Base Word
יָצַר
Short Definitionto press (intransitive), i.e., be narrow; figuratively, be in distress
Long Definitionto bind, be distressed, be in distress, be cramped, be narrow, be scant, be in straits, make narrow, cause distress, beseige
Derivationa primitive root
International Phonetic Alphabetjɔːˈt͡sˤɑr
IPA modjɑːˈt͡sɑʁ
Syllableyāṣar
Dictionyaw-TSAHR
Diction Modya-TSAHR
Usagebe distressed, be narrow, be straitened (in straits), be vexed
Part of speechv

ଆଦି ପୁସ୍ତକ 32:7
ସହେି ବାର୍ତ୍ତା ଯାକୁବକୁ ଭୟଭିତ କଲା। ସେ ତାଙ୍କ ସହିତ ଥିବା ଲୋକମାନଙ୍କୁ ଦୁଇ ଦଳ ରେ ବିଭକ୍ତ କଲେ। ଗୋମଷୋଦି ଆଦି ସମସ୍ତ ପଲ ଓ ଓଟମାନଙ୍କୁ ଭିନ୍ନ ଭିନ୍ନ ଦୁଇ ଦଳ କଲା।

ବିଚାରକର୍ତାମାନଙ୍କ ବିବରଣ 2:15
ଯେତବେେଳେ ଇଶ୍ରାୟେଲବାସୀମାନେ ୟକ୍ସ୍ଟଦ୍ଧକକ୍ସ୍ଟ ବାହାରିଲେ, ସେତବେେଳେ ସମାନେେ ପରାସ୍ତ ହେଲେ। ଯେପରି ସଦାପ୍ରଭୁ ସମାନଙ୍କେ ପାଶର୍‌ବ ରେ ନ ଥିଲେ। ସମାନଙ୍କେୁ ସଦାପ୍ରଭୁ ସତର୍କ କରାଇ ଦେଲେ ଯଦି ସମାନେେ ତାଙ୍କ ଚତକ୍ସ୍ଟଃପାଶର୍‌ବ ରେ ଥିବା ଦବେତାମାନଙ୍କୁ ପୂଜା କରନ୍ତି, ତବେେ ସମାନେେ ୟକ୍ସ୍ଟଦ୍ଧ ରେ ହାରିବେ। ଅତଯବ, ଲୋକମାନେ ଅତିଶଯ ଅସକ୍ସ୍ଟବିଧା ଭୋଗ କଲେ।

ବିଚାରକର୍ତାମାନଙ୍କ ବିବରଣ 10:9
ଅେମ୍ମାନୀୟମାନେ ୟିହକ୍ସ୍ଟଦା, ବିନ୍ଯାମୀନ, ଇଫ୍ରଯିମ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ୟର୍ଦ୍ଦନ ପାଇ ହାଇେ ଗଲେ। ଅେମ୍ମାନୀୟମାନେ ଇଶ୍ରାୟେଲ ଲୋକମାନଙ୍କ ପାଇଁ ବଡ କଷ୍ଟର କାରଣ ହେଲେ।

ପ୍ରଥମ ଶାମୁୟେଲ 30:6
ଯେତେ ଲୋକ ସେ ସୈନ୍ଯ ଦଳ ରେ ଥିଲେ ସମସ୍ତେ ଦକ୍ସ୍ଟଃଖ ଓ କୋର୍ଧି ଥିଲେ, କାରଣ ସମାନଙ୍କେର ପିଲାମାନେ ବନ୍ଦୀ ହାଇେ ୟାଇଥିଲେ। ଲୋକମାନେ ଦାଉଦକକ୍ସ୍ଟ ପଥର ରେ ମାରିବାକକ୍ସ୍ଟ କଥାବାର୍ତ୍ତା ହେଉଥିଲେ। କିନ୍ତୁ ଦାଉଦ ନିଜକକ୍ସ୍ଟ ସଦାପ୍ରଭୁ ତାଙ୍କ ପରମେଶ୍ବରଙ୍କଠା ରେ ସବଳ କଲେ।

ଦିତୀୟ ଶାମୁୟେଲ 13:2
ଅମ୍ମାନେ ନିଜର ସାବତ ଭଉଣୀ ତାମରକକ୍ସ୍ଟ ଭଲପାଇ ବସିଲା ଓ ତା' ପ୍ ରମେ ରେ ତାକକ୍ସ୍ଟ ଜ୍ବର ଆସିଗଲା। ତାମର ଅନକ୍ସ୍ଟଢା ଥିଲା। ଅମ୍ମାନେ ତାକକ୍ସ୍ଟ ବହକ୍ସ୍ଟତ ଗ୍ଭହକ୍ସ୍ଟଁଥିଲା, କିନ୍ତୁ ତା' ସହିତ ଏକାକି ରହିବା ପାଇଁ ଅବକାଶ ପାଇଲା ନାହିଁ।

ଆୟୁବ ପୁସ୍ତକ 18:7
ତାଙ୍କର ଶକ୍ତ ପାଦ କ୍ଷୀଣ ହାଇଯେିବ ଏବଂ ତା'ର ନିଜର ଚକ୍ରାନ୍ତ ତାକୁ ତଳକୁ ଆଣିବ।

ଆୟୁବ ପୁସ୍ତକ 20:22
ଯେତବେେଳେ ଦୁଷ୍ଟ ଲୋକର ପ୍ରଚୁର ଥାଏ, ଦୁର୍ଦ୍ଦଶା ତା' ଉପରକୁ ଆସିବ, ତା'ର କଷ୍ଟ ତା' ଉପରକୁ ସମସ୍ତ ଶକ୍ତି ସହିତ ଆସିବ।

ହିତୋପଦେଶ 4:12
ତୁମ୍ଭେ ଗଲା ବେଳେ ତୁମ୍ଭର ପାଦ ଫାନ୍ଦ ରେ ପଡ଼ିବ ନାହିଁ, ଦୌଡ଼ିବା ବେଳେ ତୁମ୍ଭେ ଝୁଣ୍ଟି ପଡ଼ିବ ନାହିଁ।

ଯିଶାଇୟ 49:19
ତୁମ୍ଭେ ନଷ୍ଟ ଓ ଶୂନ୍ଯ ଅଟ। ସହେିମାନଙ୍କ ପାଇଁ, ସହେି ଭୂମି ଲୋକରଣ୍ଯ, ଯେଉଁମାନେ ସଠାେ ରେ ବାସ କରିବେ। ସହେିମାନେ ଯେଉଁମାନେ ତୁମ୍ଭମାନଙ୍କୁ ଖାଇବ ଦୂ ରଇେ ୟିବ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்