Base Word
כִּיּוֹר
Short Definitionproperly, something round (as excavated or bored), i.e., a chafing-dish for coals or a caldron for cooking; hence (from similarity of form) a washbowl; also (for the same reason) a pulpit or platform
Long Definitionpot, basin, laver, pan
Derivationor כִּיֹּר; from the same as H3564
International Phonetic Alphabetkɪjˈjor
IPA modkiˈjo̞wʁ
Syllablekiyyôr
Dictionkih-YORE
Diction Modkee-YORE
Usagehearth, laver, pan, scaffold
Part of speechn-m

ଯାତ୍ରା ପୁସ୍ତକ 30:18
ପ୍ରକ୍ଷାଳନ କୁଣ୍ଡ ଏବଂ ଏହାର ଆଧାର ସବୁ କଂସା ରେ ତିଆରି କର। ପୁଣି ସମାଗମ ତମ୍ବୁ ଓ ୟଜ୍ଞବଦେୀ ମଧିଅରେ ପ୍ରକ୍ଷାଳନ କୁଣ୍ଡ ରଖ ଓ ତହିଁ ମଧିଅରେ ଜଳ ପୂର୍ଣ୍ଣ କର।

ଯାତ୍ରା ପୁସ୍ତକ 30:28
ହାମବେଳିର ବଦେୀ ଓ ତହିଁର ସକଳ ଅଂଶ, ପ୍ରକ୍ଷାଳନ ପାତ୍ର ଓ ତହିଁର ରୁଖା।

ଯାତ୍ରା ପୁସ୍ତକ 31:9
ହାମବେଳି ବଦେୀ ଓ ତହିଁର ସମସ୍ତ ପାତ୍ର, ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠକି,

ଯାତ୍ରା ପୁସ୍ତକ 35:16
ନବୈେଦ୍ଯ ଉତ୍ସର୍ଗ ନିମନ୍ତେ ୟଜ୍ଞବଦେୀ ତାର କଂସା ଜାଲି, ସାଙ୍ଗୀ ଓ ତାର ସାମଗ୍ରୀ, ପ୍ରକ୍ଷାଳନ ପାତ୍ର ଏବଂ ତାର ଆଧାର।

ଯାତ୍ରା ପୁସ୍ତକ 38:8
ସ୍ତ୍ରୀ ଲୋକଟି ଦଇେଥିବା ପିତ୍ତଳ ନିର୍ମିତ ଦର୍ପଣରୁ କଂସାର ପ୍ରକ୍ଷାଳନ ପାତ୍ର ଓ ଏକ କଂସାର ରୂଖା ତିଆରି କଲେ। ସହେି ସ୍ତ୍ରୀଲୋକ ସମାଗମ ତମ୍ବୁର ଦ୍ବାର ସମୀପରେ ସବୋ କରୁଥିଲେ।

ଯାତ୍ରା ପୁସ୍ତକ 39:39
କଂସାର ୟଜ୍ଞବଦେୀ, କଂସାର ଜଞ୍ଜିର, ତା'ର ସାଙ୍ଗୀ ଓ ସକଳ ଆସବାବ ପତ୍ର, ପ୍ରକ୍ଷାଳନ ପାତ୍ର ଓ ତହିଁର ଆଧାର।

ଯାତ୍ରା ପୁସ୍ତକ 40:7
ସମାଗମ ତମ୍ବୁ ଓ ୟଜ୍ଞବଦେୀ ମଧିଅରେ ପ୍ରକ୍ଷାଳନ ପାତ୍ର ରଖି ତହିଁରେ ଜଳ ଦବେ।

ଯାତ୍ରା ପୁସ୍ତକ 40:11
ଆଉ ତୁମ୍ଭେ ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠକି ଅଭିଷକେ କରି ପବିତ୍ର କରିବ।

ଯାତ୍ରା ପୁସ୍ତକ 40:30
ଏହାପରେ ସେ ସମାଗମ ତମ୍ବୁ ଓ ୟଜ୍ଞବଦେୀ ମଧ୍ଯସ୍ଥାନ ରେ ପ୍ରକ୍ଷାଳନ ପାତ୍ର ରଖିଲେଓ ତହିଁ ମଧିଅରେ ପ୍ରକ୍ଷାଳନ ନିମନ୍ତେ ଜଳ ଭର୍ତ୍ତି କଲେ।

ଲେବୀୟ ପୁସ୍ତକ 8:11
ତା'ପରେ ସେ ଅଭିଷକୋର୍ଥକ ତୈଳ ପାଇଁ ରଖାୟିଇଥିବା ତୈଳ ନେଲେ ଏବଂ ଏହା ୟଜ୍ଞବଦେୀ ଉପରେ ସାତଥର ଛିଞ୍ଚିଲେ। ସେ ୟଜ୍ଞବଦେୀ, ତା'ର ସମସ୍ତ ପାତ୍ର, ପ୍ରକ୍ଷାଳନ ପାତ୍ର ଓ ରୂଖା ଅନ୍ଯାନ୍ଯ ବସ୍ତୁକୁ ପବିତ୍ର କରିବାକୁ ଅଭିଷକେ କଲେ।

Occurences : 23

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்