Base Word
יֳפִי
Short Definitionbeauty
Long Definitionbeauty
Derivationfrom H3302
International Phonetic Alphabetjŏˈpɪi̯
IPA modjoˈfiː
Syllableyŏpî
Dictionyoh-PEE
Diction Modyoh-FEE
Usagebeauty
Part of speechn-m

ଏଷ୍ଟର ବିବରଣ 1:11
ଲୋକମାନଙ୍କୁ ଓ ରାଜପୁତ୍ରମାନଙ୍କୁ ତାଙ୍କର ସୌନ୍ଦର୍ୟ୍ଯ ଦଖାଇବୋ ପାଇଁ, ରାଣୀ ବଷ୍ଟୀଙ୍କୁ ରାଜମୁକୁଟ ପିନ୍ଧାଇ ରାଜାଙ୍କ ଆଗକୁ ଆଣ। ଯେ ହତେୁ ସେ ପରମ ସୁନ୍ଦରୀ ଥିଲା।

ଗୀତସଂହିତା 45:11
ତୁମ୍ଭର ସୌନ୍ଦର୍ୟ୍ଯରେ ରାଜା ମୁଗ୍ଦ ହବେେ। ସେ ତୁମ୍ଭର ନୂତନ ପତି ହବେେ, ତଣେୁ ତୁମ୍ଭେ ସମାନଙ୍କେୁ ପ୍ରଣାମ କରିବା ଉଚିତ୍।

ଗୀତସଂହିତା 50:2
ପରମ ସୌନ୍ଦର୍ୟ୍ଯମଯୀ ପରମେଶ୍ବର, ବାକ୍ଯସବୁ ସିୟୋନ୍ ପର୍ବତରେ ଥିବା ମନ୍ଦିରରେ କୁହାୟାଏ। ସହେି ମନ୍ଦିର ପର୍ବତକୁ ଶାେଭା ମଣ୍ଡିତ କରିଥାଏ।

ହିତୋପଦେଶ 6:25
ତୁମ୍ଭ ହୃଦଯ ରେ ସହେି ସୁନ୍ଦର ସ୍ତ୍ରୀର ସୌନ୍ଦର୍ୟ୍ଯକୁ ଲୋଭ କର ନାହିଁ। ତା'ର ଚକ୍ଷୁ ତୁମ୍ଭକୁ ପ୍ରତାରିତ ନ କରୁ।

ହିତୋପଦେଶ 31:30
ଲାବଣ୍ଯ ପ୍ରବଞ୍ଚନା ଜନକ ଓ ସୌନ୍ଦର୍ୟ୍ଯ ଅସାର, ମାତ୍ର ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ, ସେ ପ୍ରଶଂସିତା ହବେ।

ଯିଶାଇୟ 3:24
ସହେି ସ୍ତ୍ରୀ ଲୋକମାନଙ୍କର ସୁଗନ୍ଧ ଦ୍ରବ୍ଯ ବଦଳ ରେ ଦୁର୍ଗନ୍ଧ ଓ କ୍ଲଦେ ରେ, କଟିବସ୍ତ୍ର ରଜ୍ଜୁ ରେ ସୁନ୍ଦର ମଥା ବିନା କେଶ ରେ ଉତ୍ସବକାଳୀନ ପୋଷାକ ଲୋତକ ପୂର୍ଣ୍ଣ ଏବଂ ଦୁଃଖ ବସ୍ତ୍ର ରେ ସମାନଙ୍କେ ସୌନ୍ଦର୍ୟ୍ଯ ମୁଖମଣ୍ଡଳ କ୍ଷତ ଚିହ୍ନ ଏବଂ ଅସୁନ୍ଦର ଦାଗ ବହନ କରିବ।

ଯିଶାଇୟ 33:17
ତୁମ୍ଭର ଚକ୍ଷୁ ରାଜାଙ୍କୁ ତାହାଙ୍କ ସୌନ୍ଦର୍ୟ୍ଯ ରେ ଦର୍ଶନ କରିବ। ଏକ ବହୁଦୂରବ୍ଯାପୀ ଦେଶକୁ ଦେଖିବ।

ଯିରିମିୟଙ୍କ ବିଳାପ 2:15
ପଥିକମାନେ ତୁମ୍ଭର ଦୁରାବସ୍ଥା ରେ ହାତତାଳି ଦିଅନ୍ତି। ସମାନେେ ଗ୍ରୀସ୍ ଶବ୍ଦ କରି ୟିରୁଶାଲମର କନ୍ଯା ପ୍ରତି ମସ୍ତକ ହଲାଇ କହନ୍ତି, ଏ କ'ଣ ସହେି ନଗରୀ ଯାହାକୁ ଲୋକମାନେ 'ସୌନ୍ଦର୍ୟ୍ଯମଯୀ ନଗରୀ' ଓ 'ସମଗ୍ର ପୃଥିବୀର ଆନନ୍ଦ ସ୍ବରୂପ' ବୋଲି କହୁଥିଲେ ?

ଯିହିଜିକଲ 16:14
ମୁଁ ତୁମ୍ଭକୁ ଏପରି ସୌନ୍ଦର୍ୟ୍ଯ ରେ ମାରେ ଐଶ୍ବର୍ୟ୍ଯ ଦ୍ବାରା ଏହାକୁ ବିମଣ୍ଡିତା କଲି ଯେ, ତୁମ୍ଭର ସୌନ୍ଦର୍ୟ୍ଯର ସୁଖ୍ଯାତି ନାନା ଦେଶ ରେ ବ୍ଯାପିଗଲା।' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।

ଯିହିଜିକଲ 16:15
କିନ୍ତୁ ତୁମ୍ଭେ ନିଜ ସୌନ୍ଦର୍ୟ୍ଯ ରେ ନିର୍ଭର କରି ନିଜର ସୁଖ୍ଯାତି ହତେୁ ମାଠାେ ରେ ଅବିଶ୍ବସ୍ତ ହେଲ। ତୁମ୍ଭେ ମାେତେ ପ୍ରଚାରିତ କଲ, ଯେ କହେି ତୁମ୍ଭ ନିକଟ ଦଇେ ଗଲା ତୁମ୍ଭେ ଗଣିକା ସଦୃଶ ତା'ର ହେଲ ଓ ସମାନେେ ତୁମ୍ଭକୁ ବ୍ଯଭିଚାରିଣୀ ରୂପେ ଉପ ଭୋଗ କଲେ।

Occurences : 19

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்