Base Word
יוֹנֶקֶת
Short Definitiona sprout
Long Definitionyoung plant, twig, young shoot
Derivationfeminine of H3126
International Phonetic Alphabetjo.n̪ɛˈk’ɛt̪
IPA modjo̞w.nɛˈkɛt
Syllableyôneqet
Dictionyoh-neh-KET
Diction Modyoh-neh-KET
Usage(tender) branch, young twig
Part of speechn-f

ଆୟୁବ ପୁସ୍ତକ 8:16
ସହେି ବ୍ଯକ୍ତି ଏକ ଲତା ସଦୃଶ ୟିଏ ପ୍ରଚୁର ପାଣି ଓ ସୂର୍ୟ୍ଯ କିରଣ ରେ ବଢ଼େ। ତାହାର ଶାଖା ପ୍ରଶାଖା ସମସ୍ତ ଉଦ୍ୟାନ ରେ ବ୍ଯାପି ଥାଏ।

ଆୟୁବ ପୁସ୍ତକ 14:7
ଗୋଟିଏ ଗଛ ପାଇଁ ମଧ୍ଯ ଆଶା ଅଛି। ଯଦି ଥରେ ଏହା କଟା ହାଇୟୋଏ, ଏହା ମଧ୍ଯ ପୁଣି ବଞ୍ଚିପା ରେ। ପୁଣି ଡ଼ାଳପତ୍ର ମଲେି ଶାଖା ବୃଦ୍ଧି କରିପା ରେ।

ଆୟୁବ ପୁସ୍ତକ 15:30
ଦୁଷ୍ଟଲୋକ ଅନ୍ଧକାରରୁ ରକ୍ଷାପାଇ ପାରିବ ନାହିଁ। ସେ ଏକ ବୃକ୍ଷ ସଦୃଶ, ଯାହାର ପତ୍ର ରୋଗିଣା ହାଇେ ଶୁଖିୟାଏ ଏବଂ ପବନ ତାକୁ ଉଡ଼ାଇ ନିଏ।

ଗୀତସଂହିତା 80:11
ଭୂମଧ୍ଯସାଗର ପର୍ୟ୍ଯନ୍ତ ଆପଣା ଶାଖା ଓ ଫରାତ୍ ନଦୀ ପର୍ୟ୍ଯନ୍ତ ଆପଣା ପଲ୍ଲବ ବିସ୍ତାର କଲା।

ଯିହିଜିକଲ 17:22
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, ମୁଁ ନିଜେ ଏରସ ବୃକ୍ଷର ଅଗ୍ରଭାଗକୁ ନଇୟିବେି ଓ ତା'ର କୋମଳ ଅଗ୍ରଭାଗକୁ କାଟିବି ଏବଂ ଏହାକୁ ପର୍ବତର ଶୀର୍ଷ ରେ ରୋପଣ କରିବି।

ହୋଶେୟ 14:6
ଇଶ୍ରାୟେଲ ଶାଖାଗୁଡିକ ବଢିବେ ଓ ସେ ଗୋଟିଏ ସୁନ୍ଦର ଅଲିଭ୍ ଗଛ ଭଳି ହବେ। ଲିବାନୋନର ଦବଦୋରୁ ଗଛଗୁଡିକ ସୁବାସ ବିତରଣ କଲାପରି ସେ ହବେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்