Base Word
חָתַר
Short Definitionto force a passage, as by burglary; figuratively, with oars
Long Definitionto dig, row
Derivationa primitive root
International Phonetic Alphabetħɔːˈt̪ɑr
IPA modχɑːˈtɑʁ
Syllableḥātar
Dictionhaw-TAHR
Diction Modha-TAHR
Usagedig (through), row
Part of speechv

ଆୟୁବ ପୁସ୍ତକ 24:16
ରାତି ହେଲେ ଦୁଷ୍ଟ ଲୋକ ଅନ୍ଧକାର ରେ ଅନ୍ୟ ଲୋକର ଘର ଭାଙ୍ଗି ପଶେ କିନ୍ତୁ ଦିନ ବେଳେ ନିଜ ଘ ରେ କବାଟ କିଳି ରହିଥାଏ, ଏବଂ ଆଲୁଅଠାରୁ ଦୂର ରେ ରୁହନ୍ତି।

ଯିହିଜିକଲ 8:8
ତା'ପ ରେ ପରମେଶ୍ବର କହିଲେ, ହେ ମନୁଷ୍ଯ ପୁତ୍ର, ଏହି କାନ୍ଥକୁ ଖୋଳ। ତହୁଁ ମୁଁ ସହେି କାନ୍ଥ ଖୋଳିଲି ଓ ଏକ ସୁନ୍ଦର ଦ୍ବାର ଆବିଷ୍କାର କଲି।

ଯିହିଜିକଲ 8:8
ତା'ପ ରେ ପରମେଶ୍ବର କହିଲେ, ହେ ମନୁଷ୍ଯ ପୁତ୍ର, ଏହି କାନ୍ଥକୁ ଖୋଳ। ତହୁଁ ମୁଁ ସହେି କାନ୍ଥ ଖୋଳିଲି ଓ ଏକ ସୁନ୍ଦର ଦ୍ବାର ଆବିଷ୍କାର କଲି।

ଯିହିଜିକଲ 12:5
ତା'ପ ରେ କାନ୍ଥ ରେ ଗୋଟିଏ ଗାତ ଖୋଳ ଓ ତାହା ମଧ୍ଯ ଦଇେ ବାହାର କରି ନିଅ, ସମାନେେ ତୁମ୍ଭମାନଙ୍କୁ ଦେଖୁଥିବା ସମୟରେ।

ଯିହିଜିକଲ 12:7
ତେଣୁ ମୁଁ ସହେି ଆଜ୍ଞା ପ୍ରମାଣେ କାର୍ୟ୍ଯ କଲି। ଦିନ ବେଳେ ମୁଁ ମାରଗେଣ୍ଠିଲି ପତ୍ର ସଜାଡ଼ିଲି, ସତେ ଯେପରି ନିର୍ବାସନକୁ ୟିବି। ଏବଂ ସନ୍ଧ୍ଯା ବେଳେ ମୁଁ କାନ୍ଥ ରେ ଗୋଟିଏ ଗାତ ଖାେଳିଲି। ଏହା ମୁଁ ଅନ୍ଧାର ରେ ନଲେି ଓ ସମାନଙ୍କେ ଉପସ୍ଥିତି ରେ କାନ୍ଧ ରେ ବହିଲି।

ଯିହିଜିକଲ 12:12
ଏବଂ ତୁମ୍ଭର ନେତା ତା'ର ଜିନିଷପତ୍ର ତା' କାନ୍ଧ ରେ ବହିବ ଏବଂ ସୂର୍ୟ୍ଯାସ୍ତ ସମୟରେ କାନ୍ଥ ରେ ତା' ପାଇଁ ଖୋଳା ୟାଇଥିବା ମଧ୍ଯଦଇେ ବାହାରିୟିବ ଓ ସେ ତା'ର ମୁଖ ଆଚ୍ଛାଦନ କରିବ, ଯେପରି ସେ ଭୂମିକୁ ଦେଖିପାରିବ ନାହିଁ।

ଆମୋଷ 9:2
ଯଦି ସମାନେେ ଭୂମି ଖାେଳି ପାତାଳକୁ ଯିବେ, ସଠାରୁେ ମଧ୍ଯ ଆମ୍ଭେ ସମାନଙ୍କେୁ ଟାଣି ଆଣିବା। ଯଦି ସମାନେେ ସ୍ବର୍ଗକୁ ୟାଆନ୍ତି, ଆମ୍ଭେ ସମାନଙ୍କେୁ ସହେି ସ୍ଥାନରୁ ମଧ୍ଯ ତଳକୁ ଖସାଇ ଆଣିବା।

ଯୂନସ 1:13
କିନ୍ତୁ ସହେି ନାବିକମାନେ ୟୂନସକୁ ସମୁଦ୍ରକୁ ଫିଙ୍ଗିବାକୁ ଇଚ୍ଛା କରି ନଥିଲେ। ସମାନେେ ଜାହାଜକୁ କୂଳକୁ ନବୋକୁ ବହୁ ଚେଷ୍ଟା କଲେ, କିନ୍ତୁ କୂଳକୁ ନବୋକୁ ସକ୍ଷମ ହେଲେ ନାହିଁ। ପବନ ଓ ତରଙ୍ଗ ଅଧିକ ଶକ୍ତିଶାଳୀ ହାଇେ ସମାନଙ୍କେ ବିରୁଦ୍ଧ ରେ ବହିବାକୁ ଲାଗିଲା।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்