Base Word
חָרֵד
Short Definitionfearful; also reverential
Long Definitiontrembling, fearful, afraid
Derivationfrom H2729
International Phonetic Alphabetħɔːˈred̪
IPA modχɑːˈʁed
Syllableḥārēd
Dictionhaw-RADE
Diction Modha-RADE
Usageafraid, trembling
Part of speecha

ବିଚାରକର୍ତାମାନଙ୍କ ବିବରଣ 7:3
ତେଣୁ ସମାନଙ୍କେ ପାଇଁ ଏକ ଘାଷେଣା କର, ସମାନଙ୍କେୁ କକ୍ସ୍ଟହ, ' ଯେଉଁ ଲୋକମାନେ ୟକ୍ସ୍ଟଦ୍ଧକକ୍ସ୍ଟ ଭୟ କରୁଛନ୍ତି, ସମାନେେ ଗିଲିଯଦ ପାହାଡ ଛାଡି ସ୍ବଗୃହକକ୍ସ୍ଟ ଫରେିୟିବା ଉଚିତ୍।'

ପ୍ରଥମ ଶାମୁୟେଲ 4:13
ସହେି ସମୟରେ ଏଲି ଫାଟକ ପାଖ ରେ ବସି ଅପେକ୍ଷା କରିଥିଲେ, କାରଣ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନିମନ୍ତେ ତାଙ୍କର ହୃଦଯ ଉତ୍କସ୍ଖିତ ଥିଲା। ଇତ୍ଯବସର ରେ ସହେିଲୋକ ସମ୍ବାଦ ଦଲୋ ଏବଂ ନଗରୟାକ ଉଚ୍ଚସ୍ବର ରେ କାନ୍ଦି ଉଠିଲେ।

ଏଜ୍ରା 9:4
ସେତବେେଳେ ନିର୍ବାସିତ ଲୋକମାନଙ୍କର ଅପରାଧ ପାଇଁ ଇଶ୍ରାୟେଲର ପରମେଶ୍ବରଙ୍କ ବ୍ଯବସ୍ଥା ରେ କମ୍ପିତ ପ୍ରେତ୍ୟକକ ଲୋକ ମାରେ ନିକଟରେ ଏକତ୍ରୀତ ହେଲେ। ମୁଁ ସନ୍ଧ୍ଯାକାଳୀନ ବଳିଦାନ ସମୟ ପର୍ୟ୍ଯନ୍ତ ଓ ମାେ ଗ୍ଭରିପଟେ ସମାନେେ ଏକତ୍ରୀତ ହବୋ ପର୍ୟ୍ଯନ୍ତ ଆଘାତ ପାଇ ବସିଲି।

ଏଜ୍ରା 10:3
ଏବେ ଆମ୍ଭମାନେେ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରମେଶ୍ବରଙ୍କ ଆଜ୍ଞା ରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସା ରେ ଏହିସବୁ ସ୍ତ୍ରୀମାନଙ୍କୁ ଓ ଏମାନଙ୍କଠାରୁ ଜାତ ସନ୍ତାନମାନଙ୍କୁ ଦୂର କରିଦବୋ ପାଇଁ ଆମ୍ଭମାନଙ୍କ ପରମେଶ୍ବରଙ୍କ ସହିତ ଚୁକ୍ତି କରିବା ଏବଂ ଏହା ପରମେଶ୍ବରଙ୍କ ବ୍ଯବସ୍ଥାନୁସା ରେ କରାଯାଉ।

ଯିଶାଇୟ 66:2
ପୁଣି ସଦାପ୍ରଭୁ କୁହନ୍ତି ଆମ୍ଭେ ସମସ୍ତ ପଦାର୍ଥ ନିର୍ମାଣ କରିଛୁ। ତେଣୁ ଏ ସମସ୍ତର ଅଧିକାରୀ ଆମ୍ଭେ ଅଟୁ। ମାତ୍ର ଯେଉଁମାନେ ଦୁଃଖୀ ଓ ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ଯ ରେ ଥରହର ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟି ଦବୋ।

ଯିଶାଇୟ 66:5
ତୁମ୍ଭେ ଯେଉଁଦିନ ସଦାପ୍ରଭୁଙ୍କ ବାକ୍ଯ ରେ କମ୍ପିତ ହେଉଅଛ, ତାଙ୍କର ବାକ୍ଯ ଶୁଣ। ତୁମ୍ଭମାନଙ୍କର ଭାଇମାନେ ଯେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଓ ଆମ୍ଭର ନାମ ସକାେଶ ତୁମ୍ଭମାନଙ୍କୁ ଦୂର କରନ୍ତି ; ସମାନେେ କହି ଅଛନ୍ତି, 'ଆମ୍ଭେ ଯେପରି ତୁମ୍ଭମାନଙ୍କର ଆନନ୍ଦ ଦେଖିପାରିବା, ଏଥିପାଇଁ ସଦାପ୍ରଭୁ ମହିମାନ୍ବିତ ହୁଅନ୍ତୁ,' ମାତ୍ର ସମାନେେ ଲଜ୍ଜିତ ହବେେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்