Base Word
אֲחִיעֶזֶר
Short DefinitionAchiezer, the name of two Israelites
Long Definitiona Danite chief who assisted Moses
Derivationfrom H0251 and H5828; brother of help
International Phonetic Alphabetʔə̆.ħɪi̯.ʕɛˈd͡zɛr
IPA modʔə̆.χiː.ʕɛˈzɛʁ
Syllableʾăḥîʿezer
Dictionuh-hee-eh-DZER
Diction Moduh-hee-eh-ZER
UsageAhiezer
Part of speechn-pr-m

ଗଣନା ପୁସ୍ତକ 1:12
ଦାନ ପରିବାରବର୍ଗର ଅମ୍ମୀଶବ୍ଦଯର ପୁତ୍ର ଅହୀଯଷେର।

ଗଣନା ପୁସ୍ତକ 2:25
ଦାନ ବିଭାଗର ଛାଉଣୀର ଧ୍ବଜା ଉତ୍ତର ଦିଗକୁ ରହିବ। ଅମ୍ମୀଶଦ୍ଦଯର ପୁତ୍ର ଅହୀଯଷେର ଦାନ ସନ୍ତାନଗଣର ଅଧିପତି ହବେ।

ଗଣନା ପୁସ୍ତକ 7:66
ଦଶମ ଦିନ ଦାନ ସନ୍ତାନଗଣର ଅଧିପତି ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଆପଣା ଉପହାର ଆଣିଲା।

ଗଣନା ପୁସ୍ତକ 7:71
ପ୍ରତ୍ୟେକ ଅଧିପତି ପାପ ପାଇଁ ଗୋଟିଏ ଛାଗ ଉତ୍ସର୍ଗ କଲେ, ପ୍ରତ୍ୟେକ ଅଧିପତି ଶାନ୍ତି ବଳରୂପେ ଦୁଇଟି ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ ଉତ୍ସର୍ଗ କଲେ।

ଗଣନା ପୁସ୍ତକ 10:25
ଦାନ ଗୋଷ୍ଠୀର ବିଭାଗର ଧ୍ବଜା ପରେ ଚାଳିତ ହେଲା। ସମାନେେ ପଶ୍ଚାତ୍ଭାଗର ପ୍ରହରୀ ଥିଲେ। ଆଉ ଅମ୍ମୀଶବ୍ଦଯର ପୁତ୍ର ଅହୀଯଷେ ସମାନଙ୍କେର ଅଧିନାଯକ ଥିଲେ।

ପ୍ରଥମ ବଂଶାବଳୀ 12:3
ଅହୀଯଷେର, ସମାନଙ୍କେ ନେତା ଓ ୟୋଯାଶ (ଅହୀଯଷେର ଓ ୟୋଯାଶ, ଗିବିଯାଥୀଯରୁ ଶମାଯରଙ୍କ ପୁତ୍ର ଥିଲେ।) ୟିଷୀଯଲେ ଓ ପେଲ୍ଟ ଅସ୍ମାବତଙ୍କର ପୁତ୍ର ଥିଲେ ; ଅନାେଥାତୀଯରୁ ବରାଖା ଓ ଯହେୁ ଥିଲେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்