Base Word
יָגָה
Short Definitionto grieve
Long Definitionto afflict, grieve, suffer, cause grief
Derivationa primitive root
International Phonetic Alphabetjɔːˈɡɔː
IPA modjɑːˈɡɑː
Syllableyāgâ
Dictionyaw-ɡAW
Diction Modya-ɡA
Usageafflict, cause grief, grieve, sorrowful, vex
Part of speechv

ଆୟୁବ ପୁସ୍ତକ 19:2
ତୁମ୍ଭେ କେତେ କାଳ ମାେତେ ଆଘାତ କରିବ ଏବଂ ତୁମ୍ଭ ବାକ୍ଯ ଦ୍ବାରା ଭାଙ୍ଗିବ ?

ଯିଶାଇୟ 51:23
ଯେଉଁମାନେ ତୁମ୍ଭକୁ କ୍ଲେଶ ଦଇେଛନ୍ତି, ସହେିମାନଙ୍କ ବିପକ୍ଷ ରେ ଆମ୍ଭେ ୟିବା। ସମାନେେ ତୁମ୍ଭକୁ କହିଛନ୍ତି, ତୁମ୍ଭେ ନଇଁପଡ଼, ଆମ୍ଭେ ତୁମ୍ଭ ଉପ ରେ ଗମନ କରିବୁ।' ପୁଣ ତୁମ୍ଭମାନେେ ଭୂମି ଓ ସଡ଼କପରି ପିଠି ପାତି ଦଇେଛ ଏବଂ ସମାନେେ ତୁମ୍ଭମାନଙ୍କ ଉପ ରେ ଗମନାଗମନ କରିଛନ୍ତି।

ଯିରିମିୟଙ୍କ ବିଳାପ 1:4
ସିଯୋନର ସମସ୍ତ ପଥ ଶାେକରେ ପରିପୂର୍ଣ୍ଣ, କାରଣ କହେି ସିୟୋନର ଧର୍ମ-ମହାସଭାକୁ ଆସୁ ନାହାଁନ୍ତି। ତାହାର ସମସ୍ତ ଫାଟକ ଶୂନ୍ଯ ଓ ତାହାର ଯାଜକମାନେ ବିଳାପ କରୁଛନ୍ତି। ତା'ର ସମସ୍ତ କୁମାରୀଗଣ ବିଷାଦଗ୍ରସ୍ତା ଓ ସେ ନିଜେ ମନ ରେ ବହୁ ପୀଡ଼ା ପାଇଅଛି।

ଯିରିମିୟଙ୍କ ବିଳାପ 1:5
ତା'ର ବିପକ୍ଷମାନେ ଜଯଲାଭ କରିଛନ୍ତି ଓ ତା'ର ଶତ୍ରୁଗଣ ସୌଭାଗ୍ଯବାନ ହାଇେଛନ୍ତି। କାରଣ ତା'ର ଅପାର ପାପ ଯୋଗୁଁ ସଦାପ୍ରଭୁ ତାକୁ କ୍ଲେଶ ଦଇେଛନ୍ତି। ତା'ର ଶିଶୁ ସନ୍ତାନଗଣ ଶତ୍ରୁମାନଙ୍କ ଦ୍ବାରା ନିର୍ବାସିତ ହାଇୟୋଇଛନ୍ତି।

ଯିରିମିୟଙ୍କ ବିଳାପ 1:12
ହେ ପଥିକଗଣ, ମାେତେ ଚାହଁ ଏବଂ ଦେଖ କି ଦାରୁଣ ୟନ୍ତ୍ରଣା ମୁଁ ଭୋଗୁଅଛି। ଏପରି ୟନ୍ତ୍ରଣା ଓ ଦୁଃଖ ଅନ୍ୟ କିଏ ପାଇଛି କି ? ସଦାପ୍ରଭୁ ଆପଣା ପ୍ରଚଣ୍ଡ କୋରଧ ରେ ମାେ ପ୍ରତି ଦଣ୍ଡ ବିଧାନ କରିଛନ୍ତି।

ଯିରିମିୟଙ୍କ ବିଳାପ 3:32
ଯଦିଓ ସଦାପ୍ରଭୁ ଦଣ୍ଡ ଦିଅନ୍ତି, ତାଙ୍କର ଅପାର ପ୍ ରମେ ଅନୁସାରେ ସେ ଆମ୍ଭମାନଙ୍କୁ ଦୟା କରନ୍ତି।

ଯିରିମିୟଙ୍କ ବିଳାପ 3:33
ଲୋକମାନଙ୍କୁ କଷ୍ଟ ଦଇେ କିମ୍ବା ଦଯନୀଯ କରି,

ସିଫନିୟ 3:18
ସଦାପ୍ରଭୁ କହିଲେ, ମୁଁ ତୁମ୍ଭମାନଙ୍କର ଲଜ୍ଜା ଅପମାନ ନଇୟିବେ। ସହେି ଲୋକମାନେ ତୁମ୍ଭକୁ ଆଘାତ କରିବା ବନ୍ଦ କରିବେ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்