Base Word
טַעַם
Short Definitionproperly, a taste, i.e., (figuratively) perception; by implication, intelligence; transitively, a mandate
Long Definitiontaste, judgment
Derivationfrom H2938
International Phonetic Alphabett̪’ɑˈʕɑm
IPA modtɑˈʕɑm
Syllableṭaʿam
Dictionta-AM
Diction Modta-AM
Usageadvice, behaviour, decree, discretion, judgment, reason, taste, understanding
Part of speechn-m

ଯାତ୍ରା ପୁସ୍ତକ 16:31
ତେଣୁ ଇଶ୍ରାୟେଲର ଲୋକମାନେ ସହେି ଖାଦ୍ୟର ନାମ ମାନ୍ନା ଦେଲେ। ତାହା ଧନିଆ ପରି ଶୁକ୍ଲବର୍ଣ୍ଣ ଓ ତାହାର ସ୍ବାଦ ମଧୁ ମିଶ୍ରିତ ପିଷ୍ଟକ ତୁଲ୍ଯ ଥିଲା।

ଗଣନା ପୁସ୍ତକ 11:8
ଲୋକମାନେ ଏଣେ ତଣେେ ବୁଲି ମାନ୍ନା ସଂଗ୍ରହ କଲେ, ଚକି ରେ ତାକୁ ପଷେିଲେ, କିମ୍ବା କୁଟଣୀ ରେ ତାହା ଚୂର୍ଣ କରି କରଇେ ରେ ସିଦ୍ଧକରି ପିଠା ପ୍ରସ୍ତୁତ କଲେ, ଆଉ ଜୀତ ତୈଳ ରେ ପକ୍ବ ପିଠାପରି ତା'ର ସ୍ବାଦ ହେଲା।

ଗଣନା ପୁସ୍ତକ 11:8
ଲୋକମାନେ ଏଣେ ତଣେେ ବୁଲି ମାନ୍ନା ସଂଗ୍ରହ କଲେ, ଚକି ରେ ତାକୁ ପଷେିଲେ, କିମ୍ବା କୁଟଣୀ ରେ ତାହା ଚୂର୍ଣ କରି କରଇେ ରେ ସିଦ୍ଧକରି ପିଠା ପ୍ରସ୍ତୁତ କଲେ, ଆଉ ଜୀତ ତୈଳ ରେ ପକ୍ବ ପିଠାପରି ତା'ର ସ୍ବାଦ ହେଲା।

ପ୍ରଥମ ଶାମୁୟେଲ 21:13
ସମାନେେ ଯାହା କହକ୍ସ୍ଟଥିଲେ ସେସବୁକକ୍ସ୍ଟ ଦାଉଦ ବହକ୍ସ୍ଟତ ଧ୍ଯାନ ଦେଉଥିଲେ। ଗାଥର ରାଜା ଆଖୀଶଙ୍କକ୍ସ୍ଟ ଦାଉଦ ଭୟ କରିଗଲେ।

ପ୍ରଥମ ଶାମୁୟେଲ 25:33
ତୁମ୍ଭର ସକ୍ସ୍ଟବିଗ୍ଭର ଧନ୍ଯ ହେଉ ଓ ଆଜି ମାେତେ ନିରୀହମାନଙ୍କର ରକ୍ତପାତ କରିବାରକ୍ସ୍ଟ ମନା ହେଲା। ଏଥିପାଇଁ ତୁମ୍ଭର ମଙ୍ଗଳ ହେଉ।

ଆୟୁବ ପୁସ୍ତକ 6:6
ଲବଣ ବିନା ଖାଦ୍ୟ ସ୍ବାଦିଷ୍ଟ ଲାଗେ ନାହିଁ। ଅଣ୍ଡାର ଧଳା ଲାଳର ଯମେିତି କୌଣସି ସ୍ବାଦ ନ ଥାଏ।

ଆୟୁବ ପୁସ୍ତକ 12:20
ପରମେଶ୍ବର ବିଶ୍ବସ୍ତ ପରାମର୍ଶଦାତାମାନଙ୍କୁ ମଧ୍ଯ ଚୁପ କରାଇ ଦିଅନ୍ତି ଓ ବୃଦ୍ଧ ଲୋକମାନଙ୍କ ବୁଦ୍ଧିକୁ ହରଣ କରି ନିଅନ୍ତି।

ଗୀତସଂହିତା 34:0

ଗୀତସଂହିତା 119:66
ହେ ସଦାପ୍ରଭୁ, ମାେତେ ବିଜ୍ଞ ନିଷ୍ପତ୍ତି କରିବା ପାଇଁ ଜ୍ଞାନ ପ୍ରଦାନ କର। ମୁଁ ତୁମ୍ଭର ଆଜ୍ଞା ସମୂହରେ ବିଶ୍ବାସ କରିଅଛି।

ହିତୋପଦେଶ 11:22
ଯଦି ଜଣେ ସ୍ତ୍ରୀ ସୁନ୍ଦର, କିନ୍ତୁ ସେ ଦୁଷ୍ଟ ଏହା ଠିକ୍ ସହେିପରି ଯେପରି ଘୁଷୁରିର ଥୋମଣି ରେ ସୁବର୍ଣ୍ଣ ଥାଏ।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்