Base Word
יְהוֹיָקִים
Short DefinitionJehojakim, a Jewish king
Long Definitionson of Josiah and the third from the last king of Judah; subject vassel of Nebuchadnezzar who reigned for 11 years before he died a violent death either in combat or by the hands of his own subjects
Derivationfrom H3068 abbreviated and H6965; Jehovah will raise
International Phonetic Alphabetjɛ̆.ho.jɔːˈk’ɪi̯m
IPA modjɛ̆.ho̞w.jɑːˈkiːm
Syllableyĕhôyāqîm
Dictionyeh-hoh-yaw-KEEM
Diction Modyeh-hoh-ya-KEEM
UsageJehoiakim
Part of speechn-pr-m

ଦିତୀୟ ରାଜାବଳୀ 23:34
ତହୁଁ ଫାରୋ-ନଖୋ ଯୋଶିୟଯଙ୍କର ପୁତ୍ର ଇଲିଯାକୀମ୍ ୟିଏ ଯୋଶିୟଯଙ୍କର ସ୍ଥାନ ରେ ନୂଆ ରାଜା ପଦ ରେ ଘୋଷଣା କଲେ, ସେ ତାଙ୍କର ନାମ ଯିହାୟୋଦାରକୀମ୍ ରଖିଲା। କିନ୍ତୁ ଯିହାୟୋଦାରହସ୍ଙ୍କୁ ସେ ମିଶରକୁ ନଇଗେଲେ ଓ ସହେିଠା ରେ ତାଙ୍କର ମୃତ୍ଯୁ ହେଲା।

ଦିତୀୟ ରାଜାବଳୀ 23:35
ଯିହାୟୋକୀମ୍ ଫାରୋକୁ ସହେି ସବୁ ସୁନା ଓ ରୂପା ଦେଲେ ମାତ୍ର ଫାରୋ ଆଜ୍ଞାନୁସା ରେ ସହେି ରେ ୗପ୍ୟ ଓ ସୁବର୍ଣ୍ଣ ଦବୋ ନିମିତ୍ତ ସେ ଦସବୋସୀଙ୍କ ଉପରେ କର ବସାଇଲେ। ସେ ଫାରୋଙ୍କୁ ଦବୋ ପାଇଁ ନିରୁପିତ କର ଅନୁସାରେ ଦେଶବାସୀଙ୍କଠାରୁ ସହେି ରୂପା ଓ ସୁନା ଆଦାଯ କଲେ।

ଦିତୀୟ ରାଜାବଳୀ 23:36
ଯିହାୟୋଦାରକୀମ୍ ଯେତବେେଳେ ରାଜା ହେଲ ଯେତବେେଳେ ତାଙ୍କୁ ପଚିଶ ବର୍ଷ ହାଇେଥିଲା। ସେ ୟିରୁଶାଲମ୍ ରେ ଏଗାର ବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କ ନାମ ସବୀଦା ଓ ସେ ରୂମା ନିବାସୀ ପଦାଯର କନ୍ଯା ଥିଲେ।

ଦିତୀୟ ରାଜାବଳୀ 24:1
ଯିହାୟୋକୀମ୍ର ରାଜତ୍ବ କାଳ ରେ, ବାବିଲର ରାଜା ନବୂଖଦ୍ନିତ୍ସର ୟିହୂଦା ଓ ଯିହାୟୋକୀମ୍କୁ ତିନି ବର୍ଷ ଧରି ଆକ୍ରମଣ କଲେ। ତା'ପରେ ସେ ତାଙ୍କୁ ଅମାନ୍ଯ କରି ତାଙ୍କର ବିଦ୍ରୋହୀ ହେଲ।

ଦିତୀୟ ରାଜାବଳୀ 24:5
ଏହି ଯିହାୟୋଦାରକୀମ୍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିଯା ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଛି।

ଦିତୀୟ ରାଜାବଳୀ 24:6
ଯିହାୟୋଦାରକୀମଙ୍କ ମୃତ୍ଯୁ ହେଲା ଓ ସେ ତାଙ୍କର ପୂର୍ବପୁରୁଷଙ୍କ ସହିତ କବର ନେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ରାଜ୍ଯ କଲେ।

ଦିତୀୟ ରାଜାବଳୀ 24:19
ସିଦିକିଯ ଯିହାୟୋଦାରଖୀନଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମମାନ କଲେ।

ପ୍ରଥମ ବଂଶାବଳୀ 3:15
ଯୋଶିୟଯଙ୍କ ପୁତ୍ରମାନଙ୍କର ତାଲିକା ଏହି : ପ୍ରଥମ ପୁତ୍ର ୟୋହାନନ୍, ଦ୍ବିତୀୟ ପୁତ୍ର, ଯିହାୟୋଦାରକୀମ୍, ତୃତୀୟ ପୁତ୍ର ସିଦିକିଯ, ଚତୁର୍ଥ ପୁତ୍ର ଶଲ୍ଲୁମ୍।

ପ୍ରଥମ ବଂଶାବଳୀ 3:16
ଯିହାୟୋଦାରକୀମଙ୍କ ପୁତ୍ର ଥିଲେ ଯିହାୟୋଦାରଚୀନ୍, ତାଙ୍କର ପୁତ୍ର ଥିଲେ ସିଦିକିଯ।

ଦିତୀୟ ବଂଶାବଳୀ 36:4
ମିଶରର ରାଜା ଯିହାୟୋଦାରହସ୍ଙ୍କ ଭ୍ରାତା ଇଲୀଯାକୀମଙ୍କୁ ଯିହୁଦା ଓ ୟିରୁଶାଲମର ନୂତନ ରାଜା କଲେ। ଏହାପରେ ମିଶରର ରାଜା ଇଲୀଯାକୀମ୍ଙ୍କର ନାମକୁ ପରିବର୍ତ୍ତନ କରି ଯିହାୟୋଦାରକୀମ୍ ଦେଲେ। କିନ୍ତୁ ନଖୋ ଯିହାୟୋଦାରକୀମ୍ର ଭାଇ ଯିହାୟୋଦାରହସ୍ଙ୍କୁ ମିଶରକୁ ନଇଗେଲେ।

Occurences : 37

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்