Base Word
יְהוֹאָשׁ
Short DefinitionJehoash, the name of two Israelite kings
Long Definitionson of king Ahaziah and the 8th king of Judah
Derivationfrom H3068 and (perhaps) H0784; Jehovah-fired
International Phonetic Alphabetjɛ̆.hoˈʔoʃ
IPA modjɛ̆.ho̞wˈʔoʃ
Syllableyĕhôʾoš
Dictionyeh-hoh-OHSH
Diction Modyeh-hoh-OHSH
UsageJehoash
Part of speechn-pr-m

ଦିତୀୟ ରାଜାବଳୀ 11:21
ୟୋଯାଶ ସାତବର୍ଷ ବଯସ ରେ ରାଜତ୍ବ କଲେ।

ଦିତୀୟ ରାଜାବଳୀ 12:1
ଇଶ୍ରାୟେଲ ରେ ଯହେୂଙ୍କ ରାଜତ୍ବର ସପ୍ତମ ବର୍ଷ ରେ ୟୋଯାଶଙ୍କ ଶାସନ ଆରମ୍ଭ ହେଲା। ସେ ୟିରୁଶାଲମ ରେ ଚାଳିଶ ବର୍ଷ ରାଜତ୍ବ କଲେ। ତାଙ୍କର ମାତା ବରେଶବୋ ନିବାସିନୀ ସିବିଯା ନାମ ରେ ଖ୍ଯାତ ଥିଲେ।

ଦିତୀୟ ରାଜାବଳୀ 12:2
ଯୋୟାଶ୍ ତାଙ୍କର ସମଗ୍ର ଜୀବନ କାଳ ରେ ଯାଜକ ୟିହୋଯାଦାଙ୍କ ଶିକ୍ଷାନୁସା ରେ ସଦାପ୍ରଭୁଙ୍କ ଆଜ୍ଞାପାଳନ କଲେ ଏବଂ ସେ ଯାହା କଲେ ତାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ଉତ୍ତମ ଥିଲା।

ଦିତୀୟ ରାଜାବଳୀ 12:4
ଅନନ୍ତର ଯୋୟାଶ୍ ଯାଜକମାନଙ୍କୁ କହିଲେ, ସଦାପ୍ରଭୁଙ୍କ ମନ୍ଦିର ରେ ଅଧିକ ଟଙ୍କା ରହିଛି, ଯାହାକୁ ଲୋକମାନେ ଆଣିଲେ। ସମାନେେ ଜନ ଗଣନା ସମୟରେ ବର ଦେଲେ। ସମାନେେ ସମାନଙ୍କେର ଅନୁସାରେ ମୁଦ୍ରା ଦେଲେ।

ଦିତୀୟ ରାଜାବଳୀ 12:6
ମାତ୍ର ଯାଜକମାନେ ଯୋୟାଶ୍ ରାଜତ୍ବର ତଇେଶି ବର୍ଷ ପର୍ୟ୍ଯନ୍ତ ଗୃହର କ୍ଷତିସ୍ଥାନ ମରାମତି କରି ନ ଥିଲେ।

ଦିତୀୟ ରାଜାବଳୀ 12:7
ତେଣୁ ରାଜା ଯୋୟାଶ୍ ଯାଜକ ଯିହାୟୋଦାରଦା ଓ ଅନ୍ୟ ଯାଜକମାନଙ୍କୁ ଡକାଇଲେ ଏବଂ କହିଲେ, ତୁମ୍ଭମାନେେ ସଦାପ୍ରଭୁ ମନ୍ଦିରର ଉଗ୍ନସ୍ଥାନମାନ କାହିଁକି ମରାମତି କରୁ ନାହିଁ? ତୁମ୍ଭେ ସବୋ କରିଥିବା ଲୋକମାନଙ୍କଠାରୁ ଆଉ ମୁଦ୍ରା ନିଅ ନାହିଁ। ସହେି ମୁଦ୍ରାକୁ ସଦାପ୍ରଭୁଙ୍କ ମନ୍ଦିରର ଭଗ୍ନସ୍ଥାନ ପାଇଁ ମରାମତି ରେ ବ୍ଯବହାର ହେଉ।

