଜକ ତାକୁ ଦେଖିବ, ଯଦି ତାହାର ଚର୍ମ ରେ ଶ୍ବତବେର୍ଣ୍ଣ ଫୁଲା ଥାଏ, ତହିଁରେ ଲୋମ ଶ୍ବତବେର୍ଣ୍ଣ ହାଇେଥାଏ ଓ ସହେି ଫୁଲା ରେ କଞ୍ଚାମାଂସ ବୃଦ୍ଧି ପାଉଥାଏ।

Occurences : 29

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்