Base Word
חֲרָדָה
Short Definitionfear, anxiety
Long Definitionfear, anxiety, quaking, trembling, (extreme) anxiety, anxious care
Derivationfeminine of H2730
International Phonetic Alphabetħə̆.rɔːˈd̪ɔː
IPA modχə̆.ʁɑːˈdɑː
Syllableḥărādâ
Dictionhuh-raw-DAW
Diction Modhuh-ra-DA
Usagecare, × exceedingly, fear, quaking, trembling
Part of speechn-f

ଆଦି ପୁସ୍ତକ 27:33
ଏହାପରେ ଇସ୍ହାକ ବହୁତ ବ୍ଯସ୍ତ ହେଲେ ଏବଂ କହିଲେ, ତବେେ ସିଏ କିଏ ଥିଲା। ଯେ ପ୍ରଥମେ ତୁମ୍ଭ ପୂର୍ବରୁ ରନ୍ଧାମାଂସ ଧରି ଆସିଥିଲା? ମୁଁ ତାହା ଖାଇ ତାଙ୍କୁ ଆଶିର୍ବାଦ କଲି। ବର୍ତ୍ତମାନ ମାରେଆଶୀର୍ବାଦ ଫରୋଇବା ପାଇଁ ଡ଼ରେି ହାଇେଛି।

ପ୍ରଥମ ଶାମୁୟେଲ 14:15
ସମସ୍ତ ପଲେଷ୍ଟୀୟ ସୈନ୍ଯମାନେ ଯେଉଁମାନେ ସହେି କ୍ଷେତ୍ର ରେ ଥିଲେ, ଯେଉଁମାନେ ଛାଉଁଣୀ ରେ ଥିଲେ, ଯେଉଁମାନେ ଦକ୍ସ୍ଟର୍ଗ ରେ ଥିଲେ, ଭୟଭୀତ ହେଲେ। ଏପରିକି ସବୁଠାରକ୍ସ୍ଟ ସାହାସୀ ସୈନ୍ଯମାନେ ମଧ୍ଯ ଭୟ କଲେ। ଯେପରି ସଠାେରେ ଭୂମିକଐ ହେଲା ଏହି ବିଭୀଷିକା ପରମେଶ୍ବର ପଠାଇଥିଲେ।

ପ୍ରଥମ ଶାମୁୟେଲ 14:15
ସମସ୍ତ ପଲେଷ୍ଟୀୟ ସୈନ୍ଯମାନେ ଯେଉଁମାନେ ସହେି କ୍ଷେତ୍ର ରେ ଥିଲେ, ଯେଉଁମାନେ ଛାଉଁଣୀ ରେ ଥିଲେ, ଯେଉଁମାନେ ଦକ୍ସ୍ଟର୍ଗ ରେ ଥିଲେ, ଭୟଭୀତ ହେଲେ। ଏପରିକି ସବୁଠାରକ୍ସ୍ଟ ସାହାସୀ ସୈନ୍ଯମାନେ ମଧ୍ଯ ଭୟ କଲେ। ଯେପରି ସଠାେରେ ଭୂମିକଐ ହେଲା ଏହି ବିଭୀଷିକା ପରମେଶ୍ବର ପଠାଇଥିଲେ।

ଦିତୀୟ ରାଜାବଳୀ 4:13
ପୁଣି ଇଲୀଶାୟ ତାଙ୍କ ଦାସକୁ କହିଲେ, ବର୍ତ୍ତମାନ ସହେି ସ୍ତ୍ରୀ ଲୋକକୁ ଏହା କୁହ, ' ଦେଖ, ତୁମ୍ଭେ ଆମ୍ଭମାନଙ୍କର ବହୁ ଯତ୍ନ ନଇେ ସବୋ କରିଛ। ଆମ୍ଭମାନେେ ତୁମ୍ଭ ପାଇଁ କ'ଣ କରି ପାରିବୁ? ରାଜା କିମ୍ବା ସନୋପତିଙ୍କ ନିକଟରେ ତୁମ୍ଭ ସପକ୍ଷ ରେ କିଛି କହିବାକୁ ଇଚ୍ଛା କରୁଛ କି?'

ହିତୋପଦେଶ 29:25
ଲୋକଭୟ ଫାନ୍ଦଜନକ, ମାତ୍ର ସଦାପ୍ରଭୁଙ୍କଠା ରେ ଯେ ନିର୍ଭର ରେଖ, ସେ ସୁରକ୍ଷିତ ହବେ।

ଯିଶାଇୟ 21:4
ମାରେ ହୃଦଯ ଧକାଉଛି। ମହା ଭୟ ରେ ମୁଁ ଥରହର ହାଇେଅଛି। ମାରେ ଆନନ୍ଦ ରୂପକ ସାଯଂକାଳ ମହାରାତ୍ରିର ଭୟର କାରଣ ହାଇେଛି।

ଯିରିମିୟ 30:5
ସଦାପ୍ରଭୁ ଏହା କହିଲେ,

ଯିହିଜିକଲ 26:16
ସହେି ସମୟରେ ଉପକୂଳବର୍ତ୍ତୀ ରାଜ୍ଯଗୁଡ଼ିକର ମୁଖ୍ଯମାନେ ସମାନଙ୍କେର ସିଂହାସନରୁ ଓହ୍ଲାଇ ଆସିବେ। ନିଜ ନିଜ ଚୋଗା ତ୍ଯାଗ କରି ଶିଳ୍ପ କର୍ମର ସୁନ୍ଦର ବସ୍ତ୍ର ସମାନେେ ଫିଟାଇ ପକାଇବେ। ଆଉ ସମାନେେ 'ଭୀତିମୂଳକ ବସ୍ତ୍ର' ପରିଧାନ କରିବେ ଓ ଭୂମିରେ ବସିବେ। ଏବଂ ସମାନେେ ଭୟଭୀତ ହବେେ ଓ ତୁମ୍ଭ ବିଷଯ ରେ ବିସ୍ମିତ ହବେେ।

ଦାନିଏଲ 10:7
ପୁଣି ମୁଁ ଦାନିୟେଲ, ଏକାକୀ ସହେି ଦର୍ଶନ ଦେଖିଲି। କାରଣ ମାରେ ସାଥୀମାନେ ସହେି ଦର୍ଶନ ଦେଖିଲେ ନାହିଁ, ସମାନେେ ଅତ୍ଯନ୍ତ ଭୟଭୀତ ହାଇେ ଲୁଚି ପଳାଯନ କଲେ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்