Base Word
טַעַם
Short Definitionproperly, a taste, i.e., a judicial sentence
Long Definitiontaste, judgment, command
Derivationfrom H2939 (compare H2940)
International Phonetic Alphabett̪’ɑˈʕɑm
IPA modtɑˈʕɑm
Syllableṭaʿam
Dictionta-AM
Diction Modta-AM
Usageaccount, × to be commanded, commandment, matter
Part of speechn-m

ଏଜ୍ରା 4:21
ଏଣୁ ଆମ୍ଭଠାରୁ ଆଜ୍ଞା ପ୍ରଗ୍ଭରିତ ନୋହିବା ପର୍ୟ୍ଯନ୍ତ ସେ ନଗର ରେ ଯେପରି ନିର୍ମିତ ନୋହିବ ଏଥିପାଇଁ ସହେି ଲୋକମାନଙ୍କୁ ଆଜ୍ଞା କର, ସମାନେେ କାର୍ୟ୍ଯରୁ ନିବୃତ୍ତ ହାଇବେେ।

ଏଜ୍ରା 5:5
ମାତ୍ର ୟିହୁଦୀଯ ପ୍ରାଚୀନବର୍ଗ ପ୍ରତି ସମାନଙ୍କେ ପରମେଶ୍ବରଙ୍କ ଦୃଷ୍ଟି ଥିବାରୁ ଦାରିଯାବସ ନିକଟରେ ଏହି କଥା ଉପସ୍ଥିତ ନ ହବୋ ପର୍ୟ୍ଯନ୍ତ ଓ ପତ୍ରଦ୍ବାରା ସହେି ବିଷଯ ରେ ଉତ୍ତର ନଆସିବା ପର୍ୟ୍ଯନ୍ତ ଶତୃମାନେ ସମାନଙ୍କେୁ କାର୍ୟ୍ଯରୁ ନିବୃତ୍ତ କଲେ ନାହିଁ।

ଏଜ୍ରା 6:14
ଏଥି ରେ ହାଗଯ ଭବିଷ୍ଯଦ୍ବକ୍ତାର ଓ ଇଦ୍ଦୋର ପୁତ୍ର ଜିଖରିଯର ଭବିଷ୍ଯଦ୍ବାକ୍ଯ ସହକା ରେ ୟିହୁଦୀଯ ପ୍ରାଚୀନବର୍ଗ ମନ୍ଦିର ନିର୍ମାଣ କଲେ ଓ କୃତକାର୍ୟ୍ଯ ହେଲେ। ଆଉ ସମାନେେ ଇଶ୍ରାୟେଲର ପରମେଶ୍ବରଙ୍କ ଆଜ୍ଞା ଅନୁସାରେ ଓ ପାରସ୍ଯ ରାଜା କୋରସ ଓ ଦାରିଯାବସ ଓ ଅର୍ତ୍ତକ୍ଷସ୍ତର ଆଜ୍ଞା ଅନୁସାରେ ନିର୍ମାଣ କରି ସମାପ୍ତ କଲେ।

ଏଜ୍ରା 7:23
ସ୍ବର୍ଗସ୍ଥ ପରମେଶ୍ବରଙ୍କ ଦ୍ବାରା ଯାହା ଯାହା ଆଜ୍ଞା କରାଯାଉଛି, ତାହାସବୁ ସ୍ବର୍ଗସ୍ଥ ପରମେଶ୍ବରଙ୍କ ମନ୍ଦିର ନିମନ୍ତେ ଠିକ୍ରୂପେ କରାଯାଉ, କାରଣ ରାଜା ଓ ତାହାଙ୍କ ପୁତ୍ରଗଣର ରାଜ୍ଯବିରୁଦ୍ଧ ରେ କାହିଁକି କୋପ ବର୍ତ୍ତିବ।

ଦାନିଏଲ 6:2
ସହେି ରାଜା ତିନିଜଣ ତଦାରଖକାରୀଙ୍କୁ ସୁବଦୋର ଉପ ରେ ନିୟୁକ୍ତ କଲେ, ଯେପରି ସମାନେେ ରାଜାଙ୍କୁ ଠକି ନପାରିବେ ଓ କ୍ଷତି ସହି ପାରିବେ। ଏହି ତିନିଜଣ ନିରୀକ୍ଷକ ମଧିଅରେ ଦାନିୟେଲ ଥିଲେ ଅନ୍ୟତମ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்