Base Word
כְּדׇרְלָעֹמֶר
Short DefinitionKedorlaomer, an early Persian king
Long Definitionthe king of Elam defeated by Abraham
Derivationof foreign origin
International Phonetic Alphabetkɛ̆.d̪or.lɔː.ʕoˈmɛr
IPA modkɛ̆.doʁ.lɑː.ʕo̞wˈmɛʁ
Syllablekĕdorlāʿōmer
Dictionkeh-dore-law-oh-MER
Diction Modkeh-dore-la-oh-MER
UsageChedorlaomer
Part of speechn-pr-m

ଆଦି ପୁସ୍ତକ 14:1
ଶିନିଯରର ଅମ୍ରାଫଲ୍ ରାଜା ଓ ଇଲ୍ଲାସରର ଅରିଯୋକ ରାଜା ଥିଲେ। କଦର୍ଲାଯୋମର ଇଲାମର ରାଜା ଥିଲେଓ ଗୋଯିମର ତିଦିଯଲର ରାଜା ଥିଲେ।

ଆଦି ପୁସ୍ତକ 14:4
ଏହି ରାଜାମାନେ ବାରବର୍ଷ ପର୍ୟ୍ଯନ୍ତ କଦର୍ଲାଯୋମର ରାଜାଙ୍କର ବଶୀଭୂତ ରହି ତ୍ରଯୋଦଶ ବର୍ଷ ରେ ତାଙ୍କର ବିଦ୍ରୋହି ହାଇେଥିଲେ।

ଆଦି ପୁସ୍ତକ 14:5
ଏହିପରି ଚତୁର୍ଦ୍ଦଶ ବର୍ଷ ରେ କଦର୍ଲାଯୋମର ରାଜା ଓ ୟୋଉଁ ରାଜାମାନେ ତାଙ୍କ ସହିତ ଥିଲେ ଆସି ଅସ୍ତରୋତ୍କର୍ଣ୍ଣଯିମ ରେ ରଫାଯୀମ ଲୋକମାନଙ୍କୁ ଏବଂ ହମ ରେ ସୁଷୀଯ ଲୋକମାନଙ୍କୁ ପରାସ୍ତ କଲେ। ଶାବିକିରିଯାଥଯିମ ରେ ଏମୀଯ ଲୋକମାନଙ୍କୁ ପରାସ୍ତ କଲେ।

ଆଦି ପୁସ୍ତକ 14:9
ସମାନେେ ଏଲମର ରାଜା କଦର୍ଲାଯୋମର ଓ ଗୋଯିମର ତିଦିଯଲର ରାଜା ଓ ଶିନିଯରର ଅମ୍ରାଫଲ୍ର ରାଜା ଓ ଇଲ୍ଲାସରର ରାଜା। ଏହି ଚ଼ାରି ଜଣ ରାଜା ପାଞ୍ଚଙ୍କ ବିରୁଦ୍ଧ ରେ।

ଆଦି ପୁସ୍ତକ 14:17
ତା'ପରେ ଅବ୍ରାମ କଦର୍ଲାଯୋମରକୁ ଓ ତାଙ୍କର ସହାୟ ରାଜାଗଣଙ୍କୁ ଜଯ କରି ବାହୁଡ଼ିବା ପରେ ସଦୋମର ରାଜା ତାଙ୍କ ସହିତ ସାକ୍ଷାତ କରିବାକୁ ଶାବୀ ପଦା, ଅର୍ଥାତ୍ ରାଜାର ପଦାକୁ ଗମନ କଲେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்