Base Word
חָרַק
Short Definitionto grate the teeth
Long Definition(Qal) to gnash, grind (the teeth)
Derivationa primitive root
International Phonetic Alphabetħɔːˈrɑk’
IPA modχɑːˈʁɑk
Syllableḥāraq
Dictionhaw-RAHK
Diction Modha-RAHK
Usagegnash
Part of speechv

ଆୟୁବ ପୁସ୍ତକ 16:9
ପରମେଶ୍ବର ମାେତେ ଆକ୍ରମଣ କରିଛନ୍ତି। ସେ ମାେ ଉପରେ କୋପ କରିବାକୁ ମାରେ ଶରୀର ଲୋତକରେ ଭିଜି ୟାଇଛି। ପରମେଶ୍ବର ମାେ ବିରୁଦ୍ଧ ରେ ତାଙ୍କ ଦାନ୍ତ ରଗଡ଼ନ୍ତି। ମାରେ ଶତ୍ରୁ ମାେତେ ଘୃଣା ଚକ୍ଷୁ ରେ ଦେଖନ୍ତି।

ଗୀତସଂହିତା 35:16
ସମାନେେ ମାେ ପ୍ରତି ଅଭଦ୍ର ଭାଷା ପ୍ରଯୋଗ କରି ମାେତେ ପରିହାସ କରୁଥିଲେ। ସହେି ଲୋକମାନେ ଭାଗରେ ଦାନ୍ତ କଡ଼ମଡ଼ କରି ମାେ ଉପରେ ରାଗରେ ଜଳି ଯାଉଥିଲେ।

ଗୀତସଂହିତା 37:12
ପାପୀଷ୍ଠ ଲୋକମାନେ ଧର୍ମାତ୍ମାମାନଙ୍କ ବିରୁଦ୍ଧରେ କୁମନ୍ତ୍ରଣା କରନ୍ତି। ସହେି ଅଧର୍ମୀ ଲୋକମାନେ ଧାର୍ମୀକମାନଙ୍କୁ ଦେଖି ସମାନଙ୍କେ କୋର୍ଧ ଦଖାେନ୍ତି ଓ ରାଗରେ ଦାନ୍ତ କଡ଼ମଡ଼ କରି ଥାଆନ୍ତି।

ଗୀତସଂହିତା 112:10
ଦୁଷ୍ଟ ଲୋକ ଏହା ଦେଖି କୋର୍ଧ କରିବେ। ସମାନେେ ରାଗରେ ଦାନ୍ତ କଡ଼ମଡ଼ କରିବେ। କିନ୍ତୁ ଏହାପରେ ସମାନେେ ଅଦୃଶ୍ଯ ହବେେ। ଦୁଷ୍ଟ ଲୋକମାନଙ୍କର ଇଚ୍ଛା କଦାପି ପୂର୍ଣ୍ଣ ହବେ ନାହିଁ।

ଯିରିମିୟଙ୍କ ବିଳାପ 2:16
ତୁମ୍ଭର ସମସ୍ତ ଶତ୍ରୁ ତୁମ୍ଭକୁ ପରିହାସ କରନ୍ତି। ସମାନେେ ଗ୍ରୀସ୍ ଶବ୍ଦ ଓ ଦାନ୍ତ କଡ଼ମଡ଼ କରି କହନ୍ତି, ଆମ୍ଭମାନେେ ତାକୁ ଗ୍ରାସ କରିଅଛୁଁ, ଆମ୍ଭମାନେେ ଏହି ଦିନକୁ ଅପେକ୍ଷା କରିଥିଲୁ, ଏହି ଦିନକୁ ଆମ୍ଭମାନେେ ଆଶା କରିଥିଲୁ, ତାହା ପାଇଲୁ ଓ ଦେଖିଲୁ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்