Base Word
אֲחִיָּה
Short DefinitionAchijah, the name of nine Israelites
Long Definitiongrandson of Phinehas
Derivationor (prolonged) אֲחִיָּהוּ ; from H0251 and H3050; brother (i.e., worshipper) of Jah
International Phonetic Alphabetʔə̆.ħɪjˈjɔː
IPA modʔə̆.χiˈjɑː
Syllableʾăḥiyyâ
Dictionuh-hih-YAW
Diction Moduh-hee-YA
UsageAhiah, Ahijah
Part of speechn-pr-m

ପ୍ରଥମ ଶାମୁୟେଲ 14:3
ଐକାବୋଦର ଭ୍ରାତା ଅହୀଟକ୍ସ୍ଟବର ପକ୍ସ୍ଟତ୍ର ଯାଜକ ଅହିଯ ଏଫୋଦ ପିନ୍ଧି ସଠାେରେ ଥିଲା। ଐକାବୋଦ ପୀନହସର ପକ୍ସ୍ଟତ୍ର, ପୀନହସ ଶୀଲୋର ଯାଜକ ଏଲିର ପକ୍ସ୍ଟତ୍ର।

ପ୍ରଥମ ଶାମୁୟେଲ 14:18
ତହକ୍ସ୍ଟଁ ଶାଉଲ ଅହୀଯକକ୍ସ୍ଟ କହିଲେ, ଏଫୋଦକକ୍ସ୍ଟ ଏଠାକକ୍ସ୍ଟ ଆଣ। କାରଣ ସହେି ସମୟରେ ଅହୀଯ ଏଫୋଦ ପିନ୍ଧି ଥିଲେ।

ପ୍ରଥମ ରାଜାବଳୀ 4:3
ଶୀଶାର ପୁତ୍ର ଇଲୀହାରଫେ ଓ ଅହିଯ ଉଭୟ ବିଗ୍ଭରାଳଯ ରେ ଯାହା ହେଉଥିଲା ସମାନେେ ଲେଖୁଥିଲେ।

ପ୍ରଥମ ରାଜାବଳୀ 11:29
ଥରେ ୟାରବିଯାମ ୟିରୁଶାଲମ ବାହାରକୁ ଯାଉଥିଲା ବେଳେ ଶୀଲୋର ଭବିଷ୍ଯଦ୍ବକ୍ତା ଅହିଯଙ୍କ ସହିତ ତାଙ୍କର ବାଟରେ ଦଖାେ ହେଲା। ଅହିଯ ଏକ ନୂତନ କୋଟ ପରିଧାନ କରିଥିଲେ ଓ କ୍ଷେତ୍ର ରେ କବଳେ ସେ ଦୁ ହେଁ ଥିଲେ।

ପ୍ରଥମ ରାଜାବଳୀ 11:30
ତା'ପରେ ଅହିଯ ଆପଣା ଦହରେ ନୂତନ ବସ୍ତ୍ରକୁ ବାରଖଣ୍ତ କରି ଚିରିଲା।

ପ୍ରଥମ ରାଜାବଳୀ 12:15
ରାଜା ଲୋକମାନଙ୍କ ଅନୁରୋଧ ପୁରଣ କରିବାକୁ ମନା କରି ଦେଲେ। ସଦାପ୍ରଭୁ ଏହିସବୁ ଘଟାଇବାର କାରଣ ହେଲ, ସେ ଚାହିଁଲେ ତାଙ୍କର ପ୍ରତିଜ୍ଞା ପୂରଣ କରିବା ପାଇଁ। ନବାଟର ପୁତ୍ର ୟାରବିଯାମ୍ ଯାହା ଅହିଯ ଶୀଲୋନୀଯଙ୍କ ଦ୍ବାରା କୁହା ହାଇେଥିଲା।

ପ୍ରଥମ ରାଜାବଳୀ 14:2
ୟାରବିଯାମ ନିଜର ପତ୍ନୀକୁ କହିଲେ, ତୁମ୍ଭେ ଯେପରି ମାରେ ପତ୍ନୀ ବୋଲି ଜଣା ନ ପଡିବ, ସହେିପରି ଛଦ୍ମ ବେଶ ରେ ଶୀଲୋକୁ ୟାଅ। ସଠାେରେ ଅହିଯ ଭବିଷ୍ଯଦ୍ବକ୍ତା ବାସ କରନ୍ତି। ସେ ମାେତେ କହିଥିଲେ ମୁଁ ଇଶ୍ରାୟେଲ ଲୋକମାନଙ୍କ ଉପରେ ରାଜା ହବେି।

ପ୍ରଥମ ରାଜାବଳୀ 14:4
ରାଜା ୟାରବିଯାମଙ୍କ ନିର୍ଦ୍ଦେଶ ଅନୁସାରେ ୟାରବିଯାମଙ୍କ ପତ୍ନୀ ଶିଲୋସ୍ଥିତ ଭବିଷ୍ଯଦ୍ବକ୍ତା ଅହିଯଙ୍କ ଗୃହକୁ ଗଲେ। ଅତ୍ଯନ୍ତ ବୃଦ୍ଧ ହାଇୟୋଇ ଥିବାରୁ ଅହିଯ ଅନ୍ଧ ହାଇେ ୟାଇଥିଲେ।

ପ୍ରଥମ ରାଜାବଳୀ 14:4
ରାଜା ୟାରବିଯାମଙ୍କ ନିର୍ଦ୍ଦେଶ ଅନୁସାରେ ୟାରବିଯାମଙ୍କ ପତ୍ନୀ ଶିଲୋସ୍ଥିତ ଭବିଷ୍ଯଦ୍ବକ୍ତା ଅହିଯଙ୍କ ଗୃହକୁ ଗଲେ। ଅତ୍ଯନ୍ତ ବୃଦ୍ଧ ହାଇୟୋଇ ଥିବାରୁ ଅହିଯ ଅନ୍ଧ ହାଇେ ୟାଇଥିଲେ।

ପ୍ରଥମ ରାଜାବଳୀ 14:5
ଇତ୍ଯବସ ରେ ସଦାପ୍ରଭୁ ଅହିଯକୁ କହିଲେ, ଏହାକୁ ଦେଖ, ୟାରବିଯାମର ପତ୍ନୀ ନିଜର ପୁତ୍ର ଭାଗ୍ଯ ବିଷଯ ରେ ପଗ୍ଭରିବାକୁ ତୁମ୍ଭ ନିକଟକୁ ଆସୁଅଛି, କାରଣ ସେ ବହୁତ ପୀଡିତ ଅଛି।

Occurences : 24

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்