Base Word
חֵשֶׁב
Short Definitiona belt or strap (as being interlaced)
Long Definitiongirdle, band, ingenious work
Derivationfrom H2803
International Phonetic Alphabetħeˈʃɛb
IPA modχeˈʃɛv
Syllableḥēšeb
Dictionhay-SHEB
Diction Modhay-SHEV
Usagecurious girdle
Part of speechn-m

ଯାତ୍ରା ପୁସ୍ତକ 28:8
ଏଫୋଦର ଯେଉଁ ଚିତ୍ରିତ ପଟୁକା ତହିଁ ଉପରେ ରହିବ, ତହିଁର ଚିତ୍ରିତ କର୍ମ ସହେି ବସ୍ତ୍ର ଅନୁସାରେ ହବେ। ଅର୍ଥାତ୍ ସ୍ବର୍ଣ୍ଣ ରେ ନୀଳ ଓ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୂତ୍ର ରେ ହବେ।

ଯାତ୍ରା ପୁସ୍ତକ 28:27
ଆହୁରି ଦୁଇଟୀ ସ୍ବର୍ଣ୍ଣ କଡା କରି ଏଫୋଦ ବସ୍ତ୍ରର ଦୁଇ ସ୍କନ୍ଦପଟି ତଳେ ତହିଁର ସମ୍ମୁଖ ଭାଗ ରେ ୟୋଡ ସ୍ଥାନ ରେ ଏଫୋଦର ଚିତ୍ରିତ ପଟୁକା ଉପରେ ତାହା ରଖିବ।

ଯାତ୍ରା ପୁସ୍ତକ 28:28
ବୁକୁପଟା ଯମେନ୍ତ ଏଫୋଦର ଚିତ୍ରିତ ପଟୁକା ଉପରେ ଥାଇ ଏଫୋଦରୁ ନୟିବ ଏଥିପାଇଁ ସମାନେେ ବୁକୁପଟାରକୁ ନିଜ କଡା ରେ ନୀଳସୁତ୍ର ଦ୍ବାରା ଏଫୋଦର କଡା ସହିତ ବନ୍ଦ ରଖିବେ।

ଯାତ୍ରା ପୁସ୍ତକ 29:5
ହାରୋଣକୁ ସହେି ସ୍ବତନ୍ତ୍ର ବସ୍ତ୍ର ପିନ୍ଧାଅ। ଶୁକ୍ଲ ସୂତ୍ର ରେ ବୁଣା ୟାଇଥିବା ଚୋଗା ଏବଂ ଏଫୋଦର ଚୋଗା ଓ ବୁକୁପଟା ସହିତ ପରିଧାନ କରାଇବ। ଆଉ ଚିତ୍ରିତ କଟୀବନ୍ଧନ ତାହାର କଟୀ ରେ ବନ୍ଧ।

ଯାତ୍ରା ପୁସ୍ତକ 39:5
ସମାନେେ କଟୀବନ୍ଧନୀ ବୁଣିଲେ ଏଫୋଦ୍ ରେ ବାନ୍ଧିଲେ। ଯେପରି ଏଫୋଦ୍ ତିଆରି ହାଇେଥିଲା, ସହେିପରି ଏହାକୁ ତିଆରି କରାଗଲା। ତାହା ମଧ୍ଯ ସହେି କର୍ମ ଅନୁସାରେ ସୁବର୍ଣ୍ଣ ଦ୍ବାରା ନୀଳ, ବାଇଗଣୀ ଓ ଲାଲ ରଂଗ ରେ ସୂକ୍ଷ୍ମ କ୍ଷୋମସୂତ୍ର ଦ୍ବାରା ତିଆରି କଲେ ଯେପରି ସଦାପ୍ରଭୁ ମାଶାଙ୍କେୁ କରିବା ପାଇଁ ଆଜ୍ଞା ଦଇେଥିଲେ।

ଯାତ୍ରା ପୁସ୍ତକ 39:20
ସମାନେେ ଆଉ ଦୁଇ ସ୍ବର୍ଣ୍ଣକଡା କଲେ ଏବଂ ଏଫୋଦର ଦୁଇ ସ୍କନ୍ଦପଟି ତଳେ ଲଗାଇଲେ ଓ ଏଫୋଦର କଟୀବନ୍ଧନ ଉପରେ ତାହା ଲଗାଇଲେ।

ଯାତ୍ରା ପୁସ୍ତକ 39:21
ଏହାପରେ ସମାନେେ ଏକ ନୀଳ ରିବନ ଦ୍ବାରା ବୁକୁପଟାକୁ ଏଫୋଦ ରେ ଏପରି ଯତ୍ନପୂର୍ବକ ବାନ୍ଧିଲେ ଯେ, ତାହା ଯେପରି ଗଳି ନ ପଡେ, ତେଣୁ ବିଚାରାର୍ଥକ ବୁକୁପଟା ଏଫୋଦର କମରବନ୍ଧ ଉପରେ ସୁରକ୍ଷିତ ହାଇେ ରହିଲା। ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ଏହା କରାଗଲା।

ଲେବୀୟ ପୁସ୍ତକ 8:7
ସେ ହାରୋଣଙ୍କୁ ଜାମା ପିନ୍ଧାଇଲେ, କଟୀ ରେ ତାଙ୍କର ବେଲ୍ଟ ବାନ୍ଧିଲେ, ତାଙ୍କୁ ଚୋଗା ପିନ୍ଧାଇଲେ, ତାଙ୍କୁ ଏଫୋଦ ପିନ୍ଧାଇଲେ, ତା'ପରେ ଏଫୋଦକୁ ସିନ୍ଦୁର ବେଲ୍ଟ ରେ ବାନ୍ଧିଲେ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்