Base Word
יָעַץ
Short Definitionto advise; reflexively, to deliberate or resolve
Long Definitionto advise, consult, give counsel, counsel, purpose, devise, plan
Derivationa primitive root
International Phonetic Alphabetjɔːˈʕɑt͡sˤ
IPA modjɑːˈʕɑt͡s
Syllableyāʿaṣ
Dictionyaw-ATS
Diction Modya-ATS
Usageadvertise, take advise, advise (well), consult, (give, take) counsel(-lor), determine, devise, guide, purpose
Part of speechv

ଯାତ୍ରା ପୁସ୍ତକ 18:19
ବର୍ତ୍ତମାନ ମାେ କଥା ଶୁଣ। ମାରେ କେତକେ ଉପଦେଶ ଗ୍ରହଣ କର। ପରମେଶ୍ବର ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ। ପରମେଶ୍ବରଙ୍କ ଛାମୁ ରେ ତୁମ୍ଭେ ଲୋକମାନଙ୍କ ପକ୍ଷ ହାଇେ ସମାନଙ୍କେ କଥା ପରମେଶ୍ବରଙ୍କ ନିକଟରେ ଜଣାଅ।

ଗଣନା ପୁସ୍ତକ 24:14
ବର୍ତ୍ତମାନ ମୁଁ ଆପଣା ଲୋକମାନଙ୍କ ନିକଟକୁ ଯାଉଅଛ। ଦୟାକରି ଆସ, ଏହି ଲୋକମାନେ ତୁମ୍ଭ ଲୋକମାନଙ୍କୁ କ'ଣ କହିବେ, ତାହା ମୁଁ ତୁମ୍ଭକୁ କହିବି।

ଦିତୀୟ ଶାମୁୟେଲ 15:12
ଯେତବେେଳେ ଅବଶା ଲୋମ ବଳିଦାନ ଉତ୍ସର୍ଗ କଲେ, ସେ ଦାଉଦଙ୍କର ମନ୍ତ୍ରୀ ଗୀଲୋନୀଯ ଅହୀଥୋଫଲକକ୍ସ୍ଟ ତାହାର ନଗର ଗୀଲୋରକ୍ସ୍ଟ ଡକାଇଲେ। ତହିଁରେ ଚକ୍ରାନ୍ତ ଦକ୍ସ୍ଟଢ ହେଲା, କାରଣ ଅବଶାଲୋମର ସପକ୍ଷର ଲୋକମାନେ ବହକ୍ସ୍ଟତ ବୃଦ୍ଧି ପାଇଲେ।

ଦିତୀୟ ଶାମୁୟେଲ 16:23
ସେ ସମୟରେ ଅହୀଥୋଫଲ ଯେଉଁ ମନ୍ତ୍ରଣା ଦିଏ, ସହେି ମନ୍ତ୍ରଣା ପରମେଶ୍ବରଙ୍କ ବାକ୍ଯ ବୋଲି ବିବଚେନା କରାୟାଏ। ଦାଉଦ ଓ ଅବଶା ଲୋମ ଉଭୟ ଏହାକକ୍ସ୍ଟ ଗକ୍ସ୍ଟରକ୍ସ୍ଟତ୍ତ୍ବପୂର୍ଣ ବିବଚେନା କଲେ।

ଦିତୀୟ ଶାମୁୟେଲ 17:7
ହୂଶଯ ଅବଶା ଲୋମକକ୍ସ୍ଟ କହିଲା, ଅହୀଥୋଫଲଙ୍କ ଦ୍ବାରା ଦିଆୟାଇଥିବା ମନ୍ତ୍ରଣା ଏହି ସମୟ ପାଇଁ ଭଲ ନକ୍ସ୍ଟ ହେଁ।

