Base Word
יָרֵא
Short Definitionfearing; morally, reverent
Long Definitionfearing, reverent, afraid
Derivationfrom H3372
International Phonetic Alphabetjɔːˈreʔ
IPA modjɑːˈʁeʔ
Syllableyārēʾ
Dictionyaw-RAY
Diction Modya-RAY
Usageafraid, fear (-ful)
Part of speecha

ଆଦି ପୁସ୍ତକ 22:12
ସଦାପ୍ରଭୁଙ୍କର ଦୂତ ଅବ୍ରହାମକୁ କହିଲେ, ତୁମ୍ଭର ପୁତ୍ରକୁ ହତ୍ଯା କର ନାହିଁ କି କିଛି ଆଘାତ କର ନାହିଁ। ବର୍ତ୍ତମାନ ମୁଁ ଦେଖି ପାରୁଛି ଯେ, ତୁମ୍ଭେ ପରମେଶ୍ବରଙ୍କୁ ସମ୍ମାନ କରୁଛ ଏବଂ ତାଙ୍କର ଆଜ୍ଞା ମାନି ଚଳୁଛ। କାରଣ ତୁମ୍ଭେ ତୁମ୍ଭର ଏକମାତ୍ର ପୁତ୍ରକୁ ମାେ ସକାେଶ ଉତ୍ସର୍ଗ କରିବାକୁ କୁଣ୍ଠା ବୋଧ କରିନାହଁ।

ଆଦି ପୁସ୍ତକ 32:11
ମୁଁ ବିନତି କରୁଅଛି କୃପାକରି ମାେତେ ମାରେ ଭାଇଠାରୁ ରକ୍ଷା କର। ମାେତେ ଏଷୌଠାରୁ ରକ୍ଷା କର। ମୁଁ ତାଙ୍କୁ ଭୟ କରୁଛି। ମୁଁ ଭୟ କରୁଛି ଯେ ସେ ଆମ୍ଭ ସମସ୍ତଙ୍କୁ ହତ୍ଯା କରିବ। ଏପରିକି ମା' ଓ ତାଙ୍କ ପିଲାମାନଙ୍କୁ ମଧ୍ଯ।

ଯାତ୍ରା ପୁସ୍ତକ 18:21
ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ଯରୁ କର୍ମକ୍ଷମ, ଅର୍ଥାତ୍

ଦିତୀୟ ବିବରଣ 7:19
ତୁମ୍ଭମାନେେ ଦେଖିଛ ଯେ ସଦାପ୍ରଭୁ ସମାନଙ୍କେ ପାଇଁ କି ଭୟଙ୍କର କାର୍ୟ୍ଯମାନ କରିଛନ୍ତି। ସେ କି ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି। ସେ ତାଙ୍କର ପରାକ୍ରାନ୍ତ ହସ୍ତଦ୍ବାରା ତୁମ୍ଭମାନଙ୍କୁ ମିଶରରକ୍ସ୍ଟ ବହାର କରି ଆଣିଛନ୍ତି। ତୁମ୍ଭକୁ ଯେଉଁମାନେ ଭୟ ପ୍ରଦର୍ଶନ କରିବେ ସଦାପ୍ରଭୁ ପରମେଶ୍ବର ସମାନଙ୍କେୁ ସହେିପରି କାର୍ୟ୍ଯମାନ ସମାନଙ୍କେ ପ୍ରତି କରିବେ।

ଦିତୀୟ ବିବରଣ 20:8
ଅଧିକାରୀଗଣ ଲୋକମାନଙ୍କୁ କହିବେ, 'ଭୟାଳୁ ଓ ଦୁର୍ବଳ ହୃଦଯ ଲୋକ କିଏ ଅଛି କି? ସେ ଫରେି ଆପଣା ଗୃହକକ୍ସ୍ଟ ଯାଉ, ଯମେିତି ସେ ତା'ର ଭାଇର ହୃଦଯକକ୍ସ୍ଟ ଭୟା ରେ ତରଳାଇ ନ ଦେଉ।'

ଦିତୀୟ ବିବରଣ 25:18
ତୁମ୍ଭେ ଶାନ୍ତ ଓ କ୍ଲାନ୍ତ ହବୋ ସମୟରେ ସେ ପଥରେ ତୁମ୍ଭକୁ ଭଟେି ତକ୍ସ୍ଟମ୍ଭ ପଶ୍ଚାଦବର୍ତ୍ତୀ ଦୁର୍ବଳ ଲୋକମାନଙ୍କୁ ତକ୍ସ୍ଟମ୍ଭ ପଛ ରେ କିପରି ଆକ୍ରମଣ କରିଥିଲା ଓ ସେ ପରମେଶଓରଙ୍କୁ ଭୟ କଲାନାହିଁ। ଏହା ସ୍ମରଣ କର।

ବିଚାରକର୍ତାମାନଙ୍କ ବିବରଣ 7:3
ତେଣୁ ସମାନଙ୍କେ ପାଇଁ ଏକ ଘାଷେଣା କର, ସମାନଙ୍କେୁ କକ୍ସ୍ଟହ, ' ଯେଉଁ ଲୋକମାନେ ୟକ୍ସ୍ଟଦ୍ଧକକ୍ସ୍ଟ ଭୟ କରୁଛନ୍ତି, ସମାନେେ ଗିଲିଯଦ ପାହାଡ ଛାଡି ସ୍ବଗୃହକକ୍ସ୍ଟ ଫରେିୟିବା ଉଚିତ୍।'

ବିଚାରକର୍ତାମାନଙ୍କ ବିବରଣ 7:10
ଯଦି ତୁମ୍ଭେ ଏକା ୟିବାକକ୍ସ୍ଟ ଭୟ କରୁଛ ତବେେ ତକ୍ସ୍ଟମ୍ଭ ସହିତ ତୁମ୍ଭର ସବେକ ଫକ୍ସ୍ଟରାକକ୍ସ୍ଟ ନଇୟୋଅ।

ପ୍ରଥମ ରାଜାବଳୀ 18:3
ତେଣୁ ରାଜା ଆହାବ୍ ରାଜଗୃହର ଅଧ୍ଯକ୍ଷ ଓବଦିଯକୁ ଡକାଇଲେ। ଓବଦିଯ ସଦାପ୍ରଭୁଙ୍କର ପ୍ରକୃତ ଅନୁଗାମୀ ଥିଲେ।

ଆୟୁବ ପୁସ୍ତକ 1:1
ଊଷ୍ ଦେଶ ରେ ଆୟୁବ ନାମ ରେ ଜଣେ ବ୍ଯକ୍ତି ବାସ କରୁଥିଲା। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ଯକ୍ତି ଥିଲା। ଆୟୁବ ପରମେଶ୍ବରଙ୍କ ଉପାସନା କରିବା ବ୍ଯତୀତ ଅନ୍ୟ ସମସ୍ତ ପ୍ରକାର ମନ୍ଦ କାର୍ୟ୍ଯରୁ ବିରତ ରହୁଥିଲା।

Occurences : 55

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்