Base Word
יִשַׁי
Short DefinitionJishai, David's father
Long Definitionson of Boaz and the father of king David
Derivationby Aramaic אִישַׁי; from the same as H3426; extant
International Phonetic Alphabetjɪˈʃɑi̯
IPA modjiˈʃɑi̯
Syllableyišay
Dictionyih-SHAI
Diction Modyee-SHAI
UsageJesse
Part of speechn-pr-m

ରୂତର ବିବରଣ 4:17
ସହେି ସ୍ତ୍ରୀ ଲୋକମାନେ କହିଲେ, ବର୍ତ୍ତମାନ ନୟମୀର ଏକ ପକ୍ସ୍ଟତ୍ର ଅଛି। ତେଣୁ ସମାନେେ ତା'ର ନାମ ଦେଲେ, ଓବେଦ୍। ସେ ଥିଲା ୟିଶଯର ପିତା ଏବଂ ୟିଶଯ ଥିଲା ରାଜା ଦାଉଦଙ୍କର ପିତା।

ରୂତର ବିବରଣ 4:22
ଓବଦରେ ପକ୍ସ୍ଟତ୍ର ୟିଶଯ ଓ ୟିଶଯର ପକ୍ସ୍ଟତ୍ର ଦାଉଦ।

ରୂତର ବିବରଣ 4:22
ଓବଦରେ ପକ୍ସ୍ଟତ୍ର ୟିଶଯ ଓ ୟିଶଯର ପକ୍ସ୍ଟତ୍ର ଦାଉଦ।

ପ୍ରଥମ ଶାମୁୟେଲ 16:1
ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ତୁମ୍ଭେ କେତକୋଳ ଶାଉଲଙ୍କ ପାଇଁ ଶୋକ କରିବ? ମୁ ତାଙ୍କୁ ଇଶ୍ରାୟେଲର ରାଜା ରୂପେ ପ୍ରତ୍ଯାଖ୍ଯାନ କରିଛି। ତୁମ୍ଭେ ଆପଣା ଶିଙ୍ଗ ତୈଳ ରେ ପୂର୍ଣ୍ଣ କରିଗ୍ଭଲ, ମୁ ତୁମ୍ଭକୁ ବୈଥ୍ଲହମରେ ୟିଶୀ ନାମକ ବ୍ଯକ୍ତି ନିକଟକକ୍ସ୍ଟ ପଠାଇବି। କାରଣ ତାହାର ପକ୍ସ୍ଟତ୍ରମାନ୍ଙ୍କ ମଧ୍ଯରକ୍ସ୍ଟ ମୁ ଆପଣା ପାଇଁ ଏକ ରାଜା ଦେଖିଅଛକ୍ସ୍ଟ।

ପ୍ରଥମ ଶାମୁୟେଲ 16:3
ୟିଶୀକକ୍ସ୍ଟ ସେ ବଳିଦାନ ପାଇଁ ନିମନ୍ତ୍ରଣ କର। ତା'ପରେ କଣ କରିବା ପାଇଁ ହବେ ମୁ ତୁମ୍ଭକୁ ଜଣାଇବି। ମୁ ଯାହାକକ୍ସ୍ଟ କହିବି, ତୁମ୍ଭେ ତାହାକକ୍ସ୍ଟ ଅଭିଷିକ୍ତ କର।

ପ୍ରଥମ ଶାମୁୟେଲ 16:5
ଶାମକ୍ସ୍ଟଯଲେ ଉତ୍ତର ଦେଲେ, ହଁ, ମୁ କକ୍ସ୍ଟଶଳ ରେ ଆସିଛି! ମୁ ସଦାପ୍ରଭୁଙ୍କ ଆଗ ରେ ବଳିଦାନ ଦବୋକକ୍ସ୍ଟ ଆସିଅଛି। ତୁମ୍ଭମାନେେ ନିଜକକ୍ସ୍ଟ ପବିତ୍ର କର ଓ ମାେ ସାଙ୍ଗ ରେ ବଳିଦାନ କରିବାକୁ ଆସ। ଶାମକ୍ସ୍ଟଯଲେ ୟିଶୀକି ଓ ତାହାର ପକ୍ସ୍ଟତ୍ରମାନଙ୍କୁ ପବିତ୍ର କରି ବଳିଦାନ ନିମନ୍ତେ ଆସିବା ପାଇଁ ନିମନ୍ତ୍ରଣ କଲେ।

ପ୍ରଥମ ଶାମୁୟେଲ 16:8
ତା'ପରେ ୟିଶୀ ତାଙ୍କର ଦ୍ବିତୀୟ ପକ୍ସ୍ଟତ୍ର ଅବିନାଦବଙ୍କକ୍ସ୍ଟ ଡାକିଲେ। ଅବିନାଦବ ଶାମୁୟେଲଙ୍କ ଆଗ ଦଇେ ଗଲେ। କିନ୍ତୁ ଶାମକ୍ସ୍ଟଯଲେ କହିଲେ, ନା, ଏ ଲୋକ ନକ୍ସ୍ଟହଁନ୍ତି ଯାହାଙ୍କକ୍ସ୍ଟ ସଦାପ୍ରଭୁ ଉପୟକ୍ସ୍ଟକ୍ତ ମନେ କରନ୍ତି।

ପ୍ରଥମ ଶାମୁୟେଲ 16:9
ତା'ପରେ ୟିଶୀ ଶମ୍ମକକ୍ସ୍ଟ ଶାମୁୟେଲଙ୍କ ପାଖକକ୍ସ୍ଟ ଡକାଇଲେ। କିନ୍ତୁ ଶାମକ୍ସ୍ଟଯଲେ କହିଲେ, ନା, ଏହାକକ୍ସ୍ଟ ମଧ୍ଯ ସଦାପ୍ରଭୁ ମନୋନୀତ କରି ନାହାଁନ୍ତି।

ପ୍ରଥମ ଶାମୁୟେଲ 16:10
ଏହିରୂପେ ୟିଶୀ ନିଜର ସାତପକ୍ସ୍ଟତ୍ରଙ୍କକ୍ସ୍ଟ ଶାମୁୟେଲଙ୍କର ସମ୍ମକ୍ସ୍ଟଖ ରେ ଚଳାଇଲେ। ମାତ୍ର ଶାମକ୍ସ୍ଟଯଲେ ୟିଶୀଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ଏମାନଙ୍କୁ ମନୋନୀତ କରି ନାହାଁନ୍ତି।

ପ୍ରଥମ ଶାମୁୟେଲ 16:10
ଏହିରୂପେ ୟିଶୀ ନିଜର ସାତପକ୍ସ୍ଟତ୍ରଙ୍କକ୍ସ୍ଟ ଶାମୁୟେଲଙ୍କର ସମ୍ମକ୍ସ୍ଟଖ ରେ ଚଳାଇଲେ। ମାତ୍ର ଶାମକ୍ସ୍ଟଯଲେ ୟିଶୀଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ଏମାନଙ୍କୁ ମନୋନୀତ କରି ନାହାଁନ୍ତି।

Occurences : 42

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்