Base Word
יִתְרוֹן
Short Definitionpreeminence, gain
Long Definitionadvantage, profit, excellency
Derivationfrom H3498
International Phonetic Alphabetjɪt̪ˈron̪
IPA modjitˈʁo̞wn
Syllableyitrôn
Dictionyit-RONE
Diction Modyeet-RONE
Usagebetter, excellency(-leth), profit(-able)
Part of speechn-m

ଉପଦେଶକ 1:3
ମନୁଷ୍ଯ ସୂର୍ୟ୍ଯ ତଳେ, ଯାହା କିଛି ପରିଶ୍ରମ କରେ ସେଥିରୁ ସେ କ'ଣ ଲାଭ ପାଏ?

ଉପଦେଶକ 2:11
ତହୁଁ ମାହେର ହସ୍ତ ଯେଉଁ ସମସ୍ତ କାର୍ୟ୍ଯ କରିଥିଲା ଓ ଯେଉଁ ପରିଶ୍ରମ ମୁଁ କରିଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି ଏବଂ ଦେଖିଲି ଯେ, ସବୁ ଅସାର ଓ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି ଏବଂ ସୂର୍ୟ୍ଯ ତଳେ କୌଣସି ଲାଭ ନ ଥିଲା।

ଉପଦେଶକ 2:13
ତେଣୁ ମୁଁ ଦେଖିଲି, ଯେପରି ଅନ୍ଧାର ଅପେକ୍ଷା ଆଲୋକ ଉତ୍ତମ, ସହେିପରି ଜ୍ଞାନ ଅଜ୍ଞାନତାଠାରୁ ଭଲ।

ଉପଦେଶକ 2:13
ତେଣୁ ମୁଁ ଦେଖିଲି, ଯେପରି ଅନ୍ଧାର ଅପେକ୍ଷା ଆଲୋକ ଉତ୍ତମ, ସହେିପରି ଜ୍ଞାନ ଅଜ୍ଞାନତାଠାରୁ ଭଲ।

ଉପଦେଶକ 3:9
ଜଣେ ବ୍ଯକ୍ତି ତା'ର ସମସ୍ତ ପରିଶ୍ରମରୁ କ'ଣ ଲାଭ ପାଏ?

ଉପଦେଶକ 5:9
ଏହିସବୁ ପଛ ରେ ଭୂମିରୁ ପାଇଥିବା ଲାଭ ଅଛି। ଏପରିକି କ୍ଷେତ୍ର ଦ୍ବାରା ରାଜା ମଧ୍ଯ ସବେିତ ହୁଅନ୍ତି।

ଉପଦେଶକ 5:16
ତାହା ଅତ୍ଯନ୍ତ ଦୁଃଖ ଦାୟକ। ସେ ପୃଥିବୀରୁ ଫରେିବ ଠିକ୍ ଯେପରି ଆସିଥିଲା। ଏବଂ ସେ କଠିନ ପରିଶ୍ରମ କରି ପବନକୁ ଧରିବା ପାଇଁ ଚେଷ୍ଟା କରି କ'ଣ ପାଇଛି ?

ଉପଦେଶକ 7:12
କାରଣ ଧନ ଯେପରି ଆଶ୍ରଯ ସ୍ବରୂପ, ଜ୍ଞାନ ହିଁ ସହେିପରି ଆଶ୍ରଯ ସ୍ବରୂପ ଅଟେ। ଜ୍ଞାନ ଥିବାର ଲାଭ ଏହି ଯେ, ଯେଉଁମାନଙ୍କର ଜ୍ଞାନ ଅଛି ସମାନଙ୍କେର ଜୀବନକୁ ଏହା ସୁରକ୍ଷା କରେ।

ଉପଦେଶକ 10:10
କୁରାଢ଼ି ଦନ୍ଥଡ଼ା ହେଲେ, ଯଦି ତା'ର ଦାଢ଼ ନ ପଜାଏ, ତବେେ ତାହାପ ରେ ଅଧିକ ବଳ ପ୍ରଯୋଗ କରିବାକୁ ହୁଏ। କିନ୍ତୁ ଜ୍ଞାନ ଜିନିଷକୁ ସହଜ ସାଧ୍ଯ କରିଦିଏ।

ଉପଦେଶକ 10:11
ସର୍ପ ମନ୍ତ୍ର ମୁଗ୍ଧ ହବୋ ପୂର୍ବରୁ କାମୁଡ଼ିଲେ, ସାପ କଳୋର କୌଶଳ ଅନାବଶ୍ଯକ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்