Base Word
יָאַל
Short Definitionproperly, to yield, especially assent; hence (pos.) to undertake as an act of volition
Long Definitionto begin, make a beginning, show willingness, undertake to do, be pleased, be determined
Derivationa primitive root (probably rather the same as H2973 through the idea of mental weakness)
International Phonetic Alphabetjɔːˈʔɑl
IPA modjɑːˈʔɑl
Syllableyāʾal
Dictionyaw-AL
Diction Modya-AL
Usageassay, begin, be content, please, take upon, × willingly, would
Part of speechv

ଆଦି ପୁସ୍ତକ 18:27
ଏହାପରେ ଅବ୍ରହାମ କହିଲେ, ସଦାପ୍ରଭୁ ତୁମ୍ଭ ତୁଳନା ରେ ମୁଁ କବଳେ ଧୂଳି ଓ ପାଉଁଶ। କିନ୍ତୁ ମାେତେ କ୍ଷମା କର ମୁଁ ଏତେ ସାହାସୀ ହାଇେ ଆଉ ଏକ ପ୍ରଶ୍ନ ପଚାରୁଅଛି।

ଆଦି ପୁସ୍ତକ 18:31
ଏହାପରେ ଅବ୍ରହାମ କହିଲେ, ମୁଁ ତୁମ୍ଭଙ୍କୁ କଷ୍ଟ ଦଇେ ପୁନର୍ବାର ପଚାରିବି କି। ଯଦି କୋଡ଼ିଏ ଜଣ ଧାର୍ମିକ ଲୋକ ଥାନ୍ତି, ତବେେ କଣ ତୁମ୍ଭେ ନଗରକୁ ଧ୍ବଂସ କରିବ?

ଯାତ୍ରା ପୁସ୍ତକ 2:21
ମାଶାେ ସହେି ଲୋକଟି ସହିତ ବାସ କରିବା ପାଇଁ ରାଜି ହେେଲ। ରୁଯଲେ ତାଙ୍କର କନ୍ଯା ସିପ୍ପୋରାକୁ ମାଶାଙ୍କେ ସହିତ ବିବାହ ଦେଲେ।

ଦିତୀୟ ବିବରଣ 1:5
ଇଶ୍ରାୟେଲୀୟମାନେ ୟର୍ଦ୍ଦନ ନଦୀର ପୂର୍ବପାରି ରେ ଥିଲେ, ଯାହାକି ମାୟୋବ ଦେଶ ରେ ଥିଲା ଏବଂ ମାଶାେ ବ୍ଯବସ୍ଥା ବାଖ୍ଯା କରିବାକୁ ଆରମ୍ଭ କଲେ।

ଯିହୋଶୂୟ 7:7
ଯିହାଶୂେୟ କହିଲେ, ହେ ମାରେ ପ୍ରଭକ୍ସ୍ଟ, ଆପଣ କାହିଁକି ଏହି ଲୋକମାନଙ୍କୁ ୟର୍ଦ୍ଦନ ପାର ହବୋକକ୍ସ୍ଟ ଦେଲେ? କ'ଣ ଆମ୍ଭକକ୍ସ୍ଟ ଇ ମାରେୀଯମାନଙ୍କ ହସ୍ତ ରେ ବିନାଶ କରିବାକୁ, ଏହା କଲେ? ଆହା ଯଦି ମୁ ୟର୍ଦ୍ଦନ ସପୋରି ରେ ରହିଥାନ୍ତି।

ଯିହୋଶୂୟ 17:12
ତଥାପି ମନଃଶିର ସନ୍ତାନଗଣ ସହେିସବୁ ନଗରବାସୀମାନଙ୍କୁ ତଡିଦଇେ ପାରିଲେ ନାହିଁ। ତେଣୁ କିଣାନୀଯ ଲୋକମାନେ ସହେି ଦେଶ ରେ ବାସ କରିବାକୁ ମନସ୍ଥ କଲେ।

ବିଚାରକର୍ତାମାନଙ୍କ ବିବରଣ 1:27
କିଣାନୀଯ ବୈଥିସାନର ସହରଗକ୍ସ୍ଟଡିକରେ, ତାନକ, ଦୋରା, ୟିବ୍ଲଯିମ, ମମିଦ୍ଦୋ ଏବଂ ସମାନଙ୍କେ ଚତକ୍ସ୍ଟଃପାଶର୍‌ବ ରେ ଅଧିକ େଛାଟ ସହରମାନଙ୍କ ରେ ବସବାସ କରୁଥିଲେ। ମନଃଶି ପରିବାରବର୍ଗର ଲୋକମାନେ ସହେି ସହରରକ୍ସ୍ଟ ସହେି ଲୋକମାନଙ୍କୁ ତଡିବାକକ୍ସ୍ଟ ସକ୍ଷମ ହେଲେ ନାହିଁ। ତେଣୁ ସଠାେରେ କିଣାନୀଯମାନେ ବାସ କଲେ।

ବିଚାରକର୍ତାମାନଙ୍କ ବିବରଣ 1:35
ଇ ମାରେୀଯମାନେ ହରେସ ପର୍ବତ ରେ ଅଯାଲୋନ ରେ ଓ ଶାଲବୀ ରେ ବାସ କରିବାକୁ ମନସ୍ଥ କଲେ। ତଥାପି ଯୋଷଫେ ପରିବାରବର୍ଗ ଶକ୍ତିଶାଳୀ ହୁଅନ୍ତେ ସମାନେେ କ୍ରିତଦାସ ହାଇେ ରହିଲେ।

ବିଚାରକର୍ତାମାନଙ୍କ ବିବରଣ 17:11
ଏହାପରେ ସହେି ଲବେୀୟ ଲୋକ ତାଙ୍କ ସହିତ ବାସ କରିବା ପାଇଁ ସମ୍ମତ ହେଲା। ଆଉ ସେ ୟକ୍ସ୍ଟବା ଲୋକ ତାହାର ଗୋଟିଏ ପକ୍ସ୍ଟତ୍ର ପରି ହେଲା।

ବିଚାରକର୍ତାମାନଙ୍କ ବିବରଣ 19:6
ତେଣୁ ଲବେୀୟ ଲୋକ ଏବଂ ତାଙ୍କ ଶ୍ବଶକ୍ସ୍ଟର ଏକ ସାଙ୍ଗ ରେ ଖିଆପିଆ କଲେ। ଏହାପରେ ସହେି ୟକ୍ସ୍ଟବତୀର ପିତା ତାଙ୍କୁ କହିଲେ, ଦୟାକରି ଆଜି ରାତ୍ରି ଏହିଠା ରେ ରହିୟାଅ ଏବଂ ନିଜକକ୍ସ୍ଟ ଉପ ଭୋଗ କର। ତେଣୁ ସହେି ଲୋକଦ୍ବଯ ବସି ଭୋଜନ କଲେ।

Occurences : 19

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்