Base Word
חַרְטֹם
Short Definitiona horoscopist (as drawing magical lines or circles)
Long Definitiondiviner, magician, astrologer
Derivationfrom the same as H2747
International Phonetic Alphabetħɑrˈt̪’om
IPA modχɑʁˈto̞wm
Syllableḥarṭōm
Dictionhahr-TOME
Diction Modhahr-TOME
Usagemagician
Part of speechn-m

ଆଦି ପୁସ୍ତକ 41:8
ଏହାପରେ ପ୍ରଭାତ ରେ ତାଙ୍କର ମନ ଉତ୍ବିଗ୍ନ ହେଲା। ତେଣୁ ସେ ଲୋକ ପଠାଇ ମିଶର ଦେଶୀଯ ପ୍ରେତ୍ୟକକ ମନ୍ତ୍ରଜ୍ଞ ଓ ଜ୍ଞାନୀ ଲୋକମାନଙ୍କୁ ଡ଼କାଇଲେ। ମାତ୍ର ଫାରୋ ସମାନଙ୍କେ ନିକଟରେ ଆପଣା ସ୍ବପ୍ନର କଥା କୁହନ୍ତେ ସମାନଙ୍କେ ମଧ୍ଯରୁ କହେି ତା'ର ଅର୍ଥ କହି ପାରିଲେ ନାହିଁ।

ଆଦି ପୁସ୍ତକ 41:24
ପୁଣି ସହେି କ୍ଷୀଣ ଶୀଷାଗୁଡ଼ିକ ସହେି ଉତ୍ତମ ସାତଟି ଶୀଷାକୁ ଗିଳି ପକାଇଲା।

ଯାତ୍ରା ପୁସ୍ତକ 7:11
ତେଣୁ ଫାରୋ ତାଙ୍କର ପଣ୍ଡିତ ଓ ମନ୍ତ୍ରଜ୍ଞମାନଙ୍କୁ ଡାକିଲେ। ସମାନେେ ମଧ୍ଯ ହାରୋଣଙ୍କ ପରି ତାଙ୍କ ଗୁପ୍ତ ୟାଦୁ ବିଦ୍ଯା ପ୍ରଯୋଗ କରି ଆଶାବାଡିକୁ ସର୍ପରେ ପରିଣତ କରି ଦେଲେ।

ଯାତ୍ରା ପୁସ୍ତକ 7:22
ମନ୍ତ୍ରଜ୍ଞମାନେ ତାଙ୍କର ଗୁପ୍ତ ୟାଦୁବିଦ୍ଯା ପ୍ରଯୋଗ କରି ଠିକ୍ ଏପରି କଲେ। ଫାରୋ ପୁଣି ଦୃଢ଼ ହେଲ ହୃଦଯ କଠିନ କଲେ ଏବଂ ସେ ସମାନଙ୍କେର କଥା ଶୁଣିଲେ ନାହିଁ। ଏହା ଠିକ୍ ସଦାପ୍ରଭୁଙ୍କର ଆଜ୍ଞାନୁସା ରେ ଘଟିଲା।

ଯାତ୍ରା ପୁସ୍ତକ 8:7
ମନ୍ତ୍ରଜ୍ଞ ମଧ୍ଯ ସମାନଙ୍କେର ଗୁପ୍ତ ୟାଦୁବିଦ୍ଯା ବଳ ରେ ଠିକ୍ ସହପରେି ବେଙ୍ଗମାନଙ୍କୁ ବାହାର କରିପାରିଲେ। ଯେଉଁଥିପାଇଁ ସମଗ୍ର ମିଶରର ବେଙ୍ଗ ରେ ପରିପୂର୍ଣ୍ଣ ହାଇଗେଲା।

ଯାତ୍ରା ପୁସ୍ତକ 8:18
ମିଶରର ମନ୍ତ୍ରଜ୍ଞମାନେ ସମାନଙ୍କେର ଗୁପ୍ତ ୟାଦୁବିଦ୍ଯା ଦ୍ବାରା ଏପରି କରିବାକୁ ଚେଷ୍ଟା କଲେ, କିନ୍ତୁ ବିଫଳ ହେଲ, ମନ୍ତ୍ରଜ୍ଞମାନେ ଧୂଳିରୁ ଉକୁଣିଆ ପୋକମାନ ସୃଷ୍ଟି କରିପାରିଲେ ନାହିଁ। ଉକୁଣିଆ ପୋକମାନେ ପଶୁ ଓ ମନୁଷ୍ଯମାନଙ୍କଠା ରେ ରହିଗଲେ।

ଯାତ୍ରା ପୁସ୍ତକ 8:19
ତେଣୁ ମନ୍ତ୍ରଜ୍ଞମାନେ ଫାରୋଙ୍କୁ କହିଲେ, ପରମେଶ୍ବର ଏହା କରିଛନ୍ତି। କିନ୍ତୁ ଫାରୋ ପୁଣି ଜିଦ୍ଖୋର ହେଲେ। ସେ ସମାନଙ୍କେ କଥା ଶୁଣିଲେ ନାହିଁ।

ଯାତ୍ରା ପୁସ୍ତକ 9:11
ସହେି ବଥ ସକାେଶ ମନ୍ତ୍ରଜ୍ଞମାନେ ମାଶାଙ୍କେ ସମ୍ମୁଖୀନ ହାଇେ ପାରିଲେ ନାହିଁ। ପ୍ରେତ୍ୟକକ ମିଶରବାସୀଙ୍କ ଓ ମନ୍ତ୍ରଜ୍ଞମାନଙ୍କ ଚର୍ମ ବଥରେ ବ୍ଯାପିଗଲା।

ଯାତ୍ରା ପୁସ୍ତକ 9:11
ସହେି ବଥ ସକାେଶ ମନ୍ତ୍ରଜ୍ଞମାନେ ମାଶାଙ୍କେ ସମ୍ମୁଖୀନ ହାଇେ ପାରିଲେ ନାହିଁ। ପ୍ରେତ୍ୟକକ ମିଶରବାସୀଙ୍କ ଓ ମନ୍ତ୍ରଜ୍ଞମାନଙ୍କ ଚର୍ମ ବଥରେ ବ୍ଯାପିଗଲା।

ଦାନିଏଲ 1:20
ଆଉ ଜ୍ଞାନ ଓ ବୁଦ୍ଧି ସମ୍ବନ୍ଧୀଯ ଯେ କୌଣସି ବିଷଯ ରେ ରାଜା ସହେି ଗ୍ଭରି ୟୁବକଙ୍କୁ ପଗ୍ଭରୁଥିଲେ, ସମାନେେ ବିଜ୍ଞ ଉତ୍ତର ଦେଉଥିଲେ। ରାଜା ସମଗ୍ର ରାଜ୍ଯ ରେ ସମସ୍ତ ମନ୍ତ୍ରଜ୍ଞ ଓ ଗଣକମାନଙ୍କ ଅପେକ୍ଷା ସମାନେେ ଦଶଗୁଣ ଅଧିକ ଜ୍ଞାନୀ ବୋଲି ଜାଣିଲେ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்