Base Word
יְהַב
Short Definitionto give (whether literal or figurative); generally, to put; imperatively (reflexive) come
Long Definitionto give, provide
Derivationcorresponding to H3051
International Phonetic Alphabetjɛ̆ˈhɑb
IPA modjɛ̆ˈhɑv
Syllableyĕhab
Dictionyeh-HAHB
Diction Modyeh-HAHV
Usagedeliver, give, lay, + prolong, pay, yield
Part of speechv

ଏଜ୍ରା 4:20
ମଧ୍ଯ ୟିରୁଶାଲମ ରେ ପରାକ୍ରାନ୍ତ ରାଜଗଣ ଥିଲେ। ସମାନେେ ନଦୀ ସପୋରିସ୍ଥ ତାବତ୍ ଦେଶ ରେ ରାଜତ୍ବ କଲେ। ଆଉ ସମାନଙ୍କେୁ କର, ରାଜସ୍ବ ଓ ମାଶୁଲ ଦିଆଗଲା।

ଏଜ୍ରା 5:12
ମାତ୍ର ଆମ୍ଭର ପୂର୍ବପୁରୁଷଗଣ ସ୍ବର୍ଗର ପରମେଶ୍ବରଙ୍କୁ କୋର୍ଧିତ କରିଥିଲେ। ତେଣୁ ସେ ସମାନଙ୍କେୁ ବାବିଲର ରାଜା କଲଦୀଯ ନବୂଖଦ୍ନିତ୍ସର ହସ୍ତ ରେ ସମର୍ପଣ କଲେ। ତେଣୁ ସେ ଏହି ମନ୍ଦିର ବିନାଶକାରୀ ଲୋକମାନଙ୍କୁ ବାବିଲକୁ ନଇଗେଲେ।

ଏଜ୍ରା 5:14
ଆହୁରି ନବୂଖଦ୍ନିତ୍ସର ପରମେଶ୍ବରଙ୍କ ମନ୍ଦିରର ଯେଉଁସବୁ ସ୍ବର୍ଣ୍ଣ ଓ ରେ ୗପ୍ୟ ପାତ୍ର ୟିରୁଶାଲମସ୍ଥ ମନ୍ଦିରରୁ ନଇେ ବାବିଲସ୍ଥ ମନ୍ଦିରକୁ ଆଣିଲା, ତାହାସବୁ କରୋସ୍ ରାଜା ବାବିଲସ୍ଥ ମନ୍ଦିରରୁ ବାହାରକରି ଦେଲେ। ପୁଣି ସେସବୁ ଶେଶବସର ନାମକ ତାଙ୍କ ଦ୍ବାରା ନିୟୁକ୍ତ ଶାସନକର୍ତ୍ତା ହସ୍ତ ରେ ସମର୍ପିତ କଲେ।

ଏଜ୍ରା 5:16
ତେଣୁ ଶେଶବସର ଆସି ୟିରୁଶାଲମ ରେ ପରମେଶ୍ବରଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପନ କଲା। ଆଉ ସହେି ସମଯାବଧି ବର୍ତ୍ତମାନ ପର୍ୟ୍ଯନ୍ତ ତାହା ନିର୍ମିତ ହେଉଅଛି। ତଥାପି ତାହା ସମ୍ପୂର୍ଣ୍ଣ ହାଇେ ନାହିଁ।

ଏଜ୍ରା 6:4
ତହିଁରେ ତିନିଧାନି ବଡ ଼ବଡ଼ ପ୍ରସ୍ତର ରେ ଓ ଏକଧାଡି ନୂତନ କଡିକାଠ ରେ ଗୁନ୍ଥା ଯାଉ। ଆଉ ରାଜଗୃହରୁ ତାର ବ୍ଯଯଭାର ଭରଣ କରାଯାଉ।

