Base Word
כָּכָה
Short Definitionjust so, referring to the previous or following context
Long Definitionlike this, thus
Derivationfrom H3541
International Phonetic Alphabetkɔːˈkɔː
IPA modkɑːˈχɑː
Syllablekākâ
Dictionkaw-KAW
Diction Modka-HA
Usageafter that (this) manner, this matter, (even) so, in such a case, thus
Part of speechadv

ଯାତ୍ରା ପୁସ୍ତକ 12:11
ତୁମ୍ଭମାନେେ ଯେତବେେଳେ ଏହି ମାଂସ ଭୋଜନ କରିବ, ସେତବେେଳେ ତୁମ୍ଭମାନେେ ଉତ୍ତମ ପୋଷାକମାନ ପରିଧାନ କରିବ, ତୁମ୍ଭମାନେେ ଭ୍ରମଣ ପାଇଁ ୟିବା ବେଳେ ଯେଉଁପରି ଭାବରେ ପୋଷାକ ପରିଧାନ କର। ତୁମ୍ଭେ ୟୋତା ପିନ୍ଧିବା ଉଚିତ୍ ଓ ତୁମ୍ଭ ହସ୍ତ ରେ ତୁମ୍ଭର ଆଶାବାଡି ରହିବା ଉଚିତ୍। ତୁମ୍ଭେ ଏହାକୁ ଶୀଘ୍ର ଭୋଜନ କରିବ। କାହିଁକି? କାରଣ ଏହା ହେଉଛି ସଦାପ୍ରଭୁଙ୍କର ନିସ୍ତାରପର୍ବ।

ଯାତ୍ରା ପୁସ୍ତକ 29:35
ତୁମ୍ଭମାନେେ ଏହିସବୁ ନିଶ୍ଚିତ କରିବ, ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କ ପାଇଁ ଆମ୍ଭେ ତୁମ୍ଭକୁ ଦଇେଥିବା ଆଜ୍ଞାନୁସା ରେ ନିଶ୍ଚଯ କରିବ। ତାଙ୍କର ପଦ ନିୟୋଗ ପାଇଁ ନିଶ୍ଚିତ ଭାବରେ ସାତଦିନ ପାଇଁ ଲାଗିବ।

ଗଣନା ପୁସ୍ତକ 8:26
ତଥାପି ସମାନେେ ପଚାଶବର୍ଷ ବଯସ ରେ ମଧ୍ଯ ସମାଗମ ତମ୍ବୁ ରେ ଆପଣା ଭ୍ରାତାମାନଙ୍କୁ ସବୋକାର୍ୟ୍ଯ ରେ ସାହାୟ୍ଯ କରିବେ। କିନ୍ତୁ ସମାନେେ ନିଜ ମତାମତ ଅନୁସାରେ କାର୍ୟ୍ଯ କରିବା ଉଚିତ୍ ନୁହେଁ। ଏହି ରୂପେ ତୁମ୍ଭେ ଲବେୀୟମାନଙ୍କ ରକ୍ଷଣୀଯ ବିଷଯ ରେ ସମାନଙ୍କେ ପ୍ରତି ଉଚିତ୍ କରିବ।

ଗଣନା ପୁସ୍ତକ 11:15
ଆଉ ଯଦି ତୁମ୍ଭେ ମାେ ପ୍ରତି ଏପରି ପଥରେ ବ୍ଯବହାର କରିବାକୁ ଯାଉଅଛ, ତବେେ ବିନଯ କରୁଅଛି, ମୁଁ ଯଦି ତୁମ୍ଭ ଅନୁଗ୍ରହର ପାତ୍ର, ତବେେ ମାେତେ ମାରିଦିଅ ପେଛ, ଏପରି ଦୁର୍ଗତି ଦେଖିବାକୁ ଦିଅ ନାହିଁ।

ଗଣନା ପୁସ୍ତକ 15:11
ଏହି ରୂପେ ପ୍ରେତ୍ୟକକ ଗୋରୁ, ପ୍ରେତ୍ୟକକ ମଷେ, ପ୍ରେତ୍ୟକକ ମଷେବତ୍ସ ଅବା ଛାଗବତ୍ସ ସଦାପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗ ପାଇଁ ପ୍ରସ୍ତୁତ କରାୟିବା ଉଚିତ୍।

ଗଣନା ପୁସ୍ତକ 15:12
ତୁମ୍ଭମାନେେ ପ୍ରସ୍ତୁତ କରିବା ସଂଖ୍ଯା ଅନୁସାରେ ପ୍ରେତ୍ୟକକ ପଶୁପତି ସମାନଙ୍କେ ସଂଖ୍ଯା ପ୍ରାମାଣେ ସହେିରୂପେ କରିବ।

ଗଣନା ପୁସ୍ତକ 15:13
ପ୍ରେତ୍ୟକକ ନାଗରୀକ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ଉତ୍ସର୍ଗ କଲେ ଏହି ବ୍ଯବସ୍ଥା ଅନୁସାରେ ଏହିସବୁ କାର୍ୟ୍ଯ କରିବ।

ଦିତୀୟ ବିବରଣ 25:9
ତବେେ ତାହାର ଭାତୃ ସ୍ତ୍ରୀ ପ୍ରାଚୀନମାନଙ୍କ ସାକ୍ଷାତ ରେ ତାହାର ନିକଟକକ୍ସ୍ଟ ଆସି ତାହାର ପାଦରକ୍ସ୍ଟ ପାଦକ୍ସ୍ଟକା କାଢି ତାହା ମକ୍ସ୍ଟହଁ ରେ ଛପେ ପକାଇବ। ପକ୍ସ୍ଟଣି ପ୍ରତକ୍ସ୍ଟ୍ଯତ୍ତର କରି କହିବ, ' ଯେ କୌଣସି ଲୋକ ଆପଣା ଭାଇର ଘର ନ ତୋଳେ ତାହା ପ୍ରତି ଏହି ରୂପେ କରାୟିବ।'

ଦିତୀୟ ବିବରଣ 29:24
ସେତବେେଳେ ସବୁ ଗୋଷ୍ଠୀଯ ଲୋକମାନେ କହିବେ, 'ସଦାପ୍ରଭୁ ଏଦେଶ ପ୍ରତି କାହିଁକି ଏପରି କଲେ? ଏରୂପ ମହାକୋର୍ଧ ପ୍ରଜ୍ବଳିତ ହବୋର କାରଣ କ'ଣ?

ଯିହୋଶୂୟ 10:25
ଏହାପରେ ଯିହାଶୂେୟ ଉପସ୍ଥିତ ଲୋକମାନଙ୍କୁ ସମ୍ ବୋଧନ କରି କହିଲେ, ଯୋଦ୍ଧା ଏବଂ ସାହାସୀ ହକ୍ସ୍ଟଅ! ଭୟ କର ନାହିଁ! ବର୍ତ୍ତମାନ ମୁ ତୁମ୍ଭମାନଙ୍କୁ ଦଖାଇବେି, ସଦାପ୍ରଭୁ ଭବିଷ୍ଯତ ରେ ଆମ୍ଭମାନଙ୍କର ଶତୃମାନଙ୍କୁ କିପରି ଅବସ୍ଥା କରିବେ ଯାହା ତୁମ୍ଭମାନେେ ଭବିଷ୍ଯତ ରେ ୟକ୍ସ୍ଟଦ୍ଧ କରିବ।

Occurences : 37

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்