Base Word
יוֹאָשׁ
Short DefinitionJoash, the name of six Israelites
Long Definitionson of king Ahaziah and the 8th king of Judah
Derivationor יֹאָשׁ; (2 Chronicles 24:1), a form of H3060
International Phonetic Alphabetjoˈʔoʃ
IPA modjo̞wˈʔoʃ
Syllableyôʾoš
Dictionyoh-OHSH
Diction Modyoh-OHSH
UsageJoash
Part of speechn-pr-m

ବିଚାରକର୍ତାମାନଙ୍କ ବିବରଣ 6:11
ଏହାପରେ ସଦାପ୍ରଭୁଙ୍କର ଦୂତ ଆସି ଅବୀଯେଷ୍ରୀଯ ଯୋୟାସର ଅଧିକାର ସ୍ଥିତି ଅଫ୍ରା ରେ ଅଲୋନ୍ ବୃକ୍ଷ ମୂଳ ରେ ବସିଲେ। ସହେି ସମୟରେ ତା'ର ପକ୍ସ୍ଟତ୍ର ଗିଦ୍ଦଯୋନ ଦ୍ରାକ୍ଷାକକ୍ସ୍ଟଣ୍ତ ରେ ଗହମ ଝାଡକ୍ସ୍ଟଥିଲେ। ସେ ଏଥିପାଇଁ ଲକ୍ସ୍ଟଚକ୍ସ୍ଟଥିଲେ ଯେ, ମିଦିଯନୀଯମାନେ ଯେପରି ଗହମ ନ ଦବେେ।

ବିଚାରକର୍ତାମାନଙ୍କ ବିବରଣ 6:29
ସହରର ଲୋକମାନେ ପରସ୍ପର କକ୍ସ୍ଟହାକକ୍ସ୍ଟହି ହେଲେ। କିଏ ଏହା କରିଛି? ସମସ୍ତେ ଖାଜେିବ ଓ ତଦନ୍ତ ନବୋ ପରେ,

ବିଚାରକର୍ତାମାନଙ୍କ ବିବରଣ 6:30
ତେଣୁ ସହରର ସମସ୍ତ ଲୋକ ୟୋଯାଶ ନିକଟକକ୍ସ୍ଟ ଗଲେ ଏବଂ ତାକକ୍ସ୍ଟ କହିଲେ। ତୋର ପକ୍ସ୍ଟଅକକ୍ସ୍ଟ ବାହାର କର, ସେ ବାଲ- ଦବେତାର ୟଜ୍ଞବଦେୀକକ୍ସ୍ଟ ଧ୍ବଂସ କରିଛି ଏବଂ ଆଶରେ ସ୍ତମ୍ଭକକ୍ସ୍ଟ କାଟି ପକାଇଛି ଯାହାକି ୟଜ୍ଞବଦେୀ ନିକଟରେ ଥିଲା। ସେଥିପାଇଁ ତୁମ୍ଭର ପକ୍ସ୍ଟଅ ନିଶ୍ଚିତ ମରିବ।

ବିଚାରକର୍ତାମାନଙ୍କ ବିବରଣ 6:31
ଏହାପରେ ୟୋଯାଶ ତାଙ୍କ ଚତକ୍ସ୍ଟଃପାଶର୍‌ବ ରେ ଘରେି ରହିଥିବା ଲୋକମାନଙ୍କୁ କହିଲେ, ତୁମ୍ଭମାନେେ କ'ଣ ବାଲ୍କକ୍ସ୍ଟ ପ୍ରତିରକ୍ଷା କରିବ? ତୁମ୍ଭେ ତାଙ୍କୁ ରକ୍ଷା କରିବ କି? ୟିଏ ବାଲ୍ ସକାେଶ ୟକ୍ସ୍ଟକ୍ତି କଲ, ସକାଳେ ତାକକ୍ସ୍ଟ ମୃତକ୍ସ୍ଟ୍ଯ ଦଣ୍ତ ଦିଆୟିବ। ଯଦି ବାଲ୍ ଦବେତା ଅଟେ, ସେ ନିଜେ ତାଙ୍କର ପ୍ରତିରକ୍ଷା କରୁ, ୟିଏ ତା'ର ୟଜ୍ଞବଦେୀ ଭାଙ୍ଗି ଅଛି।

