Base Word
יוֹתָם
Short DefinitionJotham, the name of three Israelites
Long Definitionson of king Uzziah of Judah by Jerushah; king of Judah for 16 years and contemporary with Isaiah and king Pekah of Israel
Derivationfrom H3068 and H8535; Jehovah (is) perfect
International Phonetic Alphabetjoˈt̪ɔːm
IPA modjo̞wˈtɑːm
Syllableyôtām
Dictionyoh-TAWM
Diction Modyoh-TAHM
UsageJotham
Part of speechn-pr-m

ବିଚାରକର୍ତାମାନଙ୍କ ବିବରଣ 9:5
ଅବୀମଲକେ ନିଜର ପିତୃଗୃହ ଆଫ୍ରାକକ୍ସ୍ଟ ଗଲା। ସେ ତା'ର ସତକ୍ସ୍ଟରି ଜଣ ଭାଇମାନଙ୍କୁ ସଠାେରେ ଗୋଟିଏ ପଥର ରେ ହତ୍ଯା କଲା। କିନ୍ତୁ ୟିରକ୍ସ୍ଟଦ୍ଦାଲ୍ର କନିଷ୍ଠ ପକ୍ସ୍ଟତ୍ର ନିଜକକ୍ସ୍ଟ ଲକ୍ସ୍ଟଗ୍ଭଇ ରଖିଲା। ତା'ର ନାମ ଯୋଥମ୍ ଥିଲା।

ବିଚାରକର୍ତାମାନଙ୍କ ବିବରଣ 9:7
ୟୋଥମ୍ ଜାଣିବାକକ୍ସ୍ଟ ପାଇଲେ ଯେ, ନଗରର ସମସ୍ତ ଲୋକ ଶିଖମର ନତେୃବର୍ଗ ଅବୀମଲକେକକ୍ସ୍ଟ ସମାନଙ୍କେର ରାଜା କରିଛନ୍ତି। ଏକଥା ଶକ୍ସ୍ଟଣି ସେ ଗରିଷୀମ ପର୍ବତ ଉପରେ ଠିଆ ହାଇେ ଲୋକମାନଙ୍କୁ ଉଚ୍ଚସ୍ବର ରେ କହିଲେ, ତୁମ୍ଭେ ଶିଖିମ ନଗରର ନତେୃବର୍ଗଗଣ,

ବିଚାରକର୍ତାମାନଙ୍କ ବିବରଣ 9:21
ଏହାପରେ ଯୋଥମ୍ ବରେ ନାମକ ସହରକକ୍ସ୍ଟ ଶିଘ୍ର ପଳାଇଲା। ଯୋନାଥନ ସଠାେରେ ରହିଲା କାରଣ ସେ ଅବୀମଲକଙ୍କେକ୍ସ୍ଟ ଭୟ କରୁ ଥିଲା।

ବିଚାରକର୍ତାମାନଙ୍କ ବିବରଣ 9:57
ସଦାପ୍ରଭୁ ପରମେଶ୍ବର ଶିଖିମ ନିବାସୀମାନଙ୍କର ସମସ୍ତ ପାପପୂର୍ଣ୍ଣ କାର୍ୟ୍ଯ ଯୋଗୁ ଯଥାର୍ଥ ଦଣ୍ତ ଦେଲେ ଏବଂ ୟିରକ୍ସ୍ଟବାଦ୍ଦଲର ପକ୍ସ୍ଟତ୍ର ଯୋଥମ ଦଇେଥିବା ଅଭିଶାପ ସମାନଙ୍କେ ଉପରେ ପଡିଲା।

ଦିତୀୟ ରାଜାବଳୀ 15:5
ପୁଣି ସଦାପ୍ରଭୁ ଅସରିଯଙ୍କୁ ମରଣ ପର୍ୟ୍ଯନ୍ତ କୁଷ୍ଠୀ କରି ଦେଲେ ଓ ସେ ଏକ ପୃଥକ ଗୃହ ରେ ବାସ କଲେ। ଆଉ ରାଜାଙ୍କର ପୁତ୍ର ଯୋଥମ ଗୃହର କର୍ତ୍ତା ହାଇେ ଦେଶସ୍ଥ ଲୋକମାନଙ୍କର ବିଗ୍ଭର କଲେ।

ଦିତୀୟ ରାଜାବଳୀ 15:7
ଅସରିଯଙ୍କର ମୃତ୍ଯୁ ହେଲା ଓ ସେ ତାଙ୍କର ପୂର୍ବପୁରୁଷଗଣଙ୍କ ସହିତ ଦାଉଦ ନଗର ରେ କବର ପାଇଲେ। ଅସରିଯଙ୍କର ମୃତ୍ଯୁପରେ, ଯୋଥମ ଅସରିଯଙ୍କ ପୁତ୍ର ନୂତନ ରାଜାରୂପେ ପରିଚିତ ହେଲେ।

ଦିତୀୟ ରାଜାବଳୀ 15:30
ଏହାପରେ ଏଲାଙ୍କର ପୁତ୍ର ହାେେଶୟ ରମଲିଯଙ୍କର ପୁତ୍ର ପକହଙ୍କେର ବିରୁଦ୍ଧ ରେ ଚକ୍ରାନ୍ତ କଲେ ଓ ସେ ତାଙ୍କୁ ଆଘାତ କରି ବଧ କଲେ। ପୁଣି ଯିହୁଦା ଉପରେ ଉଷିୟଙ୍କର ପୁତ୍ର ଯୋଥମଙ୍କର ରାଜତ୍ବର କୋଡିଏ ବର୍ଷ ରେ ତାଙ୍କର ପଦ ରେ ରାଜ୍ଯ କଲେ।

ଦିତୀୟ ରାଜାବଳୀ 15:32
ଇଶ୍ରାୟେଲର ରାଜା ରମଲିଯଙ୍କର ପୁତ୍ର ପକହଙ୍କେ ରାଜତ୍ବର ଦ୍ବିତୀୟ ବର୍ଷ ରେ ଯିହୁଦାର ରାଜା ଉଷିୟଙ୍କର ପୁତ୍ର ଯୋଥମ ରାଜ୍ଯ କରିବାକୁ ଆରମ୍ଭ କଲେ।

ଦିତୀୟ ରାଜାବଳୀ 15:36
ଯୋଥମଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ମହାନ କ୍ରିଯା ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

ଦିତୀୟ ରାଜାବଳୀ 15:38
ଅନନ୍ତର ଯୋଥମଙ୍କର ମୃତ୍ଯୁ ହେଲା ଓ ସେ ତାଙ୍କ ପୂର୍ବପୁରୁଷଙ୍କ ସହିତ ଦାଉଦ ନଗର ରେ କବର ନେଲେ। ତାଙ୍କର ପୁତ୍ର ଆହସ ତାଙ୍କ ପଦ ରେ ରାଜ୍ଯ କଲେ।

Occurences : 24

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்