ଦିତୀୟ ଶାମୁୟେଲ 17:11
ମାତ୍ର ମାରେ ମନ୍ତ୍ରଣା ଏହି ଯେ, ଦାନଠାରକ୍ସ୍ଟ ବରେଶବୋ ପର୍ୟ୍ଯନ୍ତ ସମକ୍ସ୍ଟଦାଯ ଇଶ୍ରାୟେଲୀୟମାନେ ସମକ୍ସ୍ଟଦ୍ର ଓ ତୀରସ୍ଥ ବାଲକ୍ସ୍ଟକା ତକ୍ସ୍ଟଲ୍ଯ ଅସଂଖ୍ଯ ହାଇେ ଆପଣଙ୍କ ନିକଟରେ ସଂଗୃହିତ ହକ୍ସ୍ଟଅନ୍ତକ୍ସ୍ଟ। ଆପଣ ସ୍ବଯଂ ୟକ୍ସ୍ଟଦ୍ଧକକ୍ସ୍ଟ ୟାଆନ୍ତକ୍ସ୍ଟ।

ଦିତୀୟ ଶାମୁୟେଲ 17:15
ହୂଶଯ ଏହିସବୁ ସାଦୋକ ଓ ଅବିଯାଥର ଯାଜକମାନଙ୍କୁ କହିଲା, ଅହୀଥୋଫଲ, ଅବଶାଲୋମକକ୍ସ୍ଟ ଓ ଇଶ୍ରାୟେଲର ନେତାମାନଙ୍କୁ ଏପରି ଭାବରେ ମନ୍ତ୍ରଣା ଦଇେଥିଲା। ମାତ୍ର ମୁ ଏପରି ମନ୍ତ୍ରଣା ଦଲେି।

ଦିତୀୟ ଶାମୁୟେଲ 17:15
ହୂଶଯ ଏହିସବୁ ସାଦୋକ ଓ ଅବିଯାଥର ଯାଜକମାନଙ୍କୁ କହିଲା, ଅହୀଥୋଫଲ, ଅବଶାଲୋମକକ୍ସ୍ଟ ଓ ଇଶ୍ରାୟେଲର ନେତାମାନଙ୍କୁ ଏପରି ଭାବରେ ମନ୍ତ୍ରଣା ଦଇେଥିଲା। ମାତ୍ର ମୁ ଏପରି ମନ୍ତ୍ରଣା ଦଲେି।

ଦିତୀୟ ଶାମୁୟେଲ 17:21
ଏଣୁ ସମାନେେ ଗଲାପରେ ସେ ଦକ୍ସ୍ଟଇ ଜଣ କୂଅ ମଧ୍ଯରକ୍ସ୍ଟ ବାହାରି ଦାଉଦ ରାଜାଙ୍କ ନିକଟକକ୍ସ୍ଟ ୟାଇ ଜଣାଇଲେ। ସମାନେେ ଦାଉଦଙ୍କକ୍ସ୍ଟ କହିଲେ, ଆପଣମାନେ ଏଠାରକ୍ସ୍ଟ ଶିଘ୍ର ନଦୀ ପାର ହାଇେ ଗ୍ଭଲିୟାଆନ୍ତକ୍ସ୍ଟ। କାରଣ ଅହୀଥୋଫଲ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ଏହିପରି ଭାବରେ ମନ୍ତ୍ରଣା ଦଇେଛନ୍ତି।

ପ୍ରଥମ ରାଜାବଳୀ 1:12
ଏଣୁ ତୁମ୍ଭର ଓ ତୁମ୍ଭ ପୁତ୍ର ଶଲୋମନର ଜୀବନ ବିପଦପୂର୍ଣ। ତୁମ୍ଭେ ନିଜର ଓ ନିଜ ପୁତ୍ର ଶଲୋମନର ଜୀବନ କିପରି ରକ୍ଷା କରିପାରିବ, ମୁଁ ତୁମ୍ଭକୁ ମନ୍ତ୍ରଣା ଦବେି।

Occurences : 78

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்