Base Word
אֵילוֹן
Short DefinitionElon, the name of a place in Palestine, and also of one Hittite, two Israelites
Long DefinitionHittite, father-in-law of Esau
Derivationor (shortened) אֵלוֹן ; or אֵילֹן ; from H0352; oak-grove
International Phonetic Alphabetʔei̯ˈlon̪
IPA modʔei̯ˈlo̞wn
Syllableʾêlôn
Dictionay-LONE
Diction Moday-LONE
UsageElon
Part of speechn-pr

ଆଦି ପୁସ୍ତକ 26:34
ଏହାପରେ ଏଷୌ ଚାଳିଷ ବର୍ଷ ବଯସ ରେ ହିତ୍ତୀଯ ବରେିର ୟିହୁଦୀତ୍ ନାମ୍ନୀ କନ୍ଯାକୁ ଓ ହିତ୍ତୀଯ ଏଲୋନର ବାସମତ୍ ନାମ୍ନୀ କନ୍ଯାକୁ ବିବାହ କଲେ।

ଆଦି ପୁସ୍ତକ 36:2
ଏଷୌ କିଣାନୀଯମାନଙ୍କର ଦୁଇ କନ୍ଯାକୁ ବିବାହ କରିଥିଲେ। ସମାନେେ ହେଲେ ହିତ୍ତୀଯ ଏଲୋନର କନ୍ଯା ଆଦାକୁ ଓ ଅନାର କନ୍ଯା ହିଦ୍ଦୀଯ ସିବିଯୋର ପୌତ୍ରୀ ଅହଲୀବାମାକୁ।

ଆଦି ପୁସ୍ତକ 46:14
ସବଲୂନର ପୁତ୍ର, ସରଦେ, ଏଲୋନ୍ ଓ ୟହଲଲେ।

ଗଣନା ପୁସ୍ତକ 26:26
ସବୁଲୂନ ପରିବାରବର୍ଗର ପରିବାରଗୁଡିକ ହେଲେ: ସରଦେଠାରୁ ସରଦେୀଯ ଗୋଷ୍ଠୀ; ଏଲୋନଠାରୁ ଏଲୋନୀଯ ଗୋଷ୍ଠୀ, ୟହଲଲଠାରୁେ ୟହଲଲେୀଯ ଗୋଷ୍ଠୀ।

ଯିହୋଶୂୟ 19:43
ଏଲୋନ୍, ତିମ୍ନାଥା ଓ ଇକ୍ରୋଣ,

ବିଚାରକର୍ତାମାନଙ୍କ ବିବରଣ 12:11
ଇବ୍ସନ୍ଙ୍କ ପରେ ଏଲୋନ୍ ନାମକ ଜଣେ ଲୋକ ବିଗ୍ଭରକ ହେଲେ। ସେ ଥିଲେ ସବୂଲୂନ୍ ପରିବାରବର୍ଗର ଲୋକ। ସେ ଇଶ୍ରାୟେଲ ଉପରେ ଦଶବର୍ଷ ବିଗ୍ଭରକ ରହିଲେ।

ବିଚାରକର୍ତାମାନଙ୍କ ବିବରଣ 12:12
ଏହାପରେ ଏଲୋନ୍ ମୃତକ୍ସ୍ଟ୍ଯବରଣ କରିବାରକ୍ସ୍ଟ ତାଙ୍କୁ ସବୂଲକ୍ସ୍ଟନ୍ ପରିବାରବର୍ଗ ଆଯାଲୋନ ରେ କବର ଦିଆଗଲା।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்