Base Word
חֲשֵׁכָה
Short Definitiondarkness; figuratively, misery
Long Definitiondarkness
Derivationor חֲשֵׁיכָה; from H2821
International Phonetic Alphabetħə̆.ʃeˈkɔː
IPA modχə̆.ʃeˈχɑː
Syllableḥăšēkâ
Dictionhuh-shay-KAW
Diction Modhuh-shay-HA
Usagedarkness
Part of speechn-f

ଆଦି ପୁସ୍ତକ 15:12
ଯେତବେେଳେ ସୂର୍ୟ୍ଯାସ୍ତ ହେଉଥିଲା ଅବ୍ରାମ ଘାରେ ନିଦ୍ରା ରେ ଶାଇେ ପଡ଼ିଲେ ଏବଂ ହଠାତ୍ ତାଙ୍କ ଉପରକୁ ଏକ ଭୟଙ୍କର ଅନ୍ଧକାର ଆସିଲା ଓ ସେ ଆତଙ୍କିତ ହାଇଗେଲେ।

ଗୀତସଂହିତା 82:5
ୟାହାସବୁ ଘଟୁଛି ସମାନେେ ଜାଣନ୍ତି ନାହିଁ କିଅବା ବୁଝନ୍ତି ନାହିଁ। ସମାନେେ ଅନ୍ଧାରରେ ଝୁଣ୍ଟି ପଡ଼ନ୍ତି। ସମାନଙ୍କେର ପୃଥିବୀ ସମାନଙ୍କେର ଚତୁଃପାଶର୍‌ବରେ ତଳକୁ ପଡ଼ୁଛି।

ଗୀତସଂହିତା 139:12
କିନ୍ତୁ ସଦାପ୍ରଭୁ, ଏପରିକି ଅନ୍ଧକାର ତୁମ୍ଭପାଇଁ ଅନ୍ଧକାର ନୁହେଁ। ରାତ୍ରି ହେଉଛି ଦିନ ଭଳି ଉଜ୍ଜ୍ବଳ। ଅନ୍ଧକାର ଏବଂ ଉଜ୍ଜ୍ବଳ ହେଉଛି ତୁମ୍ଭ ପାଇଁ ସମାନ।

ଯିଶାଇୟ 8:22
ଯଦି ସମାନେେ ତାଙ୍କର ଦେଶର ଚାରିଆଡ଼କୁ ଦୃଷ୍ଟିପାତ କରିବେ ତବେେ ସମାନେେ କବଳେ ଦୁଃଖ ଓ ୟାତନାରୂପକ ଅନ୍ଧକାର ଦେଖିବେ ଓ ସହେି ଦୁଃଖରୂପକ ଅନ୍ଧକାର ଦେଖି ଦେଶ ପରିତ୍ଯାଗ କରିବାକୁ ବାଧ୍ଯ ହବେେ। ପୁଣି ସହେି ଅନ୍ଧକାର ରେ ଆବଦ୍ଧ ହାଇେଥିବା ବ୍ଯକ୍ତି ନିଜକୁ ସେଥିରୁ ଉଦ୍ଧାର କରିପାରିବେ ନାହିଁ।

ଯିଶାଇୟ 50:10
ତୁମ୍ଭମାନଙ୍କ ମଧିଅରେ ଏପରି କିଏ ଅଛି ଯେ ସଦାପ୍ରଭୁଙ୍କୁ ଭୟ କରେ ଓ ତାଙ୍କ ସବେକର ବାକ୍ଯ ପାଳନ କରେ ? ପୁଣି ଯେ ଆଲୋକ ବିନା ଅନ୍ଧକାର ରେ ଗମନ କରେ ସେ ସଦାପ୍ରଭୁଙ୍କ ନାମ ଉପ ରେ ବିଶ୍ବାସ କର ଓ ଆପଣା ପରମେଶ୍ବରଙ୍କ ଉପ ରେ ନିର୍ଭରଶୀଳ ହେଉ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்