ଏଜ୍ରା 6:8
ପରମେଶ୍ବରଙ୍କ ଏହି ମନ୍ଦିର ନିର୍ମାଣ କରିବା ନିମନ୍ତେ ତୁମ୍ଭମାନଙ୍କର ଏହି ୟିହୁଦୀଯ ପ୍ରାଚୀନବର୍ଗ ପ୍ରତି ଯାହା କର୍ତ୍ତବ୍ଯ, ତାହା ଆମ୍ଭେ ଆଜ୍ଞା କରୁଅଛୁ। ସମାନଙ୍କେର ବାଧା ଯେପରି ସୃଷ୍ଟି ନ ହୁଏ, ଏଥିପାଇଁ ସହେି ଲୋକମାନଙ୍କୁ ରାଜସମ୍ପତ୍ତିରୁ ଅର୍ଥାତ୍ ନଦୀ ସପୋରିସ୍ଥ ରାଜକରରୁ ଅତି ଯତ୍ନପୂର୍ବକ ବ୍ଯଯ ଦିଆଯାଉ।

ଏଜ୍ରା 6:9
ସ୍ବର୍ଗସ୍ଥ ପରମେଶ୍ବରଙ୍କ ହାମବେଳି ନିମନ୍ତେ ୟିରୁଶାଲମସ୍ଥ ଯାଜକମାନଙ୍କ ବାକ୍ଯ ଅନୁୟାଯୀ ୟୁବାବୃଷ, ମଷେ, ମଷେଶାବକ, ଗହମ, ଲବଣ, ଦ୍ରାକ୍ଷାରସ ଓ ତୈଳ, ଯାହାସବୁ ସମାନଙ୍କେ ପ୍ରୟୋଜନ, ତାହାସବୁ ଦିନକୁ ଦିନ ବିନା ବାଧା ରେ ସମାନଙ୍କେୁ ଦିଆଯାଉ।

ଏଜ୍ରା 7:19
ପୁଣି ତୁମ୍ଭେ ପରମେଶ୍ବରଙ୍କ ମନ୍ଦିରର ସବୋର୍ଥକ ଯେ ସକଳପାତ୍ର ତୁମ୍ଭକୁ ଦିଆ ଯାଉଅଛି। ତାହାସବୁ ୟିରୁଶାଲମର ପରମେଶ୍ବରଙ୍କ ସମ୍ମୁଖ ରେ ସମର୍ପଣ କର।

ଦାନିଏଲ 2:21
ସେ ସମୟ ଓ ଋତୁ ପରିବର୍ତ୍ତନ କରନ୍ତି। ସେ ରାଜାମାନଙ୍କୁ ପଦଚ୍ଯୁତ କରନ୍ତି ଓ ରାଜାମାନଙ୍କୁ ରାଜପଦ ଦିଅନ୍ତି। ସେ ଜ୍ଞାନୀମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତ ମାନଙ୍କୁ ସୁବିବଚେନା ଦିଅନ୍ତି।

ଦାନିଏଲ 2:23
ହେ ମାରେ ପୂର୍ବପୁରୁଷଗଣର ପରମେଶ୍ବର, ମୁଁ ତୁମ୍ଭର ଧନ୍ଯବାଦ ଓ ପ୍ରଶଂସା କରୁଅଛି। ତୁମ୍ଭେ ମାେତେ ଜ୍ଞାନ ଓ ସାମର୍ଥ୍ଯ ଦଇେଅଛ। ତୁମ୍ଭକୁ ମୁଁ ଯାହା ନିବଦନେ କରିଅଛି, ତାହା ସମସ୍ତ ବିଷଯ ରେ ତୁମ୍ଭେ ମାେତେ ଜଣାଇ ଅଛ। ତୁମ୍ଭେ ରାଜାଙ୍କ ବିଷଯ ରେ ଆମ୍ଭମାନଙ୍କୁ ସବୁକିଛି ଜଣାଇଛ।

Occurences : 28

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்