Base Word
יָחַל
Short Definitionto wait; by implication, to be patient, hope
Long Definitionto wait, hope, expect
Derivationa primitive root
International Phonetic Alphabetjɔːˈħɑl
IPA modjɑːˈχɑl
Syllableyāḥal
Dictionyaw-HAHL
Diction Modya-HAHL
Usage(cause to, have, make to) hope, be pained, stay, tarry, trust, wait
Part of speechv

ଆଦି ପୁସ୍ତକ 8:12
ସାତଦିନ ଗଲାପରେ ନୋହ ଜାହାଜରୁ ପୂନର୍ବାର କପୋତକୁ ପଠାଇଲେ। କିନ୍ତୁ କପୋତ ଆଉ ଫରେିଲା ନାହିଁ।

ପ୍ରଥମ ଶାମୁୟେଲ 10:8
ମାେ ପୂର୍ବରକ୍ସ୍ଟ ପ୍ରଥମେ ତୁମ୍ଭେ ଗିଲ୍ଗଲ୍କକ୍ସ୍ଟ ୟିବ। ତା'ପରେ ମୁ ସଠାେକକ୍ସ୍ଟ ହାମବେଳି ଓ ମଙ୍ଗଳାର୍ଥକବଳି ରେ ଉତ୍ସର୍ଗ କରିବି। ମୁ ଆସି ତୁମ୍ଭକୁ କଣ କରିବାକୁ ହବେ କହିବା ପର୍ୟ୍ଯନ୍ତ, ତୁମ୍ଭେ ସଠାେରେ ସାତଦିନ ଅପେକ୍ଷା କରିବାକୁ ହବେ।

ପ୍ରଥମ ଶାମୁୟେଲ 13:8
ଶାମକ୍ସ୍ଟଯଲେ କହିଲେ ସେ ଗିଲ୍ଗଲ ରେ ଶାଉଲଙ୍କ ଦଖାେ କରିବାକୁ ଆସିପାରନ୍ତି। ଶାଉଲ ସଠାେରେ ସାତଦିନ ଅପେକ୍ଷା କଲେ କିନ୍ତୁ ଶାମକ୍ସ୍ଟଯଲେ ଗିଲ୍ଗଲ ଆସିଲେ ନାହିଁ। ଏବଂ ସୈନିକମାନେ ଶାଉଲଙ୍କଠାରକ୍ସ୍ଟ ଧି ରେ ଧି ରେ ବିଦାଯନବୋ ଆରମ୍ଭ କଲେ।

ଦିତୀୟ ଶାମୁୟେଲ 18:14
ଯୋୟାବ କହିଲା, ମୁ ଏଠା ରେ ତକ୍ସ୍ଟମ୍ଭ ସହିତ ସମୟ ନଷ୍ଟ କରି ପାରିବି ନାହିଁ।

ଦିତୀୟ ରାଜାବଳୀ 6:33
ଇଲୀଶାୟ ଏହିପରି କଥାବାର୍ତ୍ତା କରୁଥିବା ବେଳେ, ସେ ଦୂତ ତାହା ପାଖକୁ ଆସିଲା, ଆଉ ସେ କହିଲା, ଏହି ଅସୁବିଧା ସଦାପ୍ରଭୁଙ୍କଠାରୁ, ମୁଁ କାହିଁକି ଆଉ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବି?

ଆୟୁବ ପୁସ୍ତକ 6:11
ମାରେ କ'ଣ ଶକ୍ତି ବାକି ରହିଛି ଯେ ମୁଁ ଆଶା କରିବି ? ମୁଁ ଜାଣନୋ ମାରେ କ'ଣ ହବୋକୁ ଯାଉଛି। ସେଥିପାଇଁ ମାରେ ର୍ଧୈୟ୍ଯ ଧରିବା ପାଇଁ କୌଣସି କାରଣ ନାହିଁ।

ଆୟୁବ ପୁସ୍ତକ 13:15
ସେ ମାେତେ ମାରି ଦଇେ ପାରନ୍ତି, ମୁଁ ଭରସା ବିହିନ। ତଥାପି ତାଙ୍କ ସମ୍ମୁଖ ରେ ମାରେ ପକ୍ଷ ପ୍ରସ୍ତୁତ କରିବି।

ଆୟୁବ ପୁସ୍ତକ 14:14
ମନୁଷ୍ଯ ମଲେ କ'ଣ ପୁଣି ଆଉ ବଞ୍ଚିବ ? ମୁଁ ନିଶ୍ଚଯ ଅପେକ୍ଷା କରିବି ଯେତଦେିନ ପର୍ୟ୍ଯନ୍ତ ମୁଁ ମୁକ୍ତ ନ ହାଇେଛି।

ଆୟୁବ ପୁସ୍ତକ 29:21
ଅତୀତ ରେ ଲୋକେ ମାେ କଥାକୁ ନିରବ ଚାପ ଶୁଣିଥିଲେ। ଯେତବେେଳେ ସମାନେେ ମାେ ପାଖକୁ କୌଣସି ଉପଦେଶ ପାଇଁ ଆସୁଥିଲେ।

ଆୟୁବ ପୁସ୍ତକ 29:23
ଲୋକେ ବର୍ଷାକୁ ଅପେକ୍ଷା କଲାପରି ମାେ କଥା ଶୁଣିବାକୁ ଅପେକ୍ଷା କରୁଥିଲେ। ଲୋକେ ମାରେ କଥାକୁ ବସନ୍ତଋତୁର ବର୍ଷାଭଳି ପାନ କରୁଥିଲେ।

Occurences : 40

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்