Base Word
יְרַחְמְאֵל
Short DefinitionJerachmeel, the name of three Israelites
Long Definitionthe 1st son of Hezron, grandson of Pharez, and great grandson of Judah and the founder of the family of Jerahmeelites
Derivationfrom H7355 and H0410; God will compassionate
International Phonetic Alphabetjɛ̆.rɑħ.mɛ̆ˈʔel
IPA modjɛ̆.ʁɑχ.mɛ̆ˈʔel
Syllableyĕraḥmĕʾēl
Dictionyeh-ra-meh-ALE
Diction Modyeh-rahk-meh-ALE
UsageJerahmeel
Part of speechn-pr-m

ପ୍ରଥମ ବଂଶାବଳୀ 2:9
ହିଷ୍ରୋଣଙ୍କର ପୁତ୍ରମାନେ ଥିଲେ ୟିରହମଲେ, ରାମ୍ ଓ କାଲୁବାଯ।

ପ୍ରଥମ ବଂଶାବଳୀ 2:25
ୟିରହମଲେ ହିଷ୍ରୋଣଙ୍କର ପ୍ରଥମ ପୁତ୍ର ଥିଲେ। ୟିରହମଲଙ୍କେର ପୁତ୍ରମାନେ ଥିଲେ ରାମ, ବୁନା, ଓରଣ, ଓତସମ ଓ ଅହିଯ। ରାମ ୟିରହମଲଙ୍କେର ପ୍ରଥମ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 2:26
ୟିରହମଲଙ୍କେର ଅଟାରା ନାମ ରେ ଆଉ ଜଣେ ସ୍ତ୍ରୀ ଥିଲେ। ଏହି ଅଟାରା, ନାସଙ୍କର ମାତା ଥିଲେ।

ପ୍ରଥମ ବଂଶାବଳୀ 2:27
ୟିରହମଲଙ୍କେର ପ୍ରଥମ ପୁତ୍ର ଅରାମଙ୍କର ପୁତ୍ରମାନେ ଥିଲେ ମାଷ୍, ୟାମୀନ ଓ ଏକର।

ପ୍ରଥମ ବଂଶାବଳୀ 2:33
ଯୋନାଥନଙ୍କର ପୁତ୍ରମାନେ ଥିଲେ : ପଲେତ୍ ଓ ସାସା। ଏହା ୟିରହମଲଙ୍କେ ସନ୍ତାନଗଣଙ୍କର ତାଲିକା ଅଟେ।

ପ୍ରଥମ ବଂଶାବଳୀ 2:42
କାଲେବ୍ ୟିରହମଲଙ୍କେର ଭ୍ରାତା ଥିଲେ। କାଲବଙ୍କେର କେତାଟେି ପୁତ୍ର ଥିଲେ। ପ୍ରଥମ ପୁତ୍ର ଥିଲେ ମଶାେ। ମଶାେ ସୀଫ୍ଙ୍କର ପିତା ଥିଲେ। କାଲବଙ୍କେର ଆହୁରି ମଧ୍ଯ ପୁତ୍ର ଥିଲେ। ମା ରଶାେ ହିବ୍ରୋଣଙ୍କ ପିତା ଥିଲେ।

ପ୍ରଥମ ବଂଶାବଳୀ 24:29
କୀଶଙ୍କ ପୁତ୍ର ଥିଲେ ୟିରହମଲେ।

ଯିରିମିୟ 36:26
ପୁଣି ରାଜା ବାରୂକ ଲେଖକକୁ ଓ ଯିରିମିୟ ଭବିଷ୍ଯତବକ୍ତାକୁ ଗିରଫ କରିବାକୁ ରାଜପୁତ୍ର ୟିରହମଲକେୁ, ଅସ୍ରୀଯଲରେ ପୁତ୍ର ସରାଯକୁ ଓ ଅବଦିଯଲରେ ପୁତ୍ର ଶଲେିମିଯକୁ ଆଜ୍ଞା କଲେ। ମାତ୍ର ସମାନେେ ବାରୂକ ଓ ଯିରିମିୟକୁ ପାଇଲେ ନାହିଁ କାରଣ ସଦାପ୍ରଭୁ ସମାନଙ୍କେୁ ଲୁଚାଇ ରଖିଥିଲେ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்