Base Word
כְּרִיתוּת
Short Definitiona cutting (of the matrimonial bond), i.e., divorce
Long Definitiondivorce, dismissal, divorcement
Derivationfrom H3772
International Phonetic Alphabetkɛ̆.rɪi̯ˈt̪uːt̪
IPA modkɛ̆.ʁiːˈtut
Syllablekĕrîtût
Dictionkeh-ree-TOOT
Diction Modkeh-ree-TOOT
Usagedivorce(-ment)
Part of speechn-f

ଦିତୀୟ ବିବରଣ 24:1
ଜଣେ ଲୋକ ଏକ ସ୍ତ୍ରୀକକ୍ସ୍ଟ ବିବାହ କରି ଗ୍ରହଣ କଲାପରେ ଯବେେ ସେ ତାହାଠା ରେ କୌଣସି ଲଜ୍ଜାକର ବିଷଯ ପାଇବାରକ୍ସ୍ଟ ସହେି ସ୍ତ୍ରୀ ତାହାଠା ରେ ଅନକ୍ସ୍ଟଗ୍ରହ ନପାଏ। ତବେେ ସହେି ପୁରୁଷ ତାହା ନିମନ୍ତେ ଏକ ଛାଡପତ୍ର ଲେଖି ତାହା ହସ୍ତ ରେ ଦଇେ ଆପଣା ଗୃହରକ୍ସ୍ଟ ତାହାକକ୍ସ୍ଟ ବାହାର କରିଦବୋ ଉଚିତ୍।

ଦିତୀୟ ବିବରଣ 24:3
ଧରାଯାଉ ତା' ନୂତନ ସ୍ବାମୀ ତାକକ୍ସ୍ଟ ଭଲପାଇଲା ନାହିଁ ଓ ତାକକ୍ସ୍ଟ ମଧ୍ଯ ଛାଡପତ୍ର ଦଲୋ କିଅବା ନୂତନ ସ୍ବାମୀର ମୃତକ୍ସ୍ଟ୍ଯ ହକ୍ସ୍ଟଏ, ତବେେ ମଧ୍ଯ ତା'ର ପ୍ରଥମ ସ୍ବାମୀ ତାକକ୍ସ୍ଟ ଆଉ ପକ୍ସ୍ଟନଃ ବିବାହ କରିବା ଉଚିତ୍ ନକ୍ସ୍ଟହଁ। ସେ କଳକ୍ସ୍ଟଷିତ ହାଇେ ସାରିବା ପରେ, କାରଣ ଏହି କାର୍ୟ୍ଯ ସଦାପ୍ରଭୁଙ୍କ ଆଗ ରେ ଘୃଣ୍ଯ ଅଟେ।

ଯିଶାଇୟ 50:1
ସଦାପ୍ରଭୁ ଏହିକଥା କୁହନ୍ତି, ହେ ଇଶ୍ରାୟେଲର ପୁତ୍ରଗଣ, ତୁମ୍ଭମାନେେ ଭାବୁଛ ଆମ୍ଭେ ତୁମ୍ଭର ମାତା ୟିରୁଶାଲମକୁ ତ୍ଯାଗ କରିଅଛୁ। ପ୍ରମାଣ ସ୍ବରୂପ ସେ ଛାଡ଼ପତ୍ର କାହିଁ ଅଥବା ଆମ୍ଭ ମହାଜନମାନଙ୍କ ମଧ୍ଯରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରଯ କରିଅଛୁ ? ଏଠା ରେ ଦେଖ, ତୁମ୍ଭମାନେେ ନିଜର ଅପରାଧ ପାଇଁ ବିକ୍ରୀ ହାଇେଥିଲ ଏବଂ ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭମାନଙ୍କର ମାତା ତୁମ୍ଭମାନଙ୍କୁ ପରିତ୍ଯକ୍ତା ହାଇେଥିଲେ।

ଯିରିମିୟ 3:8
ଆଉ ଆମ୍ଭେ ଦେଖିଲୁ ବିପଥଗାମିନୀ ଇଶ୍ରାୟେଲ ବ୍ଯଭିଚାର କରିବା ହତେୁ ଆମ୍ଭେ ତାକୁ ଛାଡ଼ପତ୍ର ଦେଲେ ହେଁ, ତାହା ବିଶ୍ବାସଘାତିନୀ ଭଉଣୀ ଯିହୁଦା ଭୟ କଲା ନାହିଁ। ସେ ମଧ୍ଯ ୟାଇ ବ୍ଯଭିଚାର କଲା।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்