ବିଚାରକର୍ତାମାନଙ୍କ ବିବରଣ 7:14
ସହେି ଲୋକଟିର ବନ୍ଧକ୍ସ୍ଟ ଏହି ସ୍ବପ୍ନର ଅର୍ଥ ବକ୍ସ୍ଟଝି ପାରିଲା, ସେ କହିଲା, ଇଶ୍ରାୟେଲୀରକ୍ସ୍ଟ ଆସିଥିବା ଯୋୟାସର ପକ୍ସ୍ଟତ୍ର ଗିଦ୍ଦିୟୋନଙ୍କର ଖଡ୍ଗ ଏହା ଛଡା ଆଉ କିଛି ନକ୍ସ୍ଟ ହେଁ। ପରମେଶ୍ବର ମିଦିଯନୀଯମାନଙ୍କୁ ଓ ସମସ୍ତ ଶିବିରକକ୍ସ୍ଟ ତାଙ୍କ ହସ୍ତ ରେ ଦଇେଛନ୍ତି।

ବିଚାରକର୍ତାମାନଙ୍କ ବିବରଣ 8:13
ଏହାପରେ ଯୋୟାଶର ପକ୍ସ୍ଟତ୍ର ଗିଦ୍ଦିୟୋନ ଯୁଦ୍ଧରୁ ଫରେି ଆସିଲେ। ସମାନେେ ହରେସହର ଘାଟିଦଇେ ଯୁଦ୍ଧରୁ ଫରେି ଆସିଲେ।

ବିଚାରକର୍ତାମାନଙ୍କ ବିବରଣ 8:29
ଏହାପରେ ଯୋୟାଶର ପକ୍ସ୍ଟତ୍ର ୟିରକ୍ସ୍ଟଦ୍ଦାଲ ୟାଇ ନିଜ ଗୃହ ରେ ବାସ କଲେ।

ବିଚାରକର୍ତାମାନଙ୍କ ବିବରଣ 8:32
ୟୋଯାଶର ପକ୍ସ୍ଟତ୍ର ଗିଦ୍ଦିୟୋନ ଅତ୍ଯଧିକ ବାର୍ଦ୍ଧକ୍ଯ ରେ ପହଞ୍ଚି ମୃତକ୍ସ୍ଟ୍ଯ ବରଣ କଲେ। ଅବୀଯେଷ୍ରୀଯମାନଙ୍କ ଅଫ୍ରାର ସହର ରେ ତାଙ୍କ ପିତା ଯୋୟାଶର ନିଜର କବର ରେ ଗିଦ୍ଦିୟୋନକକ୍ସ୍ଟ କବର ଦିଆଗଲା।

ବିଚାରକର୍ତାମାନଙ୍କ ବିବରଣ 8:32
ୟୋଯାଶର ପକ୍ସ୍ଟତ୍ର ଗିଦ୍ଦିୟୋନ ଅତ୍ଯଧିକ ବାର୍ଦ୍ଧକ୍ଯ ରେ ପହଞ୍ଚି ମୃତକ୍ସ୍ଟ୍ଯ ବରଣ କଲେ। ଅବୀଯେଷ୍ରୀଯମାନଙ୍କ ଅଫ୍ରାର ସହର ରେ ତାଙ୍କ ପିତା ଯୋୟାଶର ନିଜର କବର ରେ ଗିଦ୍ଦିୟୋନକକ୍ସ୍ଟ କବର ଦିଆଗଲା।

ପ୍ରଥମ ରାଜାବଳୀ 22:26
ଆହାବ୍, ମୀଖାଯକୁ ବନ୍ଦୀ କରିବାକୁ ଜଣେ ଅଧ୍ଯକ୍ଷକୁ ଆଦେଶ ଦେଲେ ଏବଂ ତାକୁ ଆମାନରେ ନଗରାଧ୍ଯକ୍ଷ ଓ ୟୁବରାଜ ଯୋୟାଶର ନକଟକୁ ନଇେ ୟିବାକୁ କହିଲେ।

Occurences : 47

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்