Base Word
כְּתֹנֶת
Short Definitiona shirt
Long Definitiontunic, under-garment
Derivationor כֻּתֹּנֶת; from an unused root meaning to cover (compare H3802)
International Phonetic Alphabetkɛ̆.t̪oˈn̪ɛt̪
IPA modkɛ̆.to̞wˈnɛt
Syllablekĕtōnet
Dictionkeh-toh-NET
Diction Modkeh-toh-NET
Usagecoat, garment, robe
Part of speechn-f

ଆଦି ପୁସ୍ତକ 3:21
ସଦାପ୍ରଭୁ ପରମେଶ୍ବର ତାଙ୍କ ପାଇଁ ଚ଼ମଡ଼ାର ବସ୍ତ୍ର ତିଆରି କରି ତାଙ୍କୁ ପିନ୍ଧାଇଲେ।

ଆଦି ପୁସ୍ତକ 37:3
ଯୋଷଫେ ତାଙ୍କ ପିତା ଯାକୁବଙ୍କର ବାର୍ଦ୍ଧକ୍ଯ ସମୟରେ ଜନ୍ମ ହାଇେଥିଲେ। ତେଣୁ ଯାକୁବ ଯୋଷଫଙ୍କେୁ ଅନ୍ୟ ପୁତ୍ରମାନଙ୍କଠାରୁ ଅଧିକ ଭଲ ପାଉଥିଲେ। ଯାକୁବ ଯୋଷଫଙ୍କେୁ ଏକ ବିଶଷେ କୋଟ୍ ବା ଅଙ୍ଗରଖା ଦଇେଥିଲେ। ଯାହା ନାନା ରଙ୍ଗ ରେ ବର୍ଣ୍ଣିତ ଥିଲା।

ଆଦି ପୁସ୍ତକ 37:23
ଯୋଷଫେ ତାଙ୍କ ଭାଇମାନଙ୍କ ପାଖକୁ ଆସିଲେ। ଏହାପରେ ତା'ର ଭାଇମାନେ ତାଙ୍କୁ ଆକ୍ରମଣ କରି ତା'ର ସହେି ଲମ୍ବା ସୁନ୍ଦର ରଙ୍ଗ ବରେଙ୍ଗର ପୋଷାକକୁ ଚିରି ପକାଇଲେ।

ଆଦି ପୁସ୍ତକ 37:23
ଯୋଷଫେ ତାଙ୍କ ଭାଇମାନଙ୍କ ପାଖକୁ ଆସିଲେ। ଏହାପରେ ତା'ର ଭାଇମାନେ ତାଙ୍କୁ ଆକ୍ରମଣ କରି ତା'ର ସହେି ଲମ୍ବା ସୁନ୍ଦର ରଙ୍ଗ ବରେଙ୍ଗର ପୋଷାକକୁ ଚିରି ପକାଇଲେ।

ଆଦି ପୁସ୍ତକ 37:31
ତା'ର ଭାଇମାନେ ଏକ ଛଳେି ମାରି ତା'ର ରକ୍ତ ରେ ଯୋଷଫେର କୋଟକୁ ବୁଡ଼ାଇ ଦେଲେ।

ଆଦି ପୁସ୍ତକ 37:31
ତା'ର ଭାଇମାନେ ଏକ ଛଳେି ମାରି ତା'ର ରକ୍ତ ରେ ଯୋଷଫେର କୋଟକୁ ବୁଡ଼ାଇ ଦେଲେ।

ଆଦି ପୁସ୍ତକ 37:32
ଏହାପରେ ସମାନେେ ସହେି କୋଟ୍ଟିକୁ ତାଙ୍କର ପିତାଙ୍କ ନିକଟକୁ ଏହି ବାର୍ତ୍ତା କହି ପଠାଇଲେ, ଆମ୍ଭେ ଏହି କୋଟ୍ଟି ପାଇଲୁ। ଏହା କ'ଣ ଯୋଷଫେର କୋଟ୍?

ଆଦି ପୁସ୍ତକ 37:32
ଏହାପରେ ସମାନେେ ସହେି କୋଟ୍ଟିକୁ ତାଙ୍କର ପିତାଙ୍କ ନିକଟକୁ ଏହି ବାର୍ତ୍ତା କହି ପଠାଇଲେ, ଆମ୍ଭେ ଏହି କୋଟ୍ଟି ପାଇଲୁ। ଏହା କ'ଣ ଯୋଷଫେର କୋଟ୍?

ଆଦି ପୁସ୍ତକ 37:33
ତାଙ୍କ ପିତା ସହେି କୋଟ୍ ଦେଖି ତାହା ଯୋଷଫେର ବୋଲି ଜାଣିଲେ। ସମାନଙ୍କେର ପିତା କହିଲେ, ହଁ ଏହା ଯୋଷଫେର କୋଟ୍ ଅଟେ। ପ୍ରାଯ ଏକ ବଣୁଆ ଜନ୍ତୁ ତାକୁ ମାରି ଖାଇ ପକାଇଛି। ଗୋଟିଏ ବନ୍ଯ ପଶୁ ମାରେ ପୁତ୍ର ଯୋଷଫେକୁ ଚିରି ପକାଇଲା।

ଯାତ୍ରା ପୁସ୍ତକ 28:4
ବୁକପଟା, ଏଫୋଦ, ଗୋଟିଏ ଚୋଗା, ଶୁକ୍ଲ ସୁତା ରେ ବୁଣା ୟାଇଥିବା ଚୋଗା, ପଗଡି ଓ କଟି ବନ୍ଧନ ସମାନେେ ପ୍ରସ୍ତୁତ କରିବା ଉଚିତ୍। ଏହି ଲୋକମାନେ ଏହିସବୁ ପବିତ୍ର ବସ୍ତ୍ର ତୁମ୍ଭର ଭାଇ ହାରୋଣ ଓ ତାହାର ପୁତ୍ରଗଣ ପାଇଁ ପ୍ରସ୍ତୁତ କରିବ, ଯେଉଁଥିପାଇଁ ସମାନେେ ମାରେ ଯାଜକ ରୁପେ ସବୋ କରିବେ।

Occurences : 29

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்