Base Word
יְפֻנֶּה
Short DefinitionJephunneh, the name of two Israelites
Long Definitiona Kenezite and father of Caleb the spy from the tribe of Judah
Derivationfrom H6437; he will be prepared
International Phonetic Alphabetjɛ̆.punˈnɛ
IPA modjɛ̆.fuˈnɛ
Syllableyĕpunne
Dictionyeh-poon-NEH
Diction Modyeh-foo-NEH
UsageJephunneh
Part of speechn-pr-m

ଗଣନା ପୁସ୍ତକ 13:6
ଯିହୁଦା ଗୋ୍ଟୀବର୍ଗ ମଧ୍ଯରୁ ୟିଫୁନ୍ନିର ପୁତ୍ର କାଲେବ୍।

ଗଣନା ପୁସ୍ତକ 14:6
ତହୁଁ ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ଯରୁ ନୂନର ପୁତ୍ର ଯିହାଶୂେୟ ଓ ୟିଫୁନ୍ନିର ପୁତ୍ର କାଲେବ୍ ନିଜନିଜ ବସ୍ତ୍ର ଚିରିଲେ।

ଗଣନା ପୁସ୍ତକ 14:30
ତୁମ୍ଭମାନଙ୍କ ମଧ୍ଯରୁ କହେି, ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କୁ ଦବୋକୁ ପ୍ରତିଜ୍ଞା କରିଥିଲୁ, ସଠାେରେ ପ୍ରବେଶ କରିପାରିବ ନାହିଁ। କବଳେ ୟିଫୁନ୍ନିର ପୁତ୍ର କାଲବେ ଓ ନୂନର ପୁତ୍ର ୟିହୋଶୂଯ ସେ ଦେଶ ରେ ପ୍ରବେଶ କରିବେ।

ଗଣନା ପୁସ୍ତକ 14:38
ମାତ୍ର ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ଯରୁ କବଳେ ନୂନର ପୁତ୍ର ୟିହୋଶୂଯ ଓ ୟିଫୁନ୍ନିର ପୁତ୍ର କାଲେବ୍ ଜୀବିତ ରହିଲେ।

ଗଣନା ପୁସ୍ତକ 26:65
କାରଣ ସଦାପ୍ରଭୁ ସମାନଙ୍କେ ବିଷଯ ରେ କହିଥିଲେ ଯେ, ସମାନେେ ଅବଶ୍ଯ ଏହି ମରୁଭୂମିରେ ମରିବେ। କବଳେ ସମାନଙ୍କେ ମଧ୍ଯରୁ ୟିଫୁନ୍ନିର ପୁତ୍ର କାଲେବ୍ ଓ ନୂନର ପୁତ୍ର ଯିହାଶୂେୟ ବଞ୍ଚି ରହିଲେ, ବାକି ସମସ୍ତେ ମଲେ।

ଗଣନା ପୁସ୍ତକ 32:12
କବଳେ କନିସୀଯ ୟିଫୁନ୍ନିର ପୁତ୍ର କାଲେବ୍ ଓ ନୂନର ପୁତ୍ର ଯିହାଶୂେୟ ସହେି ଭୂମି ଦେଖିବେ; କାରଣ ସମାନେେ ସଦାପ୍ରଭୁଙ୍କର ପ୍ରକୃତ ଅନୁସରଣକାରୀ ଅଟନ୍ତି!'

ଗଣନା ପୁସ୍ତକ 34:19
ସହେି ଅଧିପତିଗଣଙ୍କର ନାମ ଏହି:

ଦିତୀୟ ବିବରଣ 1:36
କବଳେ ୟିଫକ୍ସ୍ଟନ୍ନିର ପକ୍ସ୍ଟତ୍ର କାଲେବ୍ ସହେି ଦେଶକକ୍ସ୍ଟ ଦେଖିବେ। ମୁ କାଲବକେକ୍ସ୍ଟ ସହେିଦେଶ ଦବେି, ଯେଉଁ ଦେଶ ଦଇେ ସେ ଗଲା। ତାଙ୍କର ଭବିଷ୍ଯତ୍ ବଂଶଧରମାନେ ମଧ୍ଯ ତାହା ପାଇବେ। କାରଣ କାଲବେ ସଦାପ୍ରଭୁଙ୍କୁ ସଐୂର୍ଣଭାବରେ ଅନକ୍ସ୍ଟସରଣ କରୁଛନ୍ତି।'

ଯିହୋଶୂୟ 14:6
ଦିନେ ୟିହକ୍ସ୍ଟଦା ପରିବାରବର୍ଗଠାରକ୍ସ୍ଟ କିଛି ଲୋକ ଗିଲ୍ଗଲ୍ ରେ ଥିବା ଯିହାଶୂେୟଙ୍କ ନିକଟକକ୍ସ୍ଟ ଗଲେ। ସହେି ଲୋକମାନଙ୍କ ମଧିଅରେ ଜଣେ ଲୋକ ଥିଲେ। ତାଙ୍କର ନାମ ଥିଲା କାଲେବ୍, ଯେ କି କନିସୀଯ ୟିଫକ୍ସ୍ଟନ୍ନିର ପକ୍ସ୍ଟତ୍ର ଥିଲା। କାଲେବ୍ ଯିହାଶୂେୟଙ୍କକ୍ସ୍ଟ କହିଲେ, ତୁମ୍ଭର ମନେଥିବ ସଦାପ୍ରଭୁ ପରମେଶ୍ବର କାଦେଶ ବର୍ଣ୍ଣଯେ ରେ ଯାହା କହିଥିଲେ। ସଦାପ୍ରଭୁ ତାଙ୍କର ସବେକ ମାଶାଙ୍କେକ୍ସ୍ଟ କହିଥିଲେ ଯାହା ତକ୍ସ୍ଟମ୍ଭ ବିଷଯ ରେ ଓ ମାେ ବିଷଯ।

ଯିହୋଶୂୟ 14:13
ଯିହାଶୂେୟ ୟିଫକ୍ସ୍ଟନ୍ନିଙ୍କର ପକ୍ସ୍ଟତ୍ର କାଲେବ୍ଙ୍କକ୍ସ୍ଟ ଆଶୀର୍ବାଦ କଲେ ଏବଂ ହିବ୍ରୋଣ ସହରକକ୍ସ୍ଟ ତାଙ୍କୁ ଦେଲେ।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்