Base Word
יָשַׁם
Short Definitionto lie waste
Long Definition(Qal) to ruin, be desolate
Derivationa primitive root
International Phonetic Alphabetjɔːˈʃɑm
IPA modjɑːˈʃɑm
Syllableyāšam
Dictionyaw-SHAHM
Diction Modya-SHAHM
Usagebe desolate
Part of speechv

ଆଦି ପୁସ୍ତକ 47:19
ନିଶ୍ଚିତ ରେ ଆମ୍ଭମାନେେ ତୁମ୍ଭ ସମ୍ମୁଖ ରେ ନିଶ୍ଚିତ ମରିବୁ। କିନ୍ତୁ ଯଦି ତୁମ୍ଭେ ଆମ୍ଭକୁ ଖାଦ୍ୟ ଦିଅ ତବେେ ଆମ୍ଭେ ଆମ୍ଭର ଭୂମି ଫାରୋଙ୍କୁ ଦବେୁ। ଏବଂ ଆମ୍ଭେ ତାଙ୍କର ଦାସ ହବେୁ। ଆମ୍ଭକୁ କିଛି ବିହନ ମଧ୍ଯ ଦିଅନ୍ତୁ। ଆମ୍ଭେ ଗଛ କରି ପାରିବୁ। ଏଥି ରେ ଆମ୍ଭେ ମରି ନୟାଇ ବଞ୍ଚିବୁ। ଏବଂ ଭୂମି ମଧ୍ଯ ଆମ୍ଭମାନଙ୍କ ପାଇଁ ଖାଦ୍ୟ ଯୋଗଇବ।

ଯିହିଜିକଲ 6:6
ତୁମ୍ଭମାନଙ୍କର ବସତିସବୁ ଓ ନଗରଗୁଡ଼ିକ ଭାଙ୍ଗି ଦିଆୟିବ ଓ ଉଚ୍ଚସ୍ଥଳୀସବୁ ଧ୍ବଂସ କରାୟିବ। ଯାହା ଫଳ ରେ ତୁମ୍ଭମାନଙ୍କର ୟଜ୍ଞବଦେୀ କବେେ ପୁଣି ବ୍ଯବହାର ହବେ ନାହିଁ ଓ ତାହା ଭଗ୍ନ ହାଇେ ପଡ଼ି ରହିବ ଓ ତୁମ୍ଭର ମୂର୍ତ୍ତିସବୁ ଚୂର୍ଣ୍ଣବିଚୂର୍ଣ୍ଣ ହବେ। ତୁମ୍ଭର ଧୂପବଦେୀ ଭଙ୍ଗାୟିବ ଓ ଦୂର ରେ ମନୁଷ୍ଯ ନିର୍ମିତ ମୂର୍ତ୍ତିସବୁ ଓ ଅନ୍ଯାନ୍ଯ ବସ୍ତୁସବୁ ତୁମ୍ଭେ ତିଆରି କଲ, ସଗେୁଡ଼ିକ ସମ୍ପୂର୍ଣ୍ଣରୂପେ ଧ୍ବଂସ କରାୟିବ।

ଯିହିଜିକଲ 12:19
ଏଣୁ ଦେଶବାସୀଙ୍କୁ କୁହ, 'ୟିରୁଶାଲମ ନିବାସୀ ଓ ଇଶ୍ରାୟେଲ ଲୋକମାନଙ୍କ ବିଷଯ ରେ ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହନ୍ତି, ସମାନେେ ଉତ୍କଣ୍ଠା ରେ ଆପଣା ଆପଣା ଆହାର ଭୋଜନ କରିବେ ଓ ମହାଭୟ ରେ ସମାନଙ୍କେର ଜଳପାନ କରିବେ। କାରଣ ଅଧିବାସୀମାନଙ୍କର ଦୌରାତ୍ମ୍ଯ ପାଇଁ ସମାନଙ୍କେ ଦେଶ ମଧିଅରେ ଥିବା ସର୍ବସ୍ବ ଧ୍ବଂସ ହବେ।

ଯିହିଜିକଲ 19:7
ସେ ସମାନଙ୍କେର ଅଟ୍ଟାଳିକାସବୁ ଆକ୍ରମଣ କଲା ଓ ସମାନଙ୍କେର ନଗରସବୁ ଧ୍ବଂସ କଲା। ଆଉ ତାହାର ଗର୍ଜନ ଶବ୍ଦ ଶୁଣି ଦେଶର ପ୍ରେତ୍ୟକକ ଭୟଭୀତ ହାଇେ ପଡ଼ିଲେ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்