Base Word
טוּחַ
Short Definitionto smear, especially with lime
Long Definitionto spread over, overlay, plaster, cover over, coat, besmear
Derivationa primitive root
International Phonetic Alphabetˈt̪’uː.ɑħ
IPA modˈtu.ɑχ
Syllableṭûaḥ
DictionTOO-ah
Diction ModTOO-ak
Usagedaub, overlay, plaister, smut
Part of speechv
Base Word
טוּחַ
Short Definitionto smear, especially with lime
Long Definitionto spread over, overlay, plaster, cover over, coat, besmear
Derivationa primitive root
International Phonetic Alphabetˈt̪’uː.ɑħ
IPA modˈtu.ɑχ
Syllableṭûaḥ
DictionTOO-ah
Diction ModTOO-ak
Usagedaub, overlay, plaister, smut
Part of speechv

ଲେବୀୟ ପୁସ୍ତକ 14:42
ତା'ପରେ ସହେି ବ୍ଯକ୍ତି ନୂତନ ପ୍ରସ୍ତର ନଇେ କାନ୍ଥ ରେ ବସାଇବ ଓ କାନ୍ଥ ଉପରେ ସବୁ ନୂତନ ଲପେ ଲଗାଇବ।

ଲେବୀୟ ପୁସ୍ତକ 14:43
ଯଦି କାନ୍ଥ ରେ ପ୍ରସ୍ତର ବଦଳ କଲାପରେ ଓ ଗୃହ ଚାଞ୍ଛିଲା ପରେ ଓ ନୂତନ ଲପନେ କଲାପରେ ଯବେେ ସହେି ଦାଗ ପୁନର୍ବାର କାନ୍ଥ ରେ ଫୁଟି ବାହା ରେ,

ଲେବୀୟ ପୁସ୍ତକ 14:48
ଗୃହ ପୁନଃନିର୍ମାଣ ଓ ପୁନଃଲପନେ ଶଷେ ହେଲା ପରେ, ଯାଜକ ସହେି ଗୃହକୁ ଆସିବ ଓ ଦେଖିବ। ଯଦି ଦାଗ ବୃଦ୍ଧି ନ ପାଇଥାଏ, ତବେେ ସେ ତାହା ଶୁଚି ବୋଲି ଘାଷେଣା କରିବ। କାରଣ ଦାଗ ଉଭଇେ ଯାଉଛି।

ପ୍ରଥମ ବଂଶାବଳୀ 29:4
ମୁଁ ଓଫୀରୁ ପ୍ରସ୍ତୁତ ତିନି ହଜାର ତାଳନ୍ତ ଶୁଦ୍ଧ ସୁବର୍ଣ୍ଣ ଦଇେଅଛି। ମୁଁ ସାତ ହଜାର ତାଳନ୍ତ ଶୁଦ୍ଧ ରେ ୗପ୍ୟ ଦଇେଅଛି। ଏହି ରେ ୗପ୍ୟ ମନ୍ଦିରର ଅଟ୍ଟାଳିକାଗୁଡ଼ିକର କାନ୍ଥର ଆବରଣ ନିମନ୍ତେ ଉଦ୍ଦିଷ୍ଟ।

ଯିଶାଇୟ 44:18
ସସହିସଲାକମାଲନ କ'ଣ କରୁଛନ୍ତି ଜାଣନ୍ତି ନାହିଁ କି ବିଚାର କରନ୍ତି ନାହିଁ।ସସମାଲନସଯପରିସଦଖି ନ ପାରିଲବ ଏଥିପାଇଁସସମାନଙ୍କର ଚକ୍ଷୁ ଓସସମାଲନସଯପରି ବୁଝି ନ ପାରିଲବ, ଏଥିପାଇଁସସମାନଙ୍କର ଚିତ୍ତସସ ମୁଦ୍ରିତ କରିଛନ୍ତି।

ଯିହିଜିକଲ 13:10
ସଠାେ ରେ ଶାନ୍ତି ଅଛି ବୋଲି କହି ଏହି ଭବିଷ୍ଯଦବକ୍ତାମାନେ ଆମ୍ଭର ଲୋକମାଙ୍କୁ ଭୁଲବାଟରେ ନଇେଛନ୍ତି, ଯେତବେେଳେ ସଠାେ ରେ ଶାନ୍ତି ନ ଥାଏ। ୟିଏକି ପ୍ରାଚୀର ନିର୍ମାଣକାରୀ, ୟିଏକି ପ୍ରାଚୀର ମରାମତି କରେ ନାହିଁ, କିନ୍ତୁ ଫାଟକୁ ପତଳା ଲପେ ଦଇେ ଆଚ୍ଛାଦନ କରିବା ପାଇଁ କବଳେ ଚେଷ୍ଟା କରନ୍ତି।

ଯିହିଜିକଲ 13:11
ଏବଂ ସହେି ଲୋକମାନଙ୍କୁ କୁହ, ଯେଉଁମାନେ ପ୍ରାଚୀରକୁ ଲପନେ କରିଛନ୍ତି, ଏହା ଭୁଷୁଡ଼ି ପଡ଼ିବ। ମୁଁ ବଡ଼ବଡ଼ କୁଆପଥର ପ୍ରବଳ ବୃଷ୍ଟି, ସହିତ ଘୂର୍ଣ୍ଣିବାଯୁ ସହେି ପ୍ରାଚୀରକୁ ଧ୍ବଂସ କରିଦବୋ ପାଇଁ ପଠାଇବି।

ଯିହିଜିକଲ 13:12
ଏବଂ କାନ୍ଥ ଯେତବେେଳେ ତଳକୁ ପଡ଼ିୟିବ, ସେତବେେଳେ ଲୋକମାନେ ଏହି ଭଣ୍ଡ ଯାଜକମାନଙ୍କୁ ପଚାରିବେ ନାହିଁ କି, 'ତୁମ୍ଭମାନେେ ଯାହା ଦଇେ ଲପନେ କରିଥିଲ, ସହେି ପ୍ରଲପେ କାହିଁ ?'

ଯିହିଜିକଲ 13:14
ତୁମ୍ଭେ ଯେଉଁ ଅମିଶ୍ରିତ ମସଲା ରେ କାନ୍ଥକୁ ଲପନେ କରିଅଛ ମୁଁ ତାହା ବିଦୀର୍ଣ୍ଣ କରିପକାଇବି। ମୁଁ ଏହା ଭୂମିସ୍ତର ସହିତ ସମତଳ କରି ଦବେି, ମୁଁ ଏହା ମୂଳଦୁଆକୁ ବାହାର କରିବି। ତାହା ତୁମ୍ଭମାନଙ୍କ ଉପ ରେ ପଡ଼ିବ, ତହିଁରେ ତୁମ୍ଭମାନେେ ବିନଷ୍ଟ ହବେ। ଏଣୁ ତୁମ୍ଭମାନେେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।

ଯିହିଜିକଲ 13:15
ଏହିରୂପେ ମୁଁ ସହେି କାନ୍ଥ ଉପ ରେ ଓ ଯେଉଁମାନେ ମିଶ୍ରିତ ମସଲା ରେ ତାହା ପତଳା ଲପନେ କରିଅଛନ୍ତି, ସମାନଙ୍କେ ଉପ ରେ ଆପଣା କୋପ ପ୍ରକାଶ କରିବା ସମାପ୍ତ କରିବି। ତା'ପ ରେ ମୁଁ ତୁମ୍ଭମାନଙ୍କୁ କହିବି, ' ସହେି କାନ୍ଥ ଓ ତାହାର ଲପନକୋରୀମାନେ ନାହାଁନ୍ତି।'

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்