Base Word
יָנַח
Short Definitionto deposit; by implication, to allow to stay
Long Definitionto rest
Derivationa primitive root
International Phonetic Alphabetjɔːˈn̪ɑħ
IPA modjɑːˈnɑχ
Syllableyānaḥ
Dictionyaw-NA
Diction Modya-NAHK
Usagebestow, cast down, lay (down, up), leave (off), let alone (remain), pacify, place, put, set (down), suffer, withdraw, withhold
Part of speechv

ଆଦି ପୁସ୍ତକ 2:15
ସଦାପ୍ରଭୁ ପରମେଶ୍ବର ସହେି ମନୁଷ୍ଯକୁ ନଇେ ଏଦନ ଉଦ୍ୟାନ ରେ କୃଷିକର୍ମ ଓ ତାହାର ଯତ୍ନ ନବୋ ପାଇଁ ନିୟୁକ୍ତ କଲେ।

ଆଦି ପୁସ୍ତକ 19:16
କିନ୍ତୁ ଲୋଟ ତାଙ୍କର ସମୟ ନେଲେ ଏବଂ ଛାଡ଼ିବାକୁ ତତ୍ପର ହେଲେ ନାହିଁ ଧିର ଥିଲେ, ତେଣୁ ସହେି ସ୍ବର୍ଗଦୂତଗଣ ଲୋଟ, ତାଙ୍କ ସ୍ତ୍ରୀ ଏବଂ ତାଙ୍କର ଦୁଇ କନ୍ଯାଙ୍କର ହାତ ଧରି ନିରାପଦସ୍ଥାନକୁ ଆଗଇେ ନେଲେ। ସଦାପ୍ରଭୁ ସମାନଙ୍କେ ପ୍ରତି ସଦଯ ଥିଲେ। ତେଣୁ ସହେି ଦୁଇଜଣ ସ୍ବର୍ଗଦୂତ ଲୋଟର ପରିବାରଙ୍କୁ ନଗର ବାହାରକୁ ନଇଗେଲେ।

ଆଦି ପୁସ୍ତକ 39:16
ଏହାପରେ ସେ ସହେି କୋଟ୍ଟି ତାଙ୍କର ସ୍ବାମୀ ଆସିବା ପର୍ୟ୍ଯନ୍ତ ତାଙ୍କ ପାଖ ରେ ରଖିଲେ।

ଆଦି ପୁସ୍ତକ 42:33
ଏହାପରେ ସେ ଦେଶର କର୍ତ୍ତା ଆମ୍ଭମାନଙ୍କୁ କହିଲେ, 'ତୁମ୍ଭର ସାଧୁତାର ପ୍ରମାଣ ଦବୋ ପାଇଁ ଏହା ଏକ ବାଟ। ତୁମ୍ଭର ଜଣେ ଭାଇକୁ ଏହିଠା ରେ ମାେ ପାଖ ରେ ଛାଡ଼ି ଦଇେ ୟାଅ। ଏହି ଶସ୍ଯ ତୁମ୍ଭର ପରିବାର ପାଇଁ ନଇୟୋଅ।

ଯାତ୍ରା ପୁସ୍ତକ 16:23
ମାଶାେ ସମାନଙ୍କେୁ କହିଲେ, ଏପରି କରିବାକୁ ସଦାପ୍ରଭୁ କହିଅଛନ୍ତି, କାରଣ ଆସନ୍ତା କାଲି ମହାବିଶ୍ରାମ ଦିନ ଅର୍ଥାତ୍ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ବିଶ୍ରାମ ହବେ। ତୁମ୍ଭମାନେେ ଆଜି ଯେତିକି ଖାଦ୍ୟ ଦରକାର କରୁଛି ତାହା ଆଜି ରନ୍ଧନ କର। କିନ୍ତୁ ଯାହା ବଳିଲା, ତାହା ପ୍ରଭାତ ପର୍ୟ୍ଯନ୍ତ ସଂଚଯ କର।

ଯାତ୍ରା ପୁସ୍ତକ 16:24
ତେଣୁ ଲୋକମାନେ ବଳକା ଖାଦ୍ୟକୁ ସଂଚଯ କଲେ। ସହେି ଖାଦ୍ୟ ଜମା ନଷ୍ଟ ହେଲା ନାହିଁ। ସେଥି ରେ କୃମୀ ନଥିଲେ।

ଯାତ୍ରା ପୁସ୍ତକ 16:33
ତେଣୁ ମାଶାେ ହାରୋଣଙ୍କୁ କହିଲେ, ତୁମ୍ଭେ ଏକ ପାତ୍ର ନଇେ ଏକ ଓମର ମାନ୍ନା ପୂର୍ଣ୍ଣ କରି ସଦାପ୍ରଭୁଙ୍କ ସମ୍ମୁଖ ରେ ରଖ। ତାହା ତୁମ୍ଭମାନଙ୍କ ପୂର୍ବପୁରୁଷ ପରମ୍ପରା ନିମନ୍ତେ ରଖାୟିବ।

ଯାତ୍ରା ପୁସ୍ତକ 16:34
ସଦାପ୍ରଭୁ ମାଶାଙ୍କେୁ ଆଜ୍ଞା ଦଇେଥିବା ଅନୁସାରେ ହାରୋଣ ଏହାକୁ ନିଯମ-ସିନ୍ଦୁକ ସମ୍ମୁଖ ରେ ରଖିଲେ।

ଯାତ୍ରା ପୁସ୍ତକ 32:10
ତେଣୁ ବର୍ତ୍ତମାନ ମାେତେ ବିରକ୍ତ କର ନାହିଁ, ଯେଉଁଥିପାଇଁ ମୁଁ ସମାନଙ୍କେୁ ମାରେ କୋର୍ଧ ରେ ଧ୍ବଂସ କରିବି। ଏହାପରେ ମୁଁ ତୁମ୍ଭଠାରୁ ଏକ ମହାନ ଜାତି ସୃଷ୍ଟି କରିବି।

ଲେବୀୟ ପୁସ୍ତକ 7:15
ମଙ୍ଗଳାର୍ଥକ ବଳି ପ୍ରଭୁଙ୍କ ଧନ୍ଯବାଦର ବଳି ରୂପେ ଉତ୍ସର୍ଗ କରାୟାଏ। ସହେି ବଳିର ମାଂସ ସହେି ଉତ୍ସର୍ଗ ଦିନ ରେ ଭୋଜନ କରାୟିବ। ତହିଁରୁ କୌଣସି ମାଂସ ପରଦିନ ପ୍ରାତଃକାଳ ପର୍ୟ୍ଯନ୍ତ ରହିବ ନାହିଁ।

Occurences : 75

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்