Base Word
יִצְהָר
Short DefinitionJitshar, an Israelite
Long Definitionson of Kohath, grandson of Levi, uncle of Moses and Aaron, and father of Korah; progenitor of the Izharites
Derivationthe same as H3323
International Phonetic Alphabetjɪt͡sˤˈhɔːr
IPA modjit͡sˈhɑːʁ
Syllableyiṣhār
Dictionyits-HAWR
Diction Modyeets-HAHR
UsageIzhar
Part of speechn-pr-m

ଯାତ୍ରା ପୁସ୍ତକ 6:18
କହାତ 133 ବର୍ଷ ପଞ୍ଚିଥିଲେ। କହାତଙ୍କର ପୁତ୍ରମାନେ ଥିଲେ, ଅମ୍ରମ୍, ୟିଷ୍ହର, ହିବ୍ରୋଣ ଓ ଉଷୀଯଲେ,

ଯାତ୍ରା ପୁସ୍ତକ 6:21
ୟିଷ୍ହରର ସନ୍ତାନ କୋରହ, ନଫେଗ୍ ଓ ସିଖ୍ରି।

ଗଣନା ପୁସ୍ତକ 3:19
ପୁଣି ଆପଣା ବଂଶ ଅନୁସାରେ କାହାତର ପରିବାରବର୍ଗର ନାମ ଅମ୍ରମ, ୟିଷହର, ହିବ୍ରୋଣ ଓ ଉଷୀଯଲେ।

ଗଣନା ପୁସ୍ତକ 16:1
ଲବେୀୟ ଏକ ବଂଶଧର କୋରହ, କୋରହ ୟିଷହରର ପୁତ୍ର, ତା'ର ପିତା କହାତ ଏବଂ ରୂବନରେ ତିନିଜଣ ମଧ୍ଯରୁ ଦାଥନ ଓ ଅବୀରାମ, ଇଲିଯାବର ଦୁଇ ପୁତ୍ର ପଲତରେ ପୁତ୍ର ଓନ୍।

ପ୍ରଥମ ବଂଶାବଳୀ 6:2
କହାତଙ୍କର ପୁତ୍ରମାନେ ଥିଲେ ଅମା୍ରମ୍, ୟିଷହାର, ହିବ୍ରୋଣ୍ ଓ ଉଷିଯଲେ।

ପ୍ରଥମ ବଂଶାବଳୀ 6:18
କହାତ୍ଙ୍କ ପୁତ୍ରମାନେ ଥିଲେ ଅମ୍ରାମ୍, ୟିଷହର, ହିବ୍ରୋଣ୍ ଓ ଉଷୀଯଲେ।

ପ୍ରଥମ ବଂଶାବଳୀ 6:38
କୋରହ ୟିଷହରଙ୍କ ପୁତ୍ର ଥିଲେ। ୟିଷହର କହାତ୍ଙ୍କ ପୁତ୍ର ଥିଲେ। କହାତ୍ ଲବେୀଙ୍କ ପୁତ୍ର ଥିଲେ। ଲବେୀ ଇଶ୍ରାୟେଲଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 23:12
କହାତଙ୍କର ଚାରିପୁତ୍ର ଥିଲେ। ସମାନେେ ହେଲେ ଅମ୍ରାମ୍, ୟିଷ୍ହର, ହିବ୍ରୋଣ ଓ ଉଷୀଯଲେ।

ପ୍ରଥମ ବଂଶାବଳୀ 23:18
ୟିଷ୍ହରର ଜେଷ୍ଠପୁତ୍ର ଥିଲେ ଶ ଲୋମୀତ୍।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்