Base Word
יְשִׁימוֹן
Short Definitiona desolation
Long Definitionwaste, wilderness, desert, desolate place
Derivationfrom H3456
International Phonetic Alphabetjɛ̆.ʃɪi̯ˈmon̪
IPA modjɛ̆.ʃiːˈmo̞wn
Syllableyĕšîmôn
Dictionyeh-shee-MONE
Diction Modyeh-shee-MONE
Usagedesert, Jeshimon, solitary, wilderness
Part of speechn-m

ଗଣନା ପୁସ୍ତକ 21:20
ବାମାେତରୁ ମାୟୋବ କ୍ଷେତ୍ରସ୍ଥିତ ଉପତ୍ୟକା ଦଇେ ପିସ୍ଗା ପର୍ବତର ଶୃଗଂକୁ ୟାତ୍ରା କଲେ। ତାହା ମରୁଭୂମି ଆଡକୁ ଥିଲା।

ଗଣନା ପୁସ୍ତକ 23:28
ଏଣୁ ବାଲାକ୍ ବିଲିଯମ ମରୁଭୂମି ଅଭିମୁଖ ରେ ପିୟୋର ଶିଖରକୁ ନଇଗେଲେ।

ଦିତୀୟ ବିବରଣ 32:10
ସଦାପ୍ରଭୁ ୟାକକ୍ସ୍ଟବଙ୍କକ୍ସ୍ଟ ପ୍ରାନ୍ତର ଦେଶ ରେ ଓ ପଶକ୍ସ୍ଟ ବୋବାଳି ପୂର୍ଣ ଘାରେ ମରକ୍ସ୍ଟଭୂମିରକ୍ସ୍ଟ ପାଇଲେ, ସେ ତାହାଙ୍କକ୍ସ୍ଟ ଗ୍ଭରିଆଡକ୍ସ୍ଟ ଘରେି ରଖିଲେ। ସେ ତାହାଙ୍କକ୍ସ୍ଟ ସକ୍ସ୍ଟରକ୍ଷା ଦେଲେ, ଠିକ୍ ତାଙ୍କର ମୂଲ୍ଯବାନ୍ ସଐତ୍ତି ପରି।

ପ୍ରଥମ ଶାମୁୟେଲ 23:19
ଏହାପରେ ସୀଫୀଯ ଲୋକମାନେ ଗିବିଯାକକ୍ସ୍ଟ ଶାଉଲଙ୍କ ପାଖକକ୍ସ୍ଟ ଆସି କହିଲେ, ଦାଉଦ ଆମ୍ଭମାନଙ୍କ ଅଞ୍ଚଳ ରେ ଦକ୍ଷିଣ ଦିଗ ରେ ହଖୀଲା ପର୍ବତର ହୋ ରେଶର ସକ୍ସ୍ଟରକ୍ଷା ସ୍ଥାନ କିଲ୍ଲା ରେ ଲକ୍ସ୍ଟଚି ରହିଅଛି।

ପ୍ରଥମ ଶାମୁୟେଲ 23:24
ତେଣୁ ସମାନେେ ଉଠି ଶାଉଲଙ୍କ ଆଗେ ସୀଫକକ୍ସ୍ଟ ଗଲେ।

ପ୍ରଥମ ଶାମୁୟେଲ 26:1
ସୀଫୀଯରକ୍ସ୍ଟ ଲୋକମାନେ ଗିବିଯାକକ୍ସ୍ଟ ଶାଉଲଙ୍କ ସାକ୍ଷାତ କରିବାକୁ ଆସିଲେ ଓ କହିଲେ, ଦାଉଦ ଯେଶିମନର ହଖୀଲା ପର୍ବତ ରେ ଆପଣାକକ୍ସ୍ଟ ଲକ୍ସ୍ଟଗ୍ଭଇ ଅଛି।

ପ୍ରଥମ ଶାମୁୟେଲ 26:3
ଶାଉଲ ପଥ ପାଶର୍‌ବ ରେ ମରକ୍ସ୍ଟଭୂମି ସମ୍ମକ୍ସ୍ଟଖସ୍ଥ ହଖୀଲା ପର୍ବତ ରେ ସନୋ ଛାଉଣୀ ସ୍ଥାପନ କଲେ।

ଗୀତସଂହିତା 68:7
ହେ ପରମେଶ୍ବର, ତୁମ୍ଭେ ଆପଣା ଭକ୍ତମାନଙ୍କୁ ମିଶରରୁ ବାହାର କରି ଆଣିଲ ଏବଂ ପାଦରେ ଚଲାଇ ମରୁଭୂମିକୁ ପାର କରାଇଲ।

ଗୀତସଂହିତା 78:40
ସହେି ଲୋକମାନେ ମରୁଭୂମି ମଧ୍ୟରେ କେତେଥର ପରମେଶ୍ବରଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ସମାନେେ ତାଙ୍କୁ ଦୁଃଖିତ କଲେ।

ଗୀତସଂହିତା 106:14
ପ୍ରାନ୍ତରରେ ଆମ୍ଭର ପୂର୍ବପୁରୁଷଗଣ ଅତିଶଯ ଲୋଭଗ୍ରସ୍ତ ହେଲେ ଓ ମରୁଭୂମିରେ ପରମେଶ୍ବରଙ୍କୁ ପରୀକ୍ଷା କଲେ।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்