ଦିତୀୟ ରାଜାବଳୀ 12:18
ଏଥି ରେ ଯିହୁଦାର ରାଜା ଯୋୟାଶ୍ ଆପଣା ପୂର୍ବପୁରୁଷ ୟିହୋଶାଫଟ, ୟିହୋରାମ ଓ ଅହସିଯ ପ୍ରଭୃତି ରାଜାଗଣ ସଦାପ୍ରଭୁଙ୍କୁ ଅର୍ପଣ କରିଥିବା ସମସ୍ତ ପବିତ୍ର ବସ୍ତ୍ର ଓ ସୁବର୍ଣ୍ଣ ଓ ଯୋୟାଶ୍ ସଦାପ୍ରଭୁଙ୍କ ଭଣ୍ତାର ରେ ଏବଂ ରାଜ ପ୍ରାସାଦ ରେ ରଖାୟାଇଥିବା ସୁବର୍ଣ୍ଣ ଆଦି ମୂଲ୍ଯବାନ ଦ୍ରବ୍ଯଗୁଡିକୁ ଅରାମର ରାଜା ହସାଯଲେ ନିକଟକୁ ପଠାଇଲେ, ତେଣୁ ସେ ଆଉ ୟିରୁଶାଲମ ବିରୁଦ୍ଧ ରେ ଗଲେ ନାହିଁ।

ଦିତୀୟ ରାଜାବଳୀ 13:10
ଯିହୁଦା ରେ ଯୋୟାଶ୍ ରାଜାଙ୍କ ସପ୍ତତ୍ରିଂଶ ବର୍ଷ ରାଜତ୍ବ କାଳ ରେ ଯିହାୟୋଦାରଶ୍ଙ୍କ ପୁତ୍ର ଯୋୟାଶ୍ ଶମରିଯା ରେ ଇଶ୍ରାୟେଲ ଉପରେ ରାଜତ୍ବ କରିବାକୁ ୟାଇ ଷୋହଳ ବର୍ଷ ରାଜ୍ଯଶାସନ କଲେ।

ଦିତୀୟ ରାଜାବଳୀ 13:25
ତାଙ୍କର ମୃତ୍ଯୁ ପୁର୍ବରୁ ୟୋଯାଶଙ୍କର ପିତା ଯିହାୟୋଦାରହସ୍ଙ୍କଠାରୁ ନଗରଗୁଡିକୁ ହସାଯଲେ ଅଧିକାର କରି ନେଲେ। ଯିହାୟୋଦାରହସ୍ଙ୍କ ପୁତ୍ର ୟୋଯାଶ ହସାଯେଲ୍ର ପୁତ୍ର ବିନ୍ହଦଦ୍ଙ୍କଠାରୁ ସହେି ନଗର ଗୁଡିକ ପୁନର୍ବାର ନେଲେ। ଯୋୟାଶ୍ ବିନହଦଦ୍ଙ୍କୁ ତିନିଥର ପରାସ୍ତ କରି ଇଶ୍ରାୟେଲର ନଗରଗୁଡିକୁ ନଇେଥିଲେ।

ଦିତୀୟ ରାଜାବଳୀ 14:8
ଅମତସିଯ ଯହେୂଙ୍କ ପୌତ୍ର ଓ ଯିହାୟୋଦାରହସ୍ଙ୍କ ପୁତ୍ର ୟୋଯାଶଙ୍କ ନିକଟକୁ ସନ୍ଦେଶବାହ ପଠାଇଲେ, ଇଶ୍ରାୟେଲ ରାଜା କହୁଛନ୍ତି, ଆସ, ଆମ୍ଭମାନେେ ପରସ୍ପର ସମ୍ମୁଖା ସମ୍ମୁଖୀ ହାଇେ ୟୁଦ୍ଧ କରିବା।

Occurences : 17

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்