Base Word
יְתִב
Short Definitionto sit or dwell
Long Definitionto sit, dwell
Derivationcorresponding to H3427
International Phonetic Alphabetjɛ̆ˈt̪ɪb
IPA modjɛ̆ˈtiv
Syllableyĕtib
Dictionyeh-TIB
Diction Modyeh-TEEV
Usagedwell, (be) set, sit
Part of speechv

ଏଜ୍ରା 4:10
ଆଉ ମହାମହିମ ସମ୍ଭ୍ରାଯ ଅସ୍ନପ୍ପର ଦ୍ବାରା ଆନୀତ ପୁଣି ଶମରିଯା ନଗର ରେ ଓ ଫରାତ୍ ନଦୀ ସପୋରିସ୍ଥ ଦେଶର ଅନ୍ଯାନ୍ଯ ସ୍ଥାନ ରେ ସ୍ଥାପିତ ଅନ୍ୟ ଗୋଷ୍ଠୀଯମାନେ ମଧ୍ଯ ଏହା ଲେଖିଲେ।

ଏଜ୍ରା 4:17
ଏଥି ରେ ରାଜା ମନ୍ତ୍ରି ରହୂମର ଓ ଲେଖକ ଶିମ୍ଶଯର ଓ ସମାନଙ୍କେ ଶମରିଯା ନିବାସୀ ଅନ୍ୟ ସଙ୍ଗୀମାନଙ୍କର ଆଉ ନଦୀ ସପୋରିସ୍ଥ ଦେଶୀଯ ଅନ୍ଯାନ୍ଯ ଲୋକଙ୍କର ନିକଟକୁ ଉତ୍ତର ପଠାଇଲା। ଯଥା, ତୁମ୍ଭମାନଙ୍କର ମଙ୍ଗଳ ହେଉ।

ଦାନିଏଲ 7:9
ମୁଁ ଗୋଟିଏ ସିଂହାସନ ସ୍ଥାପିତ ହେଉଥିବାର ଦେଖିଲି। ଅତି ବୃଦ୍ଧାଲୋକ ସହେି ଉପ ରେ ବସିଲେ। ତାଙ୍କର ବସ୍ତ୍ର ହିମତୁଲ୍ଯ ଶୁକ୍ଲବର୍ଣ୍ଣ ଓ ତାଙ୍କର ମସ୍ତକର କେଶ ମଷେଲୋମ ସଦୃଶ ଶୁଭ୍ର ଥିଲା। ତାଙ୍କର ସିଂହାସନ ଅଗ୍ନିମଯପରି ଓ ସିଂହାସନର ଚକସବୁ ଜ୍ବଳନ୍ତା ଅଗ୍ନି ଶିଖା, ସଦୃଶ ଥିଲା।

ଦାନିଏଲ 7:10
ତାଙ୍କ ସମ୍ମୁଖରୁ ଅଗ୍ନିଷୋର୍ତ ନିର୍ଗତ ହାଇେ ବହିଲା ଓ ସହସ୍ର ସହସ୍ର ଲୋକ ତାଙ୍କର ଗ୍ଭରିପଟେ ଛିଡା ହେଲେ। ବିଗ୍ଭର ସଭା ବସିଲା ଓ ପୁସ୍ତକମାନ ଖାେଲାଗଲା।

ଦାନିଏଲ 7:26
ମାତ୍ର ବିଗ୍ଭର ସଭା ବସିବ ଓ ରାଜାଙ୍କର କତ୍ତୃର୍ତ୍ବ କାଢି ନିଆୟିବ ଓ ରାଜ୍ଯ ସମ୍ପୂର୍ଣ୍ଣ ଭାବରେ ବିନାଶ ହବେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்