Base Word
כָּלֵב
Short DefinitionCaleb, the name of three Israelites
Long Definitionthe godly son of Jephunneh and the faithful spy who reported the Promised Land favorably and urged its capture
Derivationperhaps a form of H3611, or else from the same root in the sense of forcible
International Phonetic Alphabetkɔːˈleb
IPA modkɑːˈlev
Syllablekālēb
Dictionkaw-LABE
Diction Modka-LAVE
UsageCaleb
Part of speechn-pr-m

ଗଣନା ପୁସ୍ତକ 13:6
ଯିହୁଦା ଗୋ୍ଟୀବର୍ଗ ମଧ୍ଯରୁ ୟିଫୁନ୍ନିର ପୁତ୍ର କାଲେବ୍।

ଗଣନା ପୁସ୍ତକ 13:30
କାଲେବ୍ ମାଶାଙ୍କେ ନିକଟରେ ଥିବା ଲୋକମାନଙ୍କୁ କହିଲେ, ଆସ ଆମ୍ଭମାନେେ ଏହାକୁ ଅକ୍ତିଆର କରିବା, ସମାନଙ୍କେୁ ପରାସ୍ତ କିରିବାକୁ ଆମ୍ଭମାନଙ୍କର ୟଥେଷ୍ଟ ବଳ ଅଛି।

ଗଣନା ପୁସ୍ତକ 14:6
ତହୁଁ ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ଯରୁ ନୂନର ପୁତ୍ର ଯିହାଶୂେୟ ଓ ୟିଫୁନ୍ନିର ପୁତ୍ର କାଲେବ୍ ନିଜନିଜ ବସ୍ତ୍ର ଚିରିଲେ।

ଗଣନା ପୁସ୍ତକ 14:24
ମାତ୍ର ଆମ୍ଭର ସବେକ କାଲବେ ସମାନଙ୍କେ ଠାରୁ ଭିନ୍ନ। ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହାଇେଅଛି। ଏଣୁ ସେ ଯେଉଁ ଦେଶକୁ ୟାଇଥିଲା, ସହେି ଦେଶ ରେ ଆମ୍ଭେ ତାହାକୁ ପ୍ରବେଶ କରାଇବା ଓ ତାହାର ବଂଶ ତାହା ଅଧିକାର କରିବେ।

ଗଣନା ପୁସ୍ତକ 14:30
ତୁମ୍ଭମାନଙ୍କ ମଧ୍ଯରୁ କହେି, ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କୁ ଦବୋକୁ ପ୍ରତିଜ୍ଞା କରିଥିଲୁ, ସଠାେରେ ପ୍ରବେଶ କରିପାରିବ ନାହିଁ। କବଳେ ୟିଫୁନ୍ନିର ପୁତ୍ର କାଲବେ ଓ ନୂନର ପୁତ୍ର ୟିହୋଶୂଯ ସେ ଦେଶ ରେ ପ୍ରବେଶ କରିବେ।

ଗଣନା ପୁସ୍ତକ 14:38
ମାତ୍ର ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ଯରୁ କବଳେ ନୂନର ପୁତ୍ର ୟିହୋଶୂଯ ଓ ୟିଫୁନ୍ନିର ପୁତ୍ର କାଲେବ୍ ଜୀବିତ ରହିଲେ।

ଗଣନା ପୁସ୍ତକ 26:65
କାରଣ ସଦାପ୍ରଭୁ ସମାନଙ୍କେ ବିଷଯ ରେ କହିଥିଲେ ଯେ, ସମାନେେ ଅବଶ୍ଯ ଏହି ମରୁଭୂମିରେ ମରିବେ। କବଳେ ସମାନଙ୍କେ ମଧ୍ଯରୁ ୟିଫୁନ୍ନିର ପୁତ୍ର କାଲେବ୍ ଓ ନୂନର ପୁତ୍ର ଯିହାଶୂେୟ ବଞ୍ଚି ରହିଲେ, ବାକି ସମସ୍ତେ ମଲେ।

ଗଣନା ପୁସ୍ତକ 32:12
କବଳେ କନିସୀଯ ୟିଫୁନ୍ନିର ପୁତ୍ର କାଲେବ୍ ଓ ନୂନର ପୁତ୍ର ଯିହାଶୂେୟ ସହେି ଭୂମି ଦେଖିବେ; କାରଣ ସମାନେେ ସଦାପ୍ରଭୁଙ୍କର ପ୍ରକୃତ ଅନୁସରଣକାରୀ ଅଟନ୍ତି!'

ଗଣନା ପୁସ୍ତକ 34:19
ସହେି ଅଧିପତିଗଣଙ୍କର ନାମ ଏହି:

ଦିତୀୟ ବିବରଣ 1:36
କବଳେ ୟିଫକ୍ସ୍ଟନ୍ନିର ପକ୍ସ୍ଟତ୍ର କାଲେବ୍ ସହେି ଦେଶକକ୍ସ୍ଟ ଦେଖିବେ। ମୁ କାଲବକେକ୍ସ୍ଟ ସହେିଦେଶ ଦବେି, ଯେଉଁ ଦେଶ ଦଇେ ସେ ଗଲା। ତାଙ୍କର ଭବିଷ୍ଯତ୍ ବଂଶଧରମାନେ ମଧ୍ଯ ତାହା ପାଇବେ। କାରଣ କାଲବେ ସଦାପ୍ରଭୁଙ୍କୁ ସଐୂର୍ଣଭାବରେ ଅନକ୍ସ୍ଟସରଣ କରୁଛନ୍ତି।'

Occurences : 